୩୦ ଯବାନ ଓ କର୍ଣ୍ଣେଲଙ୍କ ବିରୋଧରେ ମାମଲା ରୁଜୁ

ପୁଣେ: ଗାଁ ଲୋକଙ୍କୁ ଅସ୍ତ୍ରଶସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ପୁଣେର ଖେଦ ପୁଲିସ୍‌ ଜଣେ କର୍ଣ୍ଣେଲ ଓ ୩୦ରୁ ୪୦ ଜଣ ଯବାନଙ୍କ ନାଁରେ ମାମଲା ରୁଜୁ କରିଛି। ଗୁଲାନି ଗାଁରେ କର୍ଣ୍ଣେଲ ଓ ୩୦ରୁ ୪୦ ଜଣ ଯବାନ ପ୍ରବେଶ କରି ଜଣେ ବ୍ୟକ୍ତିଙ୍କ କ୍ଷତକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରିବା ସହ ଗାଁ ଲୋକଙ୍କୁ ବନ୍ଧୁକ ଦେଖାଇ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଏହି କର୍ଣ୍ଣେଲ ଓ ଯବାନମାନେ ହାଇଦ୍ରାବାଦରେ […]

ds

ds

Hemant Lenka
  • Published: Tuesday, 25 June 2019
  • Updated: 25 June 2019, 12:54 PM IST

Sports

Latest News

ପୁଣେ: ଗାଁ ଲୋକଙ୍କୁ ଅସ୍ତ୍ରଶସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ପୁଣେର ଖେଦ ପୁଲିସ୍‌ ଜଣେ କର୍ଣ୍ଣେଲ ଓ ୩୦ରୁ ୪୦ ଜଣ ଯବାନଙ୍କ ନାଁରେ ମାମଲା ରୁଜୁ କରିଛି। ଗୁଲାନି ଗାଁରେ କର୍ଣ୍ଣେଲ ଓ ୩୦ରୁ ୪୦ ଜଣ ଯବାନ ପ୍ରବେଶ କରି ଜଣେ ବ୍ୟକ୍ତିଙ୍କ କ୍ଷତକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରିବା ସହ ଗାଁ ଲୋକଙ୍କୁ ବନ୍ଧୁକ ଦେଖାଇ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି।

ଏହି କର୍ଣ୍ଣେଲ ଓ ଯବାନମାନେ ହାଇଦ୍ରାବାଦରେ ହିଁ କାମ କରୁଛନ୍ତି। ୬୫ ଏକର ଜମିକୁ ନେଇ କର୍ଣ୍ଣେଲଙ୍କ ପରିବାର ଓ ଗାଁର ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା। ୨୦୧୩ରୁ ଏହି ମାମଲା ଖେଦ ସେସନ୍ସ କୋର୍ଟରେ ପଡ଼ି ରହିଛି। ଜୁନ୍‌ ୧୪ରେ କର୍ଣ୍ଣେଲଙ୍କ ବାପା ଓ ଭାଇଙ୍କ ସହ ଅନ୍ୟ ଏକ ପକ୍ଷଙ୍କ ପାଟିତୁଣ୍ଡ ହୋଇଥିଲା। ଏହାପରେ କର୍ଣ୍ଣେଲ ନିଜ ବର୍ଦ୍ଦିର ଫାଇଦା ଉଠାଇ ଜୁନ୍‌ ୨୨ରେ ୪ଟି ମିଲାଟାରୀ ଗାଡ଼ିରେ ୩୦ରୁ ୪୦ ଜଣ ସଶସ୍ତ୍ର ଯବାନଙ୍କୁ ନେଇ ଗାଁରେ ପହଞ୍ଚିଥିଲେ। ଏହାପରେ ସେମାନେ ଉକ୍ତ ଜମିର ମାଲିକାନା ଦାବି କରୁଥିବା ବ୍ୟକ୍ତିଙ୍କ ଜମିରେ ପ୍ରବେଶ କରି ଏଗୁଡ଼ିକୁ ନଷ୍ଟ କରିଦେଇଥିଲେ। ଉକ୍ତ ବ୍ୟକ୍ତିଙ୍କ ଅଭିଯୋଗରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସମସ୍ତ ଯବାନ ଓ କର୍ଣ୍ଣେଲ ଘଟଣା ସମୟରେ ସେନା ବର୍ଦ୍ଦିରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story