ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ, ନାବାଳିକାଙ୍କୁ ଦୁଷ୍କର୍ମ କରି ଖବରକାଗଜ ମାଲିକ ଗିରଫ

ଭୋପାଲ: ମଧ୍ୟପ୍ରଦେଶ ପୁଲିସ୍‌ ବଡ଼ଧରଣର ସେକ୍ସ ରାକେଟର ପର୍ଦ୍ଦାଫାସ କରିବା ସହ ଗୋଟିଏ ହିନ୍ଦୀ ଖବରକାଗଜର ମାଲିକଙ୍କୁ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ କରିଛି। ରବିବାର ସକାଳେ ରାତିବରାହ ଅଞ୍ଚଳରେ ୬ ଜଣ ନାବାଳିକା ନିଶାସକ୍ତ ଅବସ୍ଥାରେ ବୁଲୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଧରିଥିଲା। ପୁଲିସ୍‌ ସେମାନଙ୍କୁ ଚାଇଲ୍ଠ ଲାଇନକୁ ହସ୍ତାନ୍ତର କରିଥିଲା। ଏହାପରେ ପୂରା ଘଟଣାର ଉପରୁ ପରଦା ହଟିଛି। ଦୁଷ୍କର୍ମ ମାମଲାରେ ଗିରଫ ଖବରକାଗଜ ମାଲିକଙ୍କ ନାଁ ହେଉଛି ପାୟେର ମିଆନ। ଶନିବାର ରାତିରେ […]

de

de

Hemant Lenka
  • Published: Monday, 13 July 2020
  • Updated: 13 July 2020, 10:10 AM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶ ପୁଲିସ୍‌ ବଡ଼ଧରଣର ସେକ୍ସ ରାକେଟର ପର୍ଦ୍ଦାଫାସ କରିବା ସହ ଗୋଟିଏ ହିନ୍ଦୀ ଖବରକାଗଜର ମାଲିକଙ୍କୁ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ କରିଛି। ରବିବାର ସକାଳେ ରାତିବରାହ ଅଞ୍ଚଳରେ ୬ ଜଣ ନାବାଳିକା ନିଶାସକ୍ତ ଅବସ୍ଥାରେ ବୁଲୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଧରିଥିଲା। ପୁଲିସ୍‌ ସେମାନଙ୍କୁ ଚାଇଲ୍ଠ ଲାଇନକୁ ହସ୍ତାନ୍ତର କରିଥିଲା। ଏହାପରେ ପୂରା ଘଟଣାର ଉପରୁ ପରଦା ହଟିଛି। ଦୁଷ୍କର୍ମ ମାମଲାରେ ଗିରଫ ଖବରକାଗଜ ମାଲିକଙ୍କ ନାଁ ହେଉଛି ପାୟେର ମିଆନ।

ଶନିବାର ରାତିରେ ଏହି ନାବାଳିକାମାନଙ୍କୁ ଶାହପୁରାରେ ଆୟୋଜିତ ଜନ୍ମଦିନ ପାର୍ଟିରେ ଡ୍ୟାନ୍ସ କରିବାକୁ ଭଡ଼ାରେ ନିଆଯାଇଥିଲା। ପାର୍ଟିରେ ସମସ୍ତଙ୍କୁ ପଦ ପିଆଇ ଦିଆଯାଇଥିଲା। ଶେଷରେ ଖବରକାଗଜ ମାଲିକ ମିଆନ ୬ ଜଣଙ୍କ ମଧ୍ୟର ଜଣଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହି ସମସ୍ତ ନାବାଳିକାଙ୍କୁ ମିଆନଙ୍କ ୨୧ ବର୍ଷୀୟ ଅଫିସ ସହାୟକ ହିଁ ଭଡ଼ାରେ ଆଣିଥିଲେ। ଏହି ୨୧ ବର୍ଷୀୟ ମହିଳା ସହାୟକଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ନାବାଳିକାମାନେ କହିଛନ୍ତି ଯେ ପୂର୍ବରୁ ମଧ୍ୟ ଅନେକ ଥର ଆମକୁ ଜନ୍ମଦିନ ପାର୍ଟିରେ ଭଡ଼ାରେ ଡ୍ୟାନ୍ସ କରିବାକୁ ନିଆଯାଇଥିଲା।

ଏହି ବୟାନ ପରେ ପୁଲିସ୍‌ ଏହା ପଛରେ ବଡ଼ଧରଣର ସେକ୍ସ ରାକେଟ ଚାଲିଥିବା ସନ୍ଦେହ କରି ମିଆନଙ୍କ ୨୧ ବର୍ଷୀୟ ସହାୟକଙ୍କୁ ଜେରା କରିଥିଲା। ସେ ହିଁ ଭଡ଼ାରେ ନାବାଳିକାଙ୍କୁ ଦେଉଥିବା କିଛି ଏଜେଣ୍ଟଙ୍କ ନାଁ କହିଥିଲେ। ପୁଲିସ୍‌ ସେସବୁ ଏଜେଣ୍ଟମାନଙ୍କ ଠିକଣାରେ ଚଢ଼ଉ କରି ସେଠାରେ ଚାଲିଥିବା ବଡ଼ଧରରଣ ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story