ଜେଲରୁ ଚମ୍ପଟ ମାରିବାକୁ କଏଦୀଙ୍କ ଉଦ୍ୟମ, ହିଂସାକାଣ୍ଡ ଯୋଗୁ ଏଏସ୍‌ପି ଆହତ

ଲୁଧିଆନା: ପଞ୍ଜାବର ଲୁଧିଆନାଠାରେ ଥିବା କେନ୍ଦ୍ରୀୟ ଜେଲ୍‌ରେ ଆଜି ବଡ଼ଧରଣର ହିଂସାକାଣ୍ଡ ଘଟିଛି। ୪ ଜଣ କଏଦୀ ଜେଲରୁ ଖସି ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଏହାକୁ କେନ୍ଦ୍ର କରି ପୁଲିସ୍‌ ଓ କଏଦୀଙ୍କ ମଧ୍ୟରେ ପ୍ରବଳ ହିଂସାକାଣ୍ଡ ଘଟିଛି। କଏଦୀଙ୍କୁ କାବୁ କରିବା ପାଇଁ ପୁଲିସ୍‌କୁ ଫାଙ୍କା ଗୁଳି ଚାଳନା ମଧ୍ୟ କରିବାକୁ ପଡ଼ିଥିଲା। କଏଦୀଙ୍କ ପାଲଟା ଆକ୍ରମଣରେ ଏଏସ୍‌ପି ସନ୍ଦୀପ କୁମାର ଆହତ ହୋଇଛନ୍ତି। ସେହିପରି ପୁଲିସ୍‌ ସହ […]

tt

tt

Hemant Lenka
  • Published: Thursday, 27 June 2019
  • Updated: 27 June 2019, 03:19 PM IST

Sports

Latest News

ଲୁଧିଆନା: ପଞ୍ଜାବର ଲୁଧିଆନାଠାରେ ଥିବା କେନ୍ଦ୍ରୀୟ ଜେଲ୍‌ରେ ଆଜି ବଡ଼ଧରଣର ହିଂସାକାଣ୍ଡ ଘଟିଛି। ୪ ଜଣ କଏଦୀ ଜେଲରୁ ଖସି ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା।

ଏହାକୁ କେନ୍ଦ୍ର କରି ପୁଲିସ୍‌ ଓ କଏଦୀଙ୍କ ମଧ୍ୟରେ ପ୍ରବଳ ହିଂସାକାଣ୍ଡ ଘଟିଛି। କଏଦୀଙ୍କୁ କାବୁ କରିବା ପାଇଁ ପୁଲିସ୍‌କୁ ଫାଙ୍କା ଗୁଳି ଚାଳନା ମଧ୍ୟ କରିବାକୁ ପଡ଼ିଥିଲା। କଏଦୀଙ୍କ ପାଲଟା ଆକ୍ରମଣରେ ଏଏସ୍‌ପି ସନ୍ଦୀପ କୁମାର ଆହତ ହୋଇଛନ୍ତି।

ସେହିପରି ପୁଲିସ୍‌ ସହ ଧସ୍ତାଧସ୍ତିରେ ୬ରୁ ୭ ଜଣ କଏଦୀ ମଧ୍ୟ ଗୁରୁତର ଆହତ ହୋଇଥିବାର ଖବର ମଧ୍ୟ ମିଳିଛି। ପୁଲିସ୍‌ ଜେଲର ମୁଖ୍ୟ ଫାଟକକୁ ବନ୍ଦ କରିବା ସହ ସମଗ୍ର ଜେଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।

ସୂଚନା ଅନୁସାରେ ପ୍ରଥମେ ଜେଲରେ ଥିବା କଏଦୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଗୋଟିଏ ଗୋଷ୍ଠୀର ୪ ଜଣ ଜେଲରୁ ଖସି ଯିବାକୁ ଉଦ୍ୟମ କରିଥିଲେ। ପୁଲିସ୍‌ ଏଥିରେ ହସ୍ତକ୍ଷେପ କରିବାରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲେ। ତେବେ ଏଯାଏ ଜେଲ ମଧ୍ୟରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story