ଗୋପନୀୟତା ଗଲା, ଭାଏଗ୍ରା କିଣିଥିବା ବ୍ୟକ୍ତି ନାଁ ସାର୍ବଜନୀନ ହେଲାଣି

ହାଇଦ୍ରାବାଦ୍‌:  ଯୌନ ଉଦ୍ଦୀପକ ଔଷଧ ଭାଏଗ୍ରା କିଣିଥିବା ବ୍ୟକ୍ତିଙ୍କ ନାଁ ଗୋପନୀୟ ରୁହେ। ଏ କଥା ଅଳ୍ପେ ବହୁତେ ଆପଣ ବି ଜାଣିଥିବେ। କିନ୍ତୁ ଏମିତି କିଛି କରି ଏବେ ହରଡ଼ ଘଣାରେ ପଡିଛନ୍ତି ଅନ୍ଧପ୍ରଦେଶର ଶହଶହ ବ୍ୟକ୍ତି। ସେମାନେ ଏହି ଔଷଧ ଯେଉଁ ଦୋକାନରୁ କିଣିଥିଲେ ସେ ଦୋକାନର ୱେବସାଇଟ୍‌ରୁ ସମସ୍ତ ଡାଟା ହ୍ୟାକ୍‌ ହୋଇଯାଇଛି। ଫଳରେ ଗୋପନୀୟ ରହିଥିବା ଏହି ଭାଏଗ୍ରା କ୍ରେତାଙ୍କ ନାଁ ଏବେ ଭିନ୍ନ ଭିନ୍ନ ୱେବସାଇଟ୍‌ରେ ଆପେ ଆପେ ଉପଲବ୍ଧ […]

viagra-super-force1 copy

viagra-super-force1 copy

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 07:22 AM IST

Sports

Latest News

ହାଇଦ୍ରାବାଦ୍‌:  ଯୌନ ଉଦ୍ଦୀପକ ଔଷଧ ଭାଏଗ୍ରା କିଣିଥିବା ବ୍ୟକ୍ତିଙ୍କ ନାଁ ଗୋପନୀୟ ରୁହେ। ଏ କଥା ଅଳ୍ପେ ବହୁତେ ଆପଣ ବି ଜାଣିଥିବେ। କିନ୍ତୁ ଏମିତି କିଛି କରି ଏବେ ହରଡ଼ ଘଣାରେ ପଡିଛନ୍ତି ଅନ୍ଧପ୍ରଦେଶର ଶହଶହ ବ୍ୟକ୍ତି। ସେମାନେ ଏହି ଔଷଧ ଯେଉଁ ଦୋକାନରୁ କିଣିଥିଲେ ସେ ଦୋକାନର ୱେବସାଇଟ୍‌ରୁ ସମସ୍ତ ଡାଟା ହ୍ୟାକ୍‌ ହୋଇଯାଇଛି। ଫଳରେ ଗୋପନୀୟ ରହିଥିବା ଏହି ଭାଏଗ୍ରା କ୍ରେତାଙ୍କ ନାଁ ଏବେ ଭିନ୍ନ ଭିନ୍ନ ୱେବସାଇଟ୍‌ରେ ଆପେ ଆପେ ଉପଲବ୍ଧ ହେଉଛି। ଲୋକଲଜ୍ୟା କାରଣରୁ ନାଁ ଦେଖି ଜାଣିପାରୁଥିଲେ ମଧ୍ୟ କିଛି କରିପାରୁ ନାହାନ୍ତି କ୍ରେତା।

ସଂପ୍ରତି ଡିଜିଟାଲ ଇଣ୍ଡିଆ କଥା କୁହାଯାଉଥିବା ବେଳେ ଦେଶର ଇଣ୍ଟରନେଟ୍‌ ବ୍ୟବସ୍ଥାକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ କରାଯାଇ ପାରିନାହିଁ। ଯାହାର ନିଚ୍ଛକ ଉଦାହରଣ ହେଉଛି ଆନ୍ଧ୍ରପ୍ରଦେଶର ଏହି ଘଟଣା। ଆଉ ସବୁଠାରୁ ବଡ କଥା ହେଉଛି ଯେଉଁ ଔଷଧ ଦୋକାନର ୱେବସାଇଟ୍‌ ହ୍ୟାକ୍‌ ହୋଇଛି ତାହା ଏକ ସରକାରୀ ସଂସ୍ଥା। ସରକାରୀ ୱେବ୍‌ସାଇଟ୍‌ ବା ପୋର୍ଟାଲ ହ୍ୟାକ୍‌ ହେବା ଘଟଣାକୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ।

ଏକ ଇଂରାଜୀ ଖବର କାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆନ୍ଧ୍ରର ସରକାରୀ ପରିଚାଳନାଧୀନ ଆନ୍ନା ସଞ୍ଜିବନୀ ମେଡିକାଲ ଷ୍ଟୋରରୁ ‘ସୁହାଗ୍ରା-୫୦’ ନାମରେ ଏକ ଭାଏଗ୍ରା  କ୍ରୟ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କର ନାମ ଓ ଟେଲିଫୋନ୍‌ ନମ୍ବର ଏବଂ ବ୍ୟକ୍ତିଗତ ଡାଟା ଏହି ଦୋକାନର ୱେବ୍‌ସାଇଟ୍‌ରୁ ଲିକ୍‌ ହୋଇ ଭିନ୍ନ ଭିନ୍ନ ୱେବ୍‌ ସାଇଟର ଡାସ୍‌ ବୋର୍ଡ଼ରେ ଆପେ ଆପେ ପ୍ରକାଶିତ ହୋଇଯାଇଛି।  କିପରି ଓ କେଉଁ ପରିସ୍ଥିତରେ ସରକାରୀ ପରିଚାଳନାଧୀନ ଆନ୍ନା ସଞ୍ଜିବନୀ ମେଡିକାଲ ଷ୍ଟୋର ୱେବସାଇଟ୍‌ରୁ ଏହି ଡାଟା ଲିକ୍‌ ହେଲା ସେ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story