ହାଥରସ ପୀଡ଼ିତାଙ୍କ ପାଇଁ ବାଲମିକି ମନ୍ଦିରରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପ୍ରାର୍ଥନା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ। ଗତକାଲି ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଦେଖା କରିବାକୁ ଯାଇ ବିଫଳ ହୋଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଜି ଶାନ୍ତିପୂର୍ଣ୍ଣ ଭାବେ ନ୍ୟାୟ ପାଇଁ ଦାବି କରିଛନ୍ତି। ପୀଡ଼ିତାଙ୍କ ଆତ୍ମର ସଦଗତି ଓ ତାଙ୍କୁ ନ୍ୟାୟ ଦେବା ପାଇଁ ଆଜି ସେ ଦିଲ୍ଲୀର ବାଲମିକି ମନ୍ଦିରରେ ନୀରବ ପ୍ରାର୍ଥନା କରିଛନ୍ତି। ଏହି ମନ୍ଦିରଟି ପଞ୍ଚକୁଇଆନ ଠାରେ ରହିଛି। ମନ୍ଦିରକୁ […]

ff

ff

Hemant Lenka
  • Published: Friday, 02 October 2020
  • Updated: 02 October 2020, 07:36 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ। ଗତକାଲି ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଦେଖା କରିବାକୁ ଯାଇ ବିଫଳ ହୋଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଜି ଶାନ୍ତିପୂର୍ଣ୍ଣ ଭାବେ ନ୍ୟାୟ ପାଇଁ ଦାବି କରିଛନ୍ତି।

ପୀଡ଼ିତାଙ୍କ ଆତ୍ମର ସଦଗତି ଓ ତାଙ୍କୁ ନ୍ୟାୟ ଦେବା ପାଇଁ ଆଜି ସେ ଦିଲ୍ଲୀର ବାଲମିକି ମନ୍ଦିରରେ ନୀରବ ପ୍ରାର୍ଥନା କରିଛନ୍ତି। ଏହି ମନ୍ଦିରଟି ପଞ୍ଚକୁଇଆନ ଠାରେ ରହିଛି। ମନ୍ଦିରକୁ ଯାଇ ପ୍ରିୟଙ୍କା ସେଠାରେ ଆୟୋଜିତ ପ୍ରାର୍ଥନା ସଭାରେ ଯୋଗଦେଇଥିଲେ। ସମଗ୍ର ବାଲମିକି ମନ୍ଦିରରେ ହାଥରସ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା।

ପ୍ରିୟଙ୍କା ବାଲମିକି ମନ୍ଦିରରେ ଉପସ୍ଥିତ ଲୋକଙ୍କୁ କହିଛନ୍ତି ଯେ “ହାଥରସ ଘଟଣାର ପୀଡ଼ିତାଙ୍କ ପରିବାର ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ପ୍ରତିଟି ଭାରତୀୟ ସେମାନଙ୍କ ସ୍ୱର ଉଠାଇବା ଦରକାର। ୧୯ ବର୍ଷୀୟ ଝିଅ ସହ ଅନେକ କିଛି ଘଟିଲା। କିନ୍ତୁ ଉତ୍ତର ପ୍ରଦେଶ ସରକାର ତାଙ୍କ ପରିବାରକୁ କୌଣସି ସହଯୋଗ କଲେନାହିଁ।

ଏବେ ପୀଡ଼ିତାଙ୍କ ପରିବାର ଏକା ହୋଇଯାଇଛନ୍ତି। ଏହି କାରଣ ପାଇଁ ମୁଁ ଏଠାକୁ ଆସିଛି। ବାଲମିକି ସଂପ୍ରଦାୟର ଲୋକମାନେ ପୀଡ଼ିତାଙ୍କ ପାଇଁ ପ୍ରାର୍ଥନା ସଭାର ଆୟୋଜନ କରୁଥିବା ଖବର ପାଇ ମୁଁ ଏଥିରେ ସାମିଲ ହୋଇଛି। ମୁଁ ଏଠି କହିବାକୁ ଚାହେଁ ଯେ ପୀଡ଼ିତାଙ୍କ ପରିବାର କିମ୍ବା ବାଲମିକି ସଂପ୍ରଦାୟର ଲୋକ ନିଜକୁ ଆଦୌ ଏକାକୀ ଭାବନ୍ତୁ ନାହିଁ।

ପୂରା ଦେଶ ଆପଣମାନଙ୍କ ସହ ରହିଛି। ଆମେ ସମସ୍ତଙ୍କୁ ସ୍ୱର ଉଠାଇବାକୁ ନିବେଦନ କରୁଛୁ। ମିଡିଆ ସରକାରଙ୍କ ଉପରେ ଚାପ ପକାଉ। ଆମେ ରାଜନୀତିକ ଚାପ ପକାଇବୁ। ସେହିପରି ପ୍ରତିଟି ମହିଳା ବ୍ୟକ୍ତିଗତ ଭାବେ ସରକାରଙ୍କ ଉପରେ ଚାପ ପକାନ୍ତୁ। ବାପା ଓ ଭାଇଙ୍କ ବିନା ଝିଅର ଅନ୍ତିମ ସଂସ୍କାର କରାଯିବା ଆମ ସଂସ୍କାର ବିରୋଧୀ।”

ପ୍ରିୟଙ୍କାଙ୍କ ସହ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅନୀଲ ଚୌଧୁରୀ, ଦଳୀୟ ନେତା ରାଜୀବ ଶୁକ୍ଳା, ପ୍ରମୋଦ ତିୱାରୀ ଓ ପିଏଲ ପୁନିଆ ପ୍ରମୁଖ ମନ୍ଦିରରେ ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story