ବିଗିଡିବାରେ ଲାଗିଛି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ବ୍ରେନ ସର୍ଜରୀ ଓ କରୋନାରେ ଆକ୍ରାନ୍ତ ହୋଇଥିବା ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାର ନାଁ ଧରୁନି। ସୋମବାର ରାତିରୁ ହିଁ ସେ ଭେଣ୍ଟିଲେଟରରେ ରହିଛନ୍ତି। ତାଙ୍କ ଅବସ୍ଥା ଦିନକୁ ଦିନ ବିଗୁଡ଼ୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ୮୪ ବର୍ଷୀୟ ମୁଖାର୍ଜୀ ସୋମବାର ମଧ୍ୟାହ୍ନରେ ଦିଲ୍ଲୀର ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ବ୍ରେନ ସର୍ଜରୀ ପାଇଁ ଆସିଥିଲେ ହେଁ ପ୍ରୋଟକଲ ଅନୁଯାୟୀ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। […]

h

h

Hemant Lenka
  • Published: Wednesday, 12 August 2020
  • Updated: 12 August 2020, 03:24 PM IST

ନୂଆଦିଲ୍ଲୀ: ବ୍ରେନ ସର୍ଜରୀ ଓ କରୋନାରେ ଆକ୍ରାନ୍ତ ହୋଇଥିବା ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାର ନାଁ ଧରୁନି। ସୋମବାର ରାତିରୁ ହିଁ ସେ ଭେଣ୍ଟିଲେଟରରେ ରହିଛନ୍ତି। ତାଙ୍କ ଅବସ୍ଥା ଦିନକୁ ଦିନ ବିଗୁଡ଼ୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

୮୪ ବର୍ଷୀୟ ମୁଖାର୍ଜୀ ସୋମବାର ମଧ୍ୟାହ୍ନରେ ଦିଲ୍ଲୀର ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ବ୍ରେନ ସର୍ଜରୀ ପାଇଁ ଆସିଥିଲେ ହେଁ ପ୍ରୋଟକଲ ଅନୁଯାୟୀ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏହି ସମୟରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ତଥାପି ତାଙ୍କର ସର୍ଜରୀ କରାଯାଇଥିଲା। ସେବେଠାରୁ ସେ ଭେଣ୍ଟିଲେଟରରେ ହିଁ ଅଛନ୍ତି।

ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନରେ କୁହାଯାଉଛି ଯେ ସୋମବାର ମଧ୍ୟାହ୍ନ ୧୨.୦୭ରେ ଶ୍ରୀ ମୁଖାର୍ଜୀ ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ହସ୍ପିଟାଲ ସ୍ଥିତ ଆର୍ମି ହସ୍ପିଟାଲରେ ଆଡମିଟ ହୋଇଥିଲେ। ତାଙ୍କ ମୁଣ୍ଡରେ ରକ୍ତ କଣିକା କ୍ଲଟ କରି ଯାଇଥିବାରୁ ଏହାର ଅପରେସନ କରାଯାଇଥିଲା। ସର୍ଜରୀ ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି ଓ ସେ ଭେଣ୍ଟିଲେଟରରେ ରହିଛନ୍ତି। ଏକାଧିକ ଡାକ୍ତରୀ ଟିମ୍‌ ତାଙ୍କ ଉପରେ ନଜର ରଖିଛନ୍ତି। ତଥାପି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

କିଛି ଦିନ ତଳେ ମୁଖାର୍ଜୀ ଘରର ବାଥରୁମରେ ପଡ଼ି ଯାଇଥିଲେ। ଏହି କାରଣରୁ ତାଙ୍କ ମୁଣ୍ଡରେ ବ୍ଲଡ କ୍ଲଟ କରିଯାଇଥିଲା। ଏହି କାରଣରୁ ତାଙ୍କର ବ୍ରେନ ସର୍ଜରୀ କରାଯାଇଛି।

ଶ୍ରୀ ମୁଖାର୍ଜୀ ୨୦୧୨ରୁ ୨୦୧୭ ଯାଏ ଦେଶର ୧୩ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷରେ ପ୍ରଣବ ଦା’ଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଟ୍ୱିଟ କରି ତାଙ୍କ ବାପାଙ୍କ ପାଇଁ ପ୍ରାର୍ଥନା କରୁଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story