ୟୁପିଏସ୍‌ସିର ଅଧ୍ୟକ୍ଷ ହେଲେ ପ୍ରଫେସର ପ୍ରଦୀପ କୁମାର ଯୋଶୀ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ପ୍ରଦୀପ କୁମାର ଯୋଶୀ। ବର୍ତ୍ତମାନ ପ୍ରଫେସର ପ୍ରଦୀପ ୟୁପିଏସସିର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଏହାପୂର୍ବରୁ ସେ ଛତିଶଗଡ଼ ଓ ମଧ୍ୟପ୍ରଦେଶ ୟୁପିଏସସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ୟୁପିଏସସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଅରବିନ୍ଦ ସକ୍ସେନାଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି। ଏବେ ପ୍ରଫେସର ପ୍ରଦୀପ ଏହି ସ୍ଥାନରେ କାର୍ଯ୍ୟ କରିବେ। ୨୦୧୫ରେ ପ୍ରଫେସର ପ୍ରଦୀପ ୟୁପିଏସସି ସଦସ୍ୟ ଭାବେ […]

gf

gf

Hemant Lenka
  • Published: Friday, 07 August 2020
  • Updated: 07 August 2020, 07:14 PM IST

Sports

Latest News

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ପ୍ରଦୀପ କୁମାର ଯୋଶୀ। ବର୍ତ୍ତମାନ ପ୍ରଫେସର ପ୍ରଦୀପ ୟୁପିଏସସିର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଏହାପୂର୍ବରୁ ସେ ଛତିଶଗଡ଼ ଓ ମଧ୍ୟପ୍ରଦେଶ ୟୁପିଏସସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ।

ୟୁପିଏସସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଅରବିନ୍ଦ ସକ୍ସେନାଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି। ଏବେ ପ୍ରଫେସର ପ୍ରଦୀପ ଏହି ସ୍ଥାନରେ କାର୍ଯ୍ୟ କରିବେ। ୨୦୧୫ରେ ପ୍ରଫେସର ପ୍ରଦୀପ ୟୁପିଏସସି ସଦସ୍ୟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୨୧ ମେ’ ୧୨ ଯାଏ ସେ ଅଧ୍ୟକ୍ଷ ପଦରେ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story