ହ୍ରାସ ପାଇଲା ଏଲପିଜି ଦର, ୨୦୧୯ ଜାନୁଆରୀ ୧ରୁ ଲାଗୁ

ନୂଆଦିଲ୍ଲୀ: ୨୦୧୮ର ଶେଷ ଦିନରେ କେନ୍ଦ୍ର ସରକାର ଉଭୟ ନନ୍‌ ସବ୍‌ସିଡି ଓ ସବ୍‌ସିଡି ଏଲପିଜି ସିଲଣ୍ଡରର ଦର ହ୍ରାସ କରିଛନ୍ତି। କ୍ରମାଗତ ଭାବେ ଦେଶରେ ତୈଳଦର ହ୍ରାସ ପାଉଥିବାରୁ ଖାଉଟିଙ୍କୁ ମହାଙ୍ଗା ମାଡ଼ରୁ ରକ୍ଷା କରିବା ପାଇଁ ଆଜି କେନ୍ଦ୍ର ସରକାର ଏଭଳି ଦର ହ୍ରାସ କରିଛନ୍ତି। ସବସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡର ପିଛା ୫.୯୧ ଟଙ୍କା ହ୍ରାସ ପାଇଥିବା ବେଳେ ନନ୍‌ ସବ୍‌ସିଡି ଗ୍ୟାସ୍‌ ପିଛା ୧୨୦.୫୦ ଟଙ୍କା ହ୍ରାସ ପାଇଛି। ୨୦୧୯ ଜାନୁଆରୀ […]

aa

aa

Hemant Lenka
  • Published: Monday, 31 December 2018
  • Updated: 31 December 2018, 09:16 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୮ର ଶେଷ ଦିନରେ କେନ୍ଦ୍ର ସରକାର ଉଭୟ ନନ୍‌ ସବ୍‌ସିଡି ଓ ସବ୍‌ସିଡି ଏଲପିଜି ସିଲଣ୍ଡରର ଦର ହ୍ରାସ କରିଛନ୍ତି। କ୍ରମାଗତ ଭାବେ ଦେଶରେ ତୈଳଦର ହ୍ରାସ ପାଉଥିବାରୁ ଖାଉଟିଙ୍କୁ ମହାଙ୍ଗା ମାଡ଼ରୁ ରକ୍ଷା କରିବା ପାଇଁ ଆଜି କେନ୍ଦ୍ର ସରକାର ଏଭଳି ଦର ହ୍ରାସ କରିଛନ୍ତି। ସବସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡର ପିଛା ୫.୯୧ ଟଙ୍କା ହ୍ରାସ ପାଇଥିବା ବେଳେ ନନ୍‌ ସବ୍‌ସିଡି ଗ୍ୟାସ୍‌ ପିଛା ୧୨୦.୫୦ ଟଙ୍କା ହ୍ରାସ ପାଇଛି। ୨୦୧୯ ଜାନୁଆରୀ ୧ରୁ ହିଁ ଏହି ନୂଆ ଦର ଲାଗୁ ହେବ।

ପରିବର୍ତ୍ତିତ ଦର ଅନୁଯାୟୀ, ଆସନ୍ତାକାଲିଠାରୁ ୧୪.୨ କେଜିର ସବସିଡି ଯୁକ୍ତ ଏଲପିଜି ସିଲିଣ୍ଡରର ଦର ୪୯୪.୯୯ ଟଙ୍କା ହେବ। ପୂର୍ବରୁ ଏହା ୫୦୦.୯୦ ଟଙ୍କା ଥିଲା। ସେହିପରି ନନ୍‌ ସବସିଡି ସିଲଣ୍ଡର ପାଇଁ ଗ୍ରାହକଙ୍କୁ ୬୮୯ ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଗ୍ରାହକମାନେ ଏଥିପାଇଁ ୮୦୯.୫୦ ଟଙ୍କା ଦେଉଥିଲେ।

ଜୁନ୍‌ରୁ ନଭେମ୍ବର ମାସରେ ଗ୍ୟାସ ଦର କ୍ରମାଗତ ଭାବେ ହ୍ରାସ ପାଇଥିଲା। ତେବେ ଡିସେମ୍ବର ୧ରେ କେନ୍ଦ୍ର ସରକାର ସବସିଡି ଗ୍ୟାସ ଦରରେ ୬.୫୨ ଟଙ୍କା ଓ ନନ୍‌ ସବ୍‌ସିଡି ଗ୍ୟାସ ଦରରେ ୧୩୩ ଟଙ୍କା ହ୍ରାସ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story