କରୋନାରେ ଆକ୍ରାନ୍ତ ରାହତ ଇନ୍ଦୋରୀଙ୍କ ପରଲୋକ

ମୁମ୍ବାଇ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଶିଷ୍ଟ ଉର୍ଦ୍ଦ୍ୱୁ କବି ରାହତ ଇନ୍ଦୋରୀଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ରବିବାର କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଶ୍ରୀ ଅରୋବିନ୍ଦୋ ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି, ସୋମବାର ଇନ୍ଦୋରୀ ଦୁଇ ଥର ହୃଦଘାତର ଶିକାର ହୋଇଥିଲେ। ସେ ରବିବାର କରୋନାରେ […]

dfs

dfs

Hemant Lenka
  • Published: Tuesday, 11 August 2020
  • Updated: 11 August 2020, 06:17 PM IST

Sports

Latest News

ମୁମ୍ବାଇ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଶିଷ୍ଟ ଉର୍ଦ୍ଦ୍ୱୁ କବି ରାହତ ଇନ୍ଦୋରୀଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ରବିବାର କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଶ୍ରୀ ଅରୋବିନ୍ଦୋ ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି, ସୋମବାର ଇନ୍ଦୋରୀ ଦୁଇ ଥର ହୃଦଘାତର ଶିକାର ହୋଇଥିଲେ। ସେ ରବିବାର କରୋନାରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ଶରୀରରେ ୬୦% ନିମୋନିଆ ଥିଲା।

ସୋଶାଲ ମିଡିଆରେ ବେଶ ସକ୍ରିୟ ଥିବା ଇନ୍ଦୋରୀ ନିଜେ ରବିବାର ସେ କରୋନାରେ ଆକ୍ରାନ୍ତ ଥିବା ସମସ୍ତଙ୍କୁ ସୂଚନା ଦେଇଥିଲେ।
ଇନ୍ଦୋରି କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିବା ପରେ ତାଙ୍କ ଫ୍ୟାନମାନେ ସୋଶାଲ ମିଡିଆରେ ଆଶୁ ଆରୋଗ୍ୟ କାମନା କରିଥିଲେ।

କିନ୍ତୁ ଇନ୍ଦୋରୀ ଆଜି ସମସ୍ତଙ୍କୁ ଛାଡ଼ି ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି। ତାଙ୍କ ମୃତ୍ୟୁରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ସେ ଲେଖିଥିବା ଶତାଧିକ ସଂଳପା ଓ କବିତା ମଧ୍ୟରେ ଗୋଟିଏ ଲାଇନ ବେଶ ଚର୍ଚ୍ଚାକୁ ଆସିଥିଲା। ସେ ଲେଖିଥିଲେ ଯେ “ସବକା ଖୁନ ଶାମିଲ ୟାନକି ମିଟି ମେଁ, କିସି କେ ବାପା କା ହିନ୍ଦୁସ୍ତାନ ଥୋଡ଼ି ହୈ।” ଏହାର ଅର୍ଥ ଏହି ମାଟି ପାଇଁ ସମସ୍ତେ ରକ୍ତ ଦେଇଛନ୍ତି, ହିନ୍ଦୁସ୍ତାନ କାହା ବାପାର ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story