ପିଓକେରେ ଭାରତୀୟ ସେନାର ସର୍ଜିକାଲ୍‌ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ: ଉରି ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି ଭାରତ। ଗତକାଲି ରାତିରେ ସେନା ପକ୍ଷରୁ ପାକ୍‌ ଅଧିକୃତ କାଶ୍ମୀର(ପିଓକେ)ରେ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଛି। ଭାରତରେ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ପିଓକେରେ ୩ କିମି ପର୍ଯ୍ୟନ୍ତ ଭାରତୀୟ ସେନା ପଶି ୬ଟି ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱସ୍ତ କରିଛି। ଏଥିରେ ୩୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଡିଜିଏମ୍‌ଓ କହିଛନ୍ତି। ଆକ୍ରମଣ ପୂର୍ବରୁ […]

army-7591

army-7591

Rakesh Mallick
  • Published: Thursday, 29 September 2016
  • Updated: 29 September 2016, 04:48 PM IST

Sports

Latest News

ନୂଆଦିଲ୍ଲୀ: ଉରି ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି ଭାରତ। ଗତକାଲି ରାତିରେ ସେନା ପକ୍ଷରୁ ପାକ୍‌ ଅଧିକୃତ କାଶ୍ମୀର(ପିଓକେ)ରେ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଛି। ଭାରତରେ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ପିଓକେରେ ୩ କିମି ପର୍ଯ୍ୟନ୍ତ ଭାରତୀୟ ସେନା ପଶି ୬ଟି ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱସ୍ତ କରିଛି। ଏଥିରେ ୩୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଡିଜିଏମ୍‌ଓ କହିଛନ୍ତି। ଆକ୍ରମଣ ପୂର୍ବରୁ ପାକିସ୍ତାନର ଡିଜିଏମ୍‌ଓଙ୍କୁ ସୂଚନା ଦିଆଯାଇଥିଲା। ଜମ୍ମୁ-କାଶ୍ମୀର ସମେତ ଭାରତର ଅନ୍ୟାନ୍ୟ ସ୍ଥାନରେ ଆକ୍ରମଣ ପାଇଁ ଏହି ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ନିକଟରେ ଆଡ୍ଡା ଜମାଇଥିବା ଡିଜିଏମ୍‌ଓ କହିଛନ୍ତି।

ପ୍ରଥମ ଥର ପାଇଁ ନିୟନ୍ତ୍ରଣ ରେଖା ଅତିକ୍ରମ କରି ସେନା ଏପରି ଆକ୍ରମଣ କରିଛି। ମାତ୍ର ପାକିସ୍ତାନ ସେନା ଏହି ଆକ୍ରମଣକୁ ଖଣ୍ଡନ କରିଛି। ତେବେ ଭାରତ ପକ୍ଷରୁ କରାଯାଇଥିବା ଗୁଳି ଚାଳନାରେ ପାକିସ୍ତାନର ଦୁଇ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ପାକ୍‌ ସେନା କହିଛି।

ଡିଜିଏମ୍‌ଓଙ୍କ ସାମ୍ୱାଦିକ ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍‌ କମିଟି ବୈଠକ ବସିଥିଲା। ଏଥିରେ ଗତକାଲିର ଅପରେସନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେପଟେ ସେନାର ପଦକ୍ଷେପ ପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶା, ପଞ୍ଜାବ ଓ ପଶ୍ଚିମବଙ୍ଗ ସମେତ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସେନା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story