ଆର୍ମି ହସ୍ପିଟାଲରେ ମୋଦି, ଚାଇନା ସଂଘର୍ଷରେ ଆହତ ଯବାନଙ୍କୁ ଭେଟିଲେ

ଲଦାଖ: ଚାଇନା ସହ ତିକ୍ତତା ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନ ଲଦାଖ ଗସ୍ତ କରି ଯବାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ନିମୁ କ୍ୟାମ୍ପରୁ ଚାଇନାକୁ ପରୋକ୍ଷରେ ଚେତାବାନୀ ଦେବା ପରେ ମୋଦି ସୀମା ସ୍ଥିତି ସମୀକ୍ଷା କରିଛନ୍ତି। ଏହାପରେ ସେ ଜୁନ୍‌ ୧୫ରେ ଚାଇନା ସହ ଗଲୱାନ ଘାଟି ସଂଘର୍ଷରେ ଆହତ ଯବାନଙ୍କୁ ଭେଟିଛନ୍ତି। ଏହି ଆହତ ଯବାନମାନେ ଲେହ ସ୍ଥିତ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତ। ମୋଦି ଆର୍ମି ହସ୍ପିଟାଲରେ ପହଞ୍ଚି ୱାନଟୁ […]

s

s

Hemant Lenka
  • Published: Friday, 03 July 2020
  • Updated: 04 July 2020, 11:45 AM IST

Sports

Latest News

ଲଦାଖ: ଚାଇନା ସହ ତିକ୍ତତା ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନ ଲଦାଖ ଗସ୍ତ କରି ଯବାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ନିମୁ କ୍ୟାମ୍ପରୁ ଚାଇନାକୁ ପରୋକ୍ଷରେ ଚେତାବାନୀ ଦେବା ପରେ ମୋଦି ସୀମା ସ୍ଥିତି ସମୀକ୍ଷା କରିଛନ୍ତି। ଏହାପରେ ସେ ଜୁନ୍‌ ୧୫ରେ ଚାଇନା ସହ ଗଲୱାନ ଘାଟି ସଂଘର୍ଷରେ ଆହତ ଯବାନଙ୍କୁ ଭେଟିଛନ୍ତି।

ଏହି ଆହତ ଯବାନମାନେ ଲେହ ସ୍ଥିତ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତ। ମୋଦି ଆର୍ମି ହସ୍ପିଟାଲରେ ପହଞ୍ଚି ୱାନଟୁ ୱାନ ସବୁ ସେନାଙ୍କ ସହ ଆଲୋଚନା କରିଛନ୍ତି। ସେ ଯବାନଙ୍କ ସାହସକୁ ପ୍ରଶଂସା କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି। ହସ୍ପିଟାଲ ପରିଦର୍ଶନ ବେଳେ ମୋଦିଙ୍କ ସହ ସେନା ବାହିନୀର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ।

ମୋଦି ହସ୍ପିଟାଲ ମଧ୍ୟରେ ମାଇକର ଫୋନ୍‌ ବ୍ୟବହାର କରି ଆହତ ଯବାନଙ୍କୁ ପ୍ରଶଂସା କରିଛନ୍ତି। ଯବାନମାନେ ଆହତ ଥିଲେ ମଧ୍ୟ ମୋଦିଙ୍କ ପରିଦର୍ଶନ ବେଳେ ସେମାନେ ବେଡ୍‌ ଉପରେ ବସି ରହିଥିଲେ। ମୋଦି ଜଣଙ୍କ ପରେ ଜଣେ ଯବାନଙ୍କ ପାଖକୁ ଯାଇ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ମୋଦି ହସ୍ପିଟାଲରେ ଚିକିତ୍ସିତ ଯବାନଙ୍କୁ କହିଛନ୍ତି ଯେ “ଯେଉଁ ବୀରମାନେ ଆମକୁ ଛାଡ଼ି ଚାଲି ଯାଉଛନ୍ତି, ସେମାନେ କୌଣସି କାରଣ ନଥାଇ ଆମ ପାଖରୁ ଯାଇ ନାହାନ୍ତି। ଦେଶର ସାର୍ବଭୌମତ୍ୱକୁ ରକ୍ଷା କରି ସହିଦ ହୋଇଛନ୍ତି। ଆପଣମାନେ ସମସ୍ତେ ଶତ୍ରୁପକ୍ଷଙ୍କୁ ଉଚିତ ଜବାବ ଦେଇଛନ୍ତି। ଆପଣଙ୍କ ବୀରତ୍ୱ ଓ ମାତୃଭ ପ୍ରତି ଦେଇଥିବା ରକ୍ତ ଆମ ଯୁବକମାନଙ୍କୁ ପ୍ରେରଣା ଯୋଗାଇବ। ପିଢ଼ି ପରେ ପିଢ଼ି ଏହାକୁ ମନେ ରଖିବେ।

ଆମ ବୀର ଯବାନମାନେ ଦେଖାଇଥିବା ସାହସ ସାରା ବିଶ୍ୱ ଦେଖୁଛି। ଆପଣମାନେ ଦେଖାଇଥିବା ସାହସ ଦେଖି ପୂରା ବିଶ୍ୱ ଚକିତ। ଆପଣମାନେ କ’ଣ ଟ୍ରେନିଂ ନେଇଛନ୍ତି ବୋଲି ସେମାନେ ଜାଣିବାକୁ ଚାହୁଁଛନ୍ତି। ବିଶ୍ୱ ଆପଣଙ୍କ ବୀରତ୍ୱର ତର୍ଜମା କରିବା ଆରମ୍ଭ କରିଛି।

https://twitter.com/i/status/1279018546174070785

ଆମ ଦେଶ ପୂର୍ବରୁ କେବେ ହେଲେ ମୁଣ୍ଡ ନୁଆଁଇ ନାହିଁ କି ଆଗକୁ ବି କେବେ ହେଲେ କୌଣସି ସୁପର ପାୱାର ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଆପଣଙ୍କ ବୀରତା ପାଇଁ ମୁଁ ଆପଣଙ୍କ ଆଗରେ ଓ ଆପଣମାନଙ୍କୁ ଜନ୍ମ ଦେଇଥିବା ମା’ମାନଙ୍କ ପାଖରେ ଶତ ପ୍ରଣାମ କରୁଛି। ମୋର ଆଶା ଆପଣମାନେ ସମସ୍ତେ ଖୁବଶୀଘ୍ର ସୁସ୍ଥ ହୋଇଯିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story