ସମୟ ପୂରଣ ହେବା ଆଗରୁ ଘର ଖାଲି କଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟ ସୀମା ପୂରଣ ହେବା ଆଗରୁ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ତାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଖାଲି କରିଦେଇଛନ୍ତି। ୧୯୯୭ରୁ ପ୍ରିୟଙ୍କା ଗାନ୍ଧି ଦିଲ୍ଲୀ ସ୍ଥିତ ପୋଶ ଲୋଧି ଇଷ୍ଟେଟ ବଙ୍ଗଳାରେ ରହୁଥିଲେ। ତେବେ ଜୁଲାଇ ୧ରେ କେନ୍ଦ୍ର ସରକାର ତାଙ୍କୁ ଅଗଷ୍ଟ ୧ ସୁଦ୍ଧା ଘର ଖାଲି କରିବାକୁ ନୋଟିସ ଦେଇଥିଲେ। ଯଦି ପ୍ରିୟଙ୍କା ଗାନ୍ଧି ଘର ଖାଲି କରିବେ ନାହିଁ, ତା’ହେଲେ ତାଙ୍କୁ ଆର୍ଥିକ ଦଣ୍ଡରେ […]

do

do

Hemant Lenka
  • Published: Thursday, 30 July 2020
  • Updated: 30 July 2020, 08:11 PM IST

Sports

Latest News

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟ ସୀମା ପୂରଣ ହେବା ଆଗରୁ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ତାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଖାଲି କରିଦେଇଛନ୍ତି। ୧୯୯୭ରୁ ପ୍ରିୟଙ୍କା ଗାନ୍ଧି ଦିଲ୍ଲୀ ସ୍ଥିତ ପୋଶ ଲୋଧି ଇଷ୍ଟେଟ ବଙ୍ଗଳାରେ ରହୁଥିଲେ। ତେବେ ଜୁଲାଇ ୧ରେ କେନ୍ଦ୍ର ସରକାର ତାଙ୍କୁ ଅଗଷ୍ଟ ୧ ସୁଦ୍ଧା ଘର ଖାଲି କରିବାକୁ ନୋଟିସ ଦେଇଥିଲେ।

ଯଦି ପ୍ରିୟଙ୍କା ଗାନ୍ଧି ଘର ଖାଲି କରିବେ ନାହିଁ, ତା’ହେଲେ ତାଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ମଧ୍ୟ କୁହାଯାଇଥିଲା। ତେବେ ଆଜି ପ୍ରିୟଙ୍କା ଗାନ୍ଧି ନିଜର ସରକାରୀ ବାସଭବନ ଖାଲି କରିଦେଇଛନ୍ତି।

ଏବେ ପ୍ରିୟଙ୍କା ଗୁରୁଗ୍ରାମର ପେଣ୍ଟହାଉସରେ କିଛି ଦିନ ରହିବେ। ଏହାପରେ କେନ୍ଦ୍ରୀୟ ଦିଲ୍ଲୀରେ ଥିବା ତାଙ୍କ ବାସଭବନକୁ ପରିବାର ସହ ଚାଲିଯିବେ। କେନ୍ଦ୍ରୀୟ ଦିଲ୍ଲୀରେ ଥିବା ପ୍ରିୟଙ୍କାଙ୍କ ଘରର ଏବେ ମରାମତି କରାଯାଉଛି।

ଜୁଲାଇ ୧ ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରିୟଙ୍କାକୁ ଅଗଷ୍ଟ ୧ ମଧ୍ୟରେ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୧୯୯୭ରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହି ଥ୍ରୀ-ରୁମ ଟାଇପ୍ ଭିଆଇ ବଙ୍ଗଳାରେ ରହୁଥିଲେ। ହେଲେ ପ୍ରିୟଙ୍କା ଠାରୁ କେନ୍ଦ୍ର ସରକାର ଏସପିଜି ସୁରକ୍ଷା ପ୍ରତ୍ୟାହାର କରି ନେବାରୁ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳାକୁ ଖାଲି କରିବାକୁ ନିର୍ଦ୍ଦେଶ ମିଳିଥିଲା।

୨୦୧୯ ନଭେମ୍ବର ମାସରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସରକାର ଯୋଗାଇ ଦେଉଥିବା ଏସପିଜି ସୁରକ୍ଷା ବଳୟକୁ ପ୍ରତ୍ୟାହାର କରି ନେଇଥିଲେ। ଏହା ବଦଳରେ ତାଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଉଛି। ନିୟମ ଅନୁସାରେ ଦେଶରେ ଯେଉଁମାନଙ୍କୁ ଏସପିଜି ସୁରକ୍ଷା ମିଳିବ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ରହିବା ପାଇଁ ବଙ୍ଗଳା ମଧ୍ୟ ମିଳିବ।

୨୦୧୯ ନଭେମ୍ବର ମାସରେ କାହାକୁ ଏସପିଜି ସୁରକ୍ଷା ମିଳିବ, ସେନେଇ ମୋଦି ସରକାର ନୂଆ ନିୟମ ପ୍ରଣୟନ କରିଥିଲେ।
ଏହି ନିୟମ ଅନୁଯାୟୀ, କେବଳ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ୫ ବର୍ଷ ଯାଏ ଏସପିଜି ସୁରକ୍ଷା ମିଳିବ। ଏହି ନିୟମ ବଳରେ ଗାନ୍ଧି ପରିବାରର ସଦସ୍ୟ ଯଥା-ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ପରେ ଗାନ୍ଧି ପରିବାର ସଦସ୍ୟଙ୍କୁ ସୁରକ୍ଷା ଦୃଷ୍ଟିରୁ ଏସପିଜି ସୁରକ୍ଷା ମିଳୁଥିଲା। ହେଲେ ଏବେ ଏହା ବଦଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story