ସିଦ୍ଧୁ କେବେ ରାଜନୀତି ଛାଡ଼ିବେ ପ୍ରଶ୍ନ ଥାଇ ପୋଷ୍ଟର୍ ଭାଇରାଲ୍‌

ମୋହାଲି: “କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯଦି ଉତ୍ତର ପ୍ରଦେଶର ଆମେଠିରୁ ହାରିଯିବେ, ତା’ହେଲେ ମୁଁ ରାଜନୀତି ଛାଡ଼ିଦେବି।” ଏଭଳି ବୟାନ ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଦେଇଥିଲେ। ଏବେ ରାହୁଲ ଗାନ୍ଧି ଆମେଠିରେ ହାରି ଯାଇଥିବାରୁ ସିଦ୍ଧୁ କେବେ ରାଜନୀତି ଛାଡ଼ିବେ,ତା’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଜି ମୋହାଲିର ବିଭିନ୍ନ ସ୍ଥାନରେ “ସିଦ୍ଧୁ ଆପଣ କେବେ ରାଜନୀତି ଛାଡ଼ିବେ। ଏବେ କଥା ରଖିବାର ସମୟ ଆସିଛି। ଆମେ […]

wa

wa

Hemant Lenka
  • Published: Friday, 21 June 2019
  • Updated: 21 June 2019, 06:45 PM IST

Sports

Latest News

ମୋହାଲି: “କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯଦି ଉତ୍ତର ପ୍ରଦେଶର ଆମେଠିରୁ ହାରିଯିବେ, ତା’ହେଲେ ମୁଁ ରାଜନୀତି ଛାଡ଼ିଦେବି।” ଏଭଳି ବୟାନ ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଦେଇଥିଲେ। ଏବେ ରାହୁଲ ଗାନ୍ଧି ଆମେଠିରେ ହାରି ଯାଇଥିବାରୁ ସିଦ୍ଧୁ କେବେ ରାଜନୀତି ଛାଡ଼ିବେ,ତା’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଜି ମୋହାଲିର ବିଭିନ୍ନ ସ୍ଥାନରେ “ସିଦ୍ଧୁ ଆପଣ କେବେ ରାଜନୀତି ଛାଡ଼ିବେ।

ଏବେ କଥା ରଖିବାର ସମୟ ଆସିଛି। ଆମେ ଆପଣଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ” ଲେଖାଥିବା ପୋଷ୍ଟର୍ ମରାଯାଇଛି। ଏହି ପୋଷ୍ଟରକୁ ବିଭିନ୍ନ ଲୋକ ଟ୍ୱିଟ୍‌ରେ ଶେୟାର କରି ସିଦ୍ଧୁଙ୍କୁ ତାଚ୍ଛଲ୍ୟ ମଧ୍ୟ କରିଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ସିଦ୍ଧୁଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଥିବା ବେଳେ ସିଦ୍ଧୁଙ୍କ ବିରୋଧରେ ଏଭଳି ପୋଷ୍ଟର ଅଭିଯାନ ଘଟଣାକୁ ପୂରା ନୂଆ ମୋଡ଼ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story