ଝଗଡ଼ାର ସମାଧାନ କରିବାକୁ ଯାଇ ପ୍ରାଣ ହରାଇଲେ ପୁଲିସ୍‌ କମାଣ୍ଡୋ

ଦିବ୍ରୁଗଡ଼: ଆସାମର ତିନସୁକିଆ ଜିଲ୍ଲା ଅନ୍ତର୍ଗତ ମାକୁମ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବାକୁ ଯାଇ ଆସାମ ପୁଲିସ୍‌ର ଜଣେ କମାଣ୍ଡୋ ପ୍ରାଣ ହରାଇଛନ୍ତି। ଆସାମ ପୁଲିସ୍‌ କମାଣ୍ଡୋ ବ୍ୟାଟାଲିୟନ୍‌ରେ କାର୍ଯ୍ୟରତ ଗିରିଶ ଦତ୍ତ ଦେରଗାଓଁରେ ଥିବା ପୁଲିସ୍‌ ଟ୍ରେନିଂ କ୍ୟାମ୍ପରେ ପୋଷ୍ଟିଂ ହୋଇଥିଲେ। ତେବେ ସେ ଗୋଟିଏ ଦିନ ଆଗରୁ ଛୁଟି ନେଇ ମାକୁମ ଠାରେ ଥିବା ତାଙ୍କ ଘରକୁ ଆସିଥିଲେ। ଟିଙ୍ଗିରିଆରୁ ଗିରିଶ […]

u

u

Hemant Lenka
  • Published: Tuesday, 04 June 2019
  • Updated: 04 June 2019, 02:52 PM IST

Sports

Latest News

ଦିବ୍ରୁଗଡ଼: ଆସାମର ତିନସୁକିଆ ଜିଲ୍ଲା ଅନ୍ତର୍ଗତ ମାକୁମ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବାକୁ ଯାଇ ଆସାମ ପୁଲିସ୍‌ର ଜଣେ କମାଣ୍ଡୋ ପ୍ରାଣ ହରାଇଛନ୍ତି।

ଆସାମ ପୁଲିସ୍‌ କମାଣ୍ଡୋ ବ୍ୟାଟାଲିୟନ୍‌ରେ କାର୍ଯ୍ୟରତ ଗିରିଶ ଦତ୍ତ ଦେରଗାଓଁରେ ଥିବା ପୁଲିସ୍‌ ଟ୍ରେନିଂ କ୍ୟାମ୍ପରେ ପୋଷ୍ଟିଂ ହୋଇଥିଲେ। ତେବେ ସେ ଗୋଟିଏ ଦିନ ଆଗରୁ ଛୁଟି ନେଇ ମାକୁମ ଠାରେ ଥିବା ତାଙ୍କ ଘରକୁ ଆସିଥିଲେ। ଟିଙ୍ଗିରିଆରୁ ଗିରିଶ ନିଜ ପିତାଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ତାଙ୍କ ନଜର ଏନ୍‌ଏଚ୍‌-୩୮ରେ ଘଟିଥିବା ଏକ ଦୁର୍ଘଟଣାକୁ ନେଇ କିଛି ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଉପରେ ପଡ଼ିଥିଲା।

ଜଣେ ପୁଲିସ୍‌ କମାଣ୍ଡୋ ହିସାବରେ ସେ ତୁରନ୍ତ ଭିଡ଼ ମଧ୍ୟକୁ ଯାଇ ମାମଲାର ସମାଧାନ କରିବାକୁ ଚେଷ୍ଟା କରିଥିଲେ।

ତେବେ ଏହି ସମୟରେ କିଛି ଲୋକଙ୍କ ସହ ଗିରିଶଙ୍କ ପାଟତୁଣ୍ଡ ହୋଇଥିଲା। ଶେଷରେ ଗିରିଶ ନିରାଶ ହୋଇ ସେହି ସ୍ଥାନ ଛାଡ଼ିବାକୁ ଉଦ୍ୟମ କରୁଥିବା ବେଳେ ଭିଡ଼ ମଧ୍ୟରୁ ଜଣେ ବ୍ୟକ୍ତି ତାଙ୍କୁ ଦୌଡ଼ି ଯାଇ ଅଟକାଇଥିଲା। ଏହାପରେ କିଛି ଲୋକ ତାଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଛୁରୀ ଭୁସି ଦେଇଥିଲା। ଘଟଣା ସ୍ଥଳରେ ହିଁ ଗିରିଶଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‌ ଏବେ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story