ସୁରକ୍ଷିତ ରହିବାକୁ ମହିଳାଙ୍କ ପାଇଁ ଏସବୁ ନିର୍ଦ୍ଦେଶନାମା ଜାରି କଲା ପୁଲିସ୍‌

ହାଇଦ୍ରାବାଦ: ଦିନକୁ ଦିନ ମହିଳାଙ୍କ ଉପରେ କୁକର୍ମ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ହାଇଦ୍ରାବାଦରେ ଜଣେ ଡାକ୍ତରାଣୀଙ୍କ ସହ ଘଟିଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହାକୁ ଦୃଷ୍ଟିରେ ରଖି ହାଇଦ୍ରାବାଦ ପୁଲିସ୍‌ ମହିଳାଙ୍କ ସୁରକ୍ଷା ପାଇଁ ୧୪ଟି ନିର୍ଦ୍ଦେଶନାମା ଜାରି କରିଛି। ହେଲେ ପୁଲିସ୍‌ର ଏଭଳି ନିର୍ଦ୍ଦେଶନାମାକୁ ସୋଶାଲ ମିଡିଆରେ ଟ୍ରଲ କରାଯାଇଛି। ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ପୁଲିସ୍‌ ଏବେ ଶୁଆଙ୍ଗ କରୁଥିବା ଲୋକେ କହିଛନ୍ତି। ପୁଲିସ […]

sv

sv

Hemant Lenka
  • Published: Monday, 02 December 2019
  • Updated: 02 December 2019, 06:16 PM IST

ହାଇଦ୍ରାବାଦ: ଦିନକୁ ଦିନ ମହିଳାଙ୍କ ଉପରେ କୁକର୍ମ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ହାଇଦ୍ରାବାଦରେ ଜଣେ ଡାକ୍ତରାଣୀଙ୍କ ସହ ଘଟିଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି।

ଏହାକୁ ଦୃଷ୍ଟିରେ ରଖି ହାଇଦ୍ରାବାଦ ପୁଲିସ୍‌ ମହିଳାଙ୍କ ସୁରକ୍ଷା ପାଇଁ ୧୪ଟି ନିର୍ଦ୍ଦେଶନାମା ଜାରି କରିଛି। ହେଲେ ପୁଲିସ୍‌ର ଏଭଳି ନିର୍ଦ୍ଦେଶନାମାକୁ ସୋଶାଲ ମିଡିଆରେ ଟ୍ରଲ କରାଯାଇଛି। ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ପୁଲିସ୍‌ ଏବେ ଶୁଆଙ୍ଗ କରୁଥିବା ଲୋକେ କହିଛନ୍ତି।

ପୁଲିସ ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ

୧: କୌଣସି ନୂଆ ସ୍ଥାନକୁ ଯିବା ପୂର୍ବରୁ ପ୍ରଥମେ ସେଠାକାର ପରିବେଶ ସମ୍ପର୍କରେ ଅବଗତ ହୁଅନ୍ତୁ

୨: ସର୍ବଦା ଗହଳୀ ଥିବା ସ୍ଥାନରେ ରୁହନ୍ତୁ। ଯଦି କିଛି ଅସୁବିଧା ହେଉଛି, ତା’ହେଲେ ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା ପୁଲିସ ପ୍ୟାଟ୍ରୋଲିଂ ଟିମ୍‌ ଓ ବାଇକରେ ବୁଲୁଥିବା ସୁରକ୍ଷା ଅଧିକାରୀଙ୍କୁ ଜଣାଇବାକୁ ଆଦୌ ପଛଘୁଞ୍ଚା ଦିଅନ୍ତୁ ନାହିଁ।

୩: ଯଦି ଆପଣଙ୍କ ଚାରିପାଖରେ କେହି ଲୋକ ନାହାନ୍ତି, ତା’ହେଲେ ନିକଟରେ ଥିବା କୌଣସି ଦୋକାନ କିମ୍ବା ବ୍ୟବସାୟୀକ ପ୍ରତିଷ୍ଠାନ ପାଖରେ ଛିଡ଼ା ହୁଅନ୍ତୁ।

୪: ସର୍ବଦା ୧୦୦ ନମ୍ବର ଡାଏଲ କରିବାକୁ ପ୍ରସ୍ତୁତ ରୁହନ୍ତୁ।

୫: ତେଲେଙ୍ଗାନା ପୁଲିସ୍‌ର ମୋବାଇଲ ଆପ୍ଲିକେସନ (Hawk Eye) ଡାଉନଲୋଡ କରନ୍ତୁ। ଏଥିସହ ନିଜ ଫୋନରେ ମୋବାଇଲ ଲୋକେସନ ସର୍ବଦା ଅନ୍‌ ରଖନ୍ତୁ।

୬: ସନ୍ଦେହଜନକ ସ୍ଥିତିରେ ଆପଣଙ୍କ ପାଖରେ ଯାଉଥିବା ଲୋକଙ୍କୁ ସହଯୋଗ କରିବାକୁ କୁହନ୍ତୁ।

୭: ଯଦି ଆପଣଙ୍କ ପାଖରେ କେହି ନାହାନ୍ତି କିମ୍ବା ଆପଣ ଭୟଭୀତ ଅଛନ୍ତି, ତା’ହେଲେ ପରିବାର ଲୋକଙ୍କୁ ଫୋନ କରି ସେମାନଙ୍କ ସହ ପୁଲିସ୍‌ ସହ କଥା ହେବା ଭଳି ସମସ୍ତ ତଥ୍ୟ ଦିଅନ୍ତୁ।

୮: ସର୍ବଦା ବିଶ୍ୱାସ ରଖିବେ ଓ ବଡ଼ ପାଟିରେ କଥା ହେବେ। ଦରକାର ପଡ଼ିଲେ ସହଯୋଗ ପାଇଁ ଚିତ୍କାର କରିବେ।

୯: ଯଦି ଆପଣ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି, ତା’ହେଲେ ଚିତ୍କାର କରନ୍ତୁ ଓ ଜନଗହଳୀ ଅଞ୍ଚଳ ଆଡ଼େ ଦୌଡ଼ନ୍ତୁ।

୧୦: ସ୍ଥାନୀୟ ପୁଲିସ୍‌ ଷ୍ଟେସନକୁ ଖବର ଦେବାକୁ ଚେଷ୍ଟା କରନ୍ତୁ।

୧୧: ୯୪୯୦୬୧୬୫୫୫ ନମ୍ବରକୁ ଆପଣ ଚାହିଁଲେ ଫଟୋ ମଧ୍ୟ ପଠାଇ ପାରିବେ।

୧୨: କୁଆଡ଼େ ଯାଉଛନ୍ତି, ସେକଥା ପରିବାର ଲୋକ କିମ୍ବା ସାଙ୍ଗଙ୍କୁ ଜଣାନ୍ତୁ।

୧୩: ଯାଇଥିବା ସ୍ଥାନରୁ ଫେରିବା ପରେ ସେ ବିଷୟରେ ପରିବାର ଲୋକଙ୍କୁ ଅବଗତ କରାନ୍ତୁ।

୧୪: ଟ୍ୟାକ୍ସି କିମ୍ବା ଅଟୋରେ ଯିବା ବେଳେ ଏହାର ତଥ୍ୟ ସାଙ୍ଗ କିମ୍ବା ପରିବାର ଲୋକଙ୍କ ସହ ଶେୟାର କରନ୍ତୁ।

ତେବେ ଟ୍ୱିଟର ବ୍ୟବହାରକାରୀ ପୁଲିସ୍‌କୁ ଅଜବ ପରାମର୍ଶ ଦେଇଛନ୍ତି। ସେମାନେ କହିଛନ୍ତି, ମହିଳାଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରିବା ଅପେକ୍ଷା ପୁଲିସ୍‌ ପୁରୁଷଙ୍କୁ ଦୁଷ୍କର୍ମ କରିବାକୁ କହୁ ବୋଲି ଅନେକ ତାଚ୍ଛଲ୍ୟ କରି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story