ନିଜେ ପୋଡ଼ି ହୋଇ ହସ୍ପିଟାଲରେ ଥିବା ଲୋକଙ୍କ ଜୀବନ ବଞ୍ଚାଇଲା ଗର୍ଭବତୀ କୁକୁର

ନୂଆଦିଲ୍ଲୀ: କୁକୁର କେତେ ବିଶ୍ୱସ୍ତ ହୋଇପାରେ ଓ ବିପଦରେ ପଡ଼ିଥିବା ଲୋକଙ୍କ ଜୀବନ କେମିତି ରକ୍ଷା କରିଥାଏ, ତା’ର ଜ୍ୱଳନ୍ତ ଉଦାହରଣ ପୁଣିଥରେ ଦେଖିବାକୁ ମିଳିଛି। ରୁଷର ଏକ ଘରୋଇ ହସ୍ପିଟାଲରେ ଲାଗିଥିବା ଭୟଙ୍କର ଅଗ୍ନିକାଣ୍ଡ ବେଳେ ଗୋଟିଏ ଗର୍ଭବତୀ କୁକୁର ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛି। ଏହି ଘଟଣାରେ କୁକୁରଟି ନିଆଁରେ ପୋଡ଼ି ହୋଇ ଗୁରୁତର ମଧ୍ୟ ହୋଇଛି। ଇଣ୍ଡିଆ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ଲେନିନଗ୍ରାଡରେ ଥିବା ଗୋଟିଏ […]

bg

bg

Hemant Lenka
  • Published: Tuesday, 24 November 2020
  • Updated: 24 November 2020, 01:49 PM IST

Sports

Latest News

ନୂଆଦିଲ୍ଲୀ: କୁକୁର କେତେ ବିଶ୍ୱସ୍ତ ହୋଇପାରେ ଓ ବିପଦରେ ପଡ଼ିଥିବା ଲୋକଙ୍କ ଜୀବନ କେମିତି ରକ୍ଷା କରିଥାଏ, ତା’ର ଜ୍ୱଳନ୍ତ ଉଦାହରଣ ପୁଣିଥରେ ଦେଖିବାକୁ ମିଳିଛି। ରୁଷର ଏକ ଘରୋଇ ହସ୍ପିଟାଲରେ ଲାଗିଥିବା ଭୟଙ୍କର ଅଗ୍ନିକାଣ୍ଡ ବେଳେ ଗୋଟିଏ ଗର୍ଭବତୀ କୁକୁର ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛି। ଏହି ଘଟଣାରେ କୁକୁରଟି ନିଆଁରେ ପୋଡ଼ି ହୋଇ ଗୁରୁତର ମଧ୍ୟ ହୋଇଛି।

ଇଣ୍ଡିଆ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ଲେନିନଗ୍ରାଡରେ ଥିବା ଗୋଟିଏ ହସ୍ପିଟାଲରେ ହଠାତ୍‌ ଭୟଙ୍କର ଅଗ୍ନିକାଣ୍ତ ଘଟିଥିଲା। ନିଆଁ ବ୍ୟାପିବା ପୂର୍ବରୁ ଏହା ଉପରେ ମତିଲଦା ନାମକ କୁକୁରଟି ଭୋକିବା ଆରମ୍ଭ କରିଥିଲା। ଏପରି କି ସେ ସିଧା ହସ୍ପିଟାଲର ମାଲିକଙ୍କ ପାଖକୁ ଯାଇଥିଲା। କୁକୁରଟି ଭାରି ବ୍ୟସ୍ତ ଥିବା ଜାଣିବା ପରେ ମାଲିକ ଜଣଙ୍କ ତୁରନ୍ତ ତା’ ପଛରେ ଦୌଡ଼ି ବାହାରକୁ ଆସିଥିଲେ ଓ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିବାକୁ ପାଇଥିଲେ।

ତେବେ ଚାହୁଁଚାହୁଁ,  ହସ୍ପିଟାଲ ବିଲଡିଂଟି ହଠାତ୍‌ ଜଳିଥିଲା। ତେବେ ବଲିଡିଂ ଜଳୁଥିବା ବେଳେ ହଠାତ୍‌ ଏହା ମଧ୍ୟକୁ ମତିଲଦା ଡେଇଁ ପଡ଼ିଥିଲା। ସେଠାରେ ଥିବା କାର୍ବନ ମନୋକସାଇଡ୍‌ ସଂସ୍ପର୍ଶରେ ଆସି ସେ ଅଚେତ ହୋଇ ଯାଇଥିଲା। ଏହି ସମୟରେ ହସ୍ପିଟାଲ ମଧ୍ୟରେ ୪ ଜଣ ଲୋକ ଥିଲେ। କୁକୁରଟିର ସତର୍କତା ଯୋଗୁ  ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

ଅଗ୍ନିକାଣ୍ଡ ସମ୍ପର୍କରେ ଲୋକଙ୍କୁ ସତର୍କ କରିବା ବେଳେ କୁକୁରଟିର ଶରୀରରେ ଗୁରୁତର ଆଘାତ ଲାଗିଛି। ତା’ ଶରୀରର ଏକାଧିକ ଅଂଶ ମଧ୍ୟ ପୋଡ଼ି ଯାଇଛି। ଏପରି କି ତା’ର ଗୋଟିଏ ପଟ କାନ ମଧ୍ୟ ଜଳି ଯାଇଛି। ଏବେ ହସ୍ପିଟାଲରେ ତା’ର ଚିକିତ୍ସା ଚାଲିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୂରା ଘଟଣା ବେଳେ ମତିଲଦା ଗର୍ଭବତୀ ଥିଲା। ତଥାପି ସେ ଲୋକଙ୍କୁ ଅଗ୍ନିକାଣ୍ଡ ସମ୍ପର୍କରେ ସତର୍କ କରାଇଥିଲା। ଏବେ ସେ ତା’ର ସନ୍ତାନମାନଙ୍କୁ ଜନ୍ମ ଦେଇ ସାରିଛି। ଅବଶ୍ୟ ସେ ଅସୁସ୍ଥ ଥିବାରୁ, ତା’ର ପିଲାମାନଙ୍କୁ କ୍ଷୀର ପିଆଇ ପାରୁନାହିଁ। କିନ୍ତୁ ଖୁବଶୀଘ୍ର ସେ ସୁସ୍ଥ ହୋଇଯିବ ବୋଲି ଡାକ୍ତରମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story