ଭୂମି ପୂଜନ ପୂର୍ବରୁ ଅଯୋଧ୍ୟାର ପୁରୋହିତ ଓ ୧୬ ପୁଲିସ୍‌ଙ୍କୁ କରୋନା

ଅଯୋଧ୍ୟା: ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୫୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ଅଯୋଧ୍ୟା ଗସ୍ତ କରିବେ। ତେବେ ଏହା ପୂର୍ବରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଅଯୋଧ୍ୟା ରାମ ମନ୍ଦିରର ଜଣେ କନିଷ୍ଠ ପୁରୋହିତ ଓ ସେଠାରେ ସୁରକ୍ଷା ବ୍ୟବସ୍ଥାରେ ନୟୋଜିତ ହୋଇଥିବା ୧୬ ଜଣ ପୁଲିସ୍‌ କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଆଣ୍ଟିଜେନ […]

u

u

Hemant Lenka
  • Published: Thursday, 30 July 2020
  • Updated: 30 July 2020, 05:31 PM IST

ଅଯୋଧ୍ୟା: ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୫୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ଅଯୋଧ୍ୟା ଗସ୍ତ କରିବେ। ତେବେ ଏହା ପୂର୍ବରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।

ଅଯୋଧ୍ୟା ରାମ ମନ୍ଦିରର ଜଣେ କନିଷ୍ଠ ପୁରୋହିତ ଓ ସେଠାରେ ସୁରକ୍ଷା ବ୍ୟବସ୍ଥାରେ ନୟୋଜିତ ହୋଇଥିବା ୧୬ ଜଣ ପୁଲିସ୍‌ କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଆଣ୍ଟିଜେନ କିଟ୍‌ରେ ସେମାନଙ୍କର ଟେଷ୍ଟ କରାଯାଇଥିଲା। ପଜିଟିଭ ହୋଇଥିବା ପୁରୋହିତ ଜଣଙ୍କ ନାଁ ପ୍ରଦୀପ ଦାସ।

ସେ ଅଯୋଧ୍ୟାର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଶିଷ୍ୟ। ମୋଟ ୪ ଜଣ ପୁରୋହିତଙ୍କୁ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବାର ଅନୁମତି ମିଳିଥିଲା। ଏମାନଙ୍କ ମଧ୍ୟରେ ପ୍ରଦୀପ ଅନ୍ୟତମ। ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ହୋମ ଇସୋଲେସନରେ ରଖାଯାଇଛି। ପ୍ରଦୀପଙ୍କ ବ୍ୟତୀତ କରୋନା ରିପୋର୍ଟ ପଜିଟିଭ ଆସିଥିବା ୧୬ ଜଣ ପୁଲିସ୍‌ କର୍ମଚାରୀଙ୍କୁ ବି ହୋମ ଆଇସୋଲେସନରେ ରହିବାକୁ କୁହାଯାଇଛି। ଆଣ୍ଟିଜେନ୍‌ କିଟ୍‌ରେ ଏମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲେ ହେଁ ଏବେ ସମସ୍ତଙ୍କର ଆରଟି ପିସିଆର ଟେଷ୍ଟ କରାଯିବ।

ସୂଚନା ଯୋଗ୍ୟ, ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ୨୦୦ ଜଣ ଲୋକ ସାମିଲ ହେବେ। କରୋନା ମହାମାରୀ ଯୋଗୁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ। ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ଲକ ତିଆରି କରାଯିବ। ପ୍ରତି ବ୍ଲକରେ ୫୦ ଜଣ ଲେଖାଏ ଅତିଥି ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story