ଦେଶବାସୀଙ୍କୁ ବାର୍ତ୍ତା ଦେଲେ ରାଷ୍ଟ୍ରପତି: ଚାଷୀଙ୍କ ଠାରୁ ଆରମ୍ଭ କରି ଅର୍ଥନୀତି ଯାଏ ଏମିତି କହିଲେ

ନୂଆଦିଲ୍ଲୀ: ୭୨ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। କରୋନା କଟକଣା ଭିତରେ ଆସନ୍ତାକାଲି ସମଗ୍ର ଦେଶରେ ତ୍ରିରଙ୍ଗା ଉଡ଼ିବ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚାଷୀଙ୍କ ଠାରୁ ଅର୍ଥନୀତି ଯାଏ ଦେଶବାସୀଙ୍କୁ ସନ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଆତ୍ମନିର୍ଭର ଭାରତ ଆଜି ନିଜର କରୋନା ଟିକା ତିଆରି କରିଛି। ଏଥିସହ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ନୂଆ ଭାରତର ମୂଳଦୁଆ ଭାବେ ନ୍ୟାଶନାଲ […]

df

df

Hemant Lenka
  • Published: Monday, 25 January 2021
  • Updated: 25 January 2021, 08:15 PM IST

Sports

Latest News

ନୂଆଦିଲ୍ଲୀ: ୭୨ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। କରୋନା କଟକଣା ଭିତରେ ଆସନ୍ତାକାଲି ସମଗ୍ର ଦେଶରେ ତ୍ରିରଙ୍ଗା ଉଡ଼ିବ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚାଷୀଙ୍କ ଠାରୁ ଅର୍ଥନୀତି ଯାଏ ଦେଶବାସୀଙ୍କୁ ସନ୍ଦେଶ ଦେଇଛନ୍ତି।

ସେ କହିଛନ୍ତି, ଆତ୍ମନିର୍ଭର ଭାରତ ଆଜି ନିଜର କରୋନା ଟିକା ତିଆରି କରିଛି। ଏଥିସହ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ନୂଆ ଭାରତର ମୂଳଦୁଆ ଭାବେ ନ୍ୟାଶନାଲ ଏଡୁକେସନ ପଲିସି ୨୦୨୦କୁ କାର୍ଯ୍ୟକାରୀ କରାଯାଇଛି। ବିଶ୍ୱସ୍ତରରେ ଭାରତୀୟମାନେ ଆଜି ନିଜର ପରାକ୍ରମ ଦେଖାଇଛନ୍ତି। ବାବାସାହେବ ଡା ଭୀମରାଓ ଆମ୍ବେଦକର ୧୯୪୮ ମସିହା ନଭେମ୍ବର ୪ରେ ଯେଉଁ କଥା କହିଥିଲେ, ତା’କୁ ବିଚାରକୁ ନେଇ ଆମେ ସମ୍ବିଧାନର ମୂଳ ଆଦର୍ଶରେ ଆଗକୁ ବଢ଼ିବା। ଆମ ଗଣତନ୍ତ୍ରର ସବୁଠାରୁ ବଡ଼ ଶବ୍ଦ ହେଲା ସମାନତା। ନ୍ୟାୟ, ସ୍ୱତନ୍ତ୍ରତା, ସମାନତା ଓ ବନ୍ଧୁତା ଆମ ଜୀବରନ ମୂଳ ଭାବେ ସର୍ବଦା ରହିଛି।

ଏମଏସଏମକୁ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି। ଏହାଦ୍ୱାରା ଦେଶର ଅର୍ଥନୀତି ଆଗକୁ ବଢ଼ିବା ସହ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। ଆମ କୃଷକ ଭାଇମାନଙ୍କ ପ୍ରତି ସାରା ଦେଶବାସୀ କୃତଜ୍ଞତା ଜଣାଉଛନ୍ତି। କାରଣ ଦେଶକୁ ଦେଶକୁ ଆତ୍ମନିର୍ଭର କରାଇବାରେ ଏମାନଙ୍କର ଭୂମିକା ସବୁଠୁ ଅଧିକ।

ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଆମ ଚାଷୀ ଭାଇମାନେ କେବେ ହେଲେ ପଛକୁ ହଟିନାହାନ୍ତି। ଆମ ଯବାନମାନେ ମଧ୍ୟ ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତିରେ ବି ଦେଶକୁ ସୁରକ୍ଷା ଦେଇଆସୁଛନ୍ତି।

କରୋନା ଭ୍ୟାକସିନ ବିଶ୍ୱର ବିଭିନ୍ନ ରାଷ୍ଟ୍ରମାନଙ୍କୁ ପଠାଇ ଆମ ବୈଜ୍ଞାନିକମାନେ ମାନବ ଜାତିର କଲ୍ୟାଣ କରିଛନ୍ତି। ଆମ କିଷାନ, ଯବାନ ଓ ବିଜ୍ଞାନମାନେ ଭାରତକୁ ଗୌରାବାନ୍ୱିତ କରିଛନ୍ତି। କରୋନା ବିରୋଧରେ ଲଢ଼ିଥିବା ସବୁ ଯୋଦ୍ଧାମାନଙ୍କୁ କୃତଜ୍ଞତା ଜଣାଉଛି। ସମସ୍ୟାକୁ ସୁଯୋଗରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଯୋଜନା ଆରମ୍ଭ କରିଛନ୍ତି। ଭବିଷ୍ୟତରେ କରୋନା ଭଳି ମହାମାରୀ ଆଶଙ୍କାକୁ ଦୂର କରିବାକୁ ସାରା ବିଶ୍ୱ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ଅଧିକ ଫୋକସ କରିବ ବୋଲି ମୋର ଆଶା। ୨୦୨୦କୁ ଆମକୁ ଶିକ୍ଷଣୀୟ ବର୍ଷ ଭାବେ ଗ୍ରହଣ କରିବାକୁ ପଡ଼ିବ ବୋଲି ରାଷ୍ଟ୍ରପତି କହିଛନ୍ତି।

ସେ ଆହୁରି କହିଛନ୍ତି, ଭାରତର ସ୍ଥଳ, ଜଳ ଓ ଆକାଶ ପଥର ଯବାନମାନେ ମିଳିତ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ ଜାରି ରଖିଛନ୍ତି। ଏହି କାରଣରୁ ସମସ୍ତ ପ୍ରକାରର ବିପଦକୁ ସେମାନେ ଭଲ ଭାବେ ମୁକାବିଲା କରିପାରିଛନ୍ତି। ଜାତୀୟ ସୁରକ୍ଷାପ୍ରତି ବିପଦ ସୃଷ୍ଟି କରିବାକୁ ଅନେକ ପ୍ରୟାସ ହୋଇଛି। ହେଲେ ସବୁଥର ଶତ୍ରୁପକ୍ଷଙ୍କ ସବୁ ଯୋଜନା ପଣ୍ଡ ହୋଇଯାଇଛି। ଜାତୀୟ ସୁରକ୍ଷାକୁ ଆମେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇ ଆସିଛି। ଏହାକୁ ଯେକୌଣସି ପରିସ୍ଥିତିରେ ଅକ୍ଷୁଣ୍ଣ ରଖିବାକୁ ପଡ଼ିବ ବୋଲି ସେ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story