ରାମ ମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷ ୧୦୦ ଟଙ୍କା ଦେଲେ ରାଷ୍ଟ୍ରପତି

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ଥିକ ସହାୟତା କରିଛନ୍ତି। ସେ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ୫ ଲକ୍ଷ ୧୦୦ ଟଙ୍କାର ଗୋଟିଏ ଚେକ୍‌ ଦାନ କରିଛନ୍ତି। ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ ଗଠନ ହୋଇଛି। ଏହି ଟ୍ରଷ୍ଟ ଆର୍ଥିକ ସହାୟତା ପାଇଁ ଅଭିଯାନ ଆରମ୍ଭ କରିଛି। ଏହି ଅର୍ଥ ସଂଗ୍ରହ ଅଭିଯାନ ଫେବୃଆରୀ ୨୭ ଯାଏ ଚାଲିବ। ଅଭିଯାନର ପ୍ରଥମ ଦିନରେ ରାଷ୍ଟ୍ରପତି […]

n

n

Hemant Lenka
  • Published: Friday, 15 January 2021
  • Updated: 15 January 2021, 02:46 PM IST

Sports

Latest News

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ଥିକ ସହାୟତା କରିଛନ୍ତି। ସେ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ୫ ଲକ୍ଷ ୧୦୦ ଟଙ୍କାର ଗୋଟିଏ ଚେକ୍‌ ଦାନ କରିଛନ୍ତି। ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ ଗଠନ ହୋଇଛି। ଏହି ଟ୍ରଷ୍ଟ ଆର୍ଥିକ ସହାୟତା ପାଇଁ ଅଭିଯାନ ଆରମ୍ଭ କରିଛି। ଏହି ଅର୍ଥ ସଂଗ୍ରହ ଅଭିଯାନ ଫେବୃଆରୀ ୨୭ ଯାଏ ଚାଲିବ। ଅଭିଯାନର ପ୍ରଥମ ଦିନରେ ରାଷ୍ଟ୍ରପତି ଟଙ୍କା ପ୍ରଦାନ କରି ଏହାର ଶୁଭାରମ୍ଭ କରିଛନ୍ତି।

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସହ ସଭାପତି ଗୋବିନ୍ଦ ଦେବ ଗିରଜୀ ମହାରାଜ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ। ତାଙ୍କ ସହ ଭିଏଚପିର କାର୍ଯ୍ୟକାରୀ ସଭାପତି ଆଲୋକ କୁମାର, ମନ୍ଦିର ନିର୍ମାଣ କମିଟିର ମୁଖ୍ୟ ନୃପେନ୍ଦ୍ର ମିଶ୍ର ଓ ଆରଏସଏସ ନେତା କୁଳଭୂଷର ଆହୁଜା ଉପସ୍ଥିତ ରହିଥିଲେ।

ଭିଏଚପିର କୁମାର କହିଛନ୍ତି, ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରିକ। ତେଣୁ ଆମେ ତାଙ୍କ ଠାରୁ ଏହି ଅଭିଯାନ ଆରମ୍ଭ କରିଛୁ। ସେ ଆମକୁ ୫ ଲକ୍ଷ ୧୦୦ ଟଙ୍କାର ଆର୍ଥିକ ସହାୟତା କରିଛନ୍ତି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଲକ୍ଷେ ଟଙ୍କାର ଚେକ୍‌ ଦେଇଛନ୍ତି।

ଅନ୍ୟପକ୍ଷରେ ପାଟନାରେ ବିଜେପି ନେତା ସୁଶୀଲ କୁମାର ମୋଦି ସଂର୍ପଣ ନିଧି ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। ସେ କହିଛନ୍ତି, “ସୁନ୍ଦର ରାମ ମନ୍ଦିର ନିର୍ମାଣ ପାଇଁ ବିହାରର ପ୍ରତିଟି ହିନ୍ଦୁ ପରିବାର ଆର୍ଥିକ ସହାୟତା ଦେବା ଦରକାର। ମନ୍ଦିର ନିର୍ମାଣ ପାଇଁ ଯାହା ବି ପାଣ୍ଠି ଦରକାର ହେବ, ତା’କୁ ଆମେ ଲୋକଙ୍କ ସହାୟତାରେ ନିଶ୍ଚିତ ଭାବେ ଯୋଗାଡ଼ କରିବୁ।”

କ’ଣ ଅଲଗା ଧର୍ମର ଲୋକ ଚାହିଁଲେ ଆର୍ଥିକ ସହାୟତା କରିପାରିବେ କି ପ୍ରଶ୍ନର ଉତ୍ତରେ ସୁଶୀଲ କୁମାର ମୋଦି କହିଛନ୍ତି, “କାହିଁକି ସେମାନେ ଦେଇ ପାରିବେ ନାହିଁ? କିନ୍ତୁ ଯଦି ଆମେ ଗୋଟିଏ ମସଜିଦ ତିଆରି କରିଥାଆନ୍ତୁ, ତା’ହେଲେ ଏହାର ଦାୟିତ୍ୱ ମୁସଲିମମାନଙ୍କ କାନ୍ଧରେ ରହିଥାଆନ୍ତା। ଅଯୋଧ୍ୟାରେ ଯେହେତୁ ରାମ ମନ୍ଦିର ନିର୍ମାଣ ହେଉଛି, ତା’ର ଦାୟିତ୍ୱ ପ୍ରଥମେ ହିନ୍ଦୁ ସଂପ୍ରଦାୟ ନେବା ଦରକାର।”

ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ୧୦, ୧୦୦ ଓ ୧୦୦୦ ଟଙ୍କିଆ କୁପନର ବ୍ୟବସ୍ଥା କରିଛନ୍ତି। ଟ୍ରଷ୍ଟ ସରକାରୀ ଅନୁଦାନ, ବିଦେଶୀ ପାଣ୍ଠି କିମ୍ବା କର୍ପୋରେଟ୍ ସେକ୍ଟରର ଆର୍ଥି ସହାୟତା ମନ୍ଦିର ନିର୍ମାଣ କାମରେ ବ୍ୟବହାର କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story