ଦିଲ୍ଲୀ ହିଂସା ବିରୋଧରେ ଲଣ୍ଡନ, ପ୍ୟାରିସ ଓ ୧୬ ୟୁରୋପୀୟ ଦେଶରେ ବିକ୍ଷୋଭ

ନୂଆଦିଲ୍ଲୀ: ଦିଲ୍ଲୀରେ ସୃଷ୍ଟି ହୋଇଥିବା ଭୟଙ୍କର ହିଂସା ବିରୋଧରେ ଲଣ୍ଡନ, ପ୍ୟାରିସ ଓ ଅନ୍ୟ ୧୬ଟି ୟୁରୋପୀୟ ଦେଶରେ ଭାରତୀୟମାନେ ବିକ୍ଷୋଭ କରିଛନ୍ତି। ସେମାନେ ବିକ୍ଷୋଭ କରିବା ସହ ହିଂସାକୁ ଉସକାଇଥିବା ଏବଂ ଏଥିରେ ସାମିଲ ଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏଥିସହ ସେମାନେ ମୃତାହାତଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି। ବ୍ରୁସେଲ୍ସ, ଜେନେଭା, ହେଲସିନକି, କାରକାୱ, ଦି ହଗ, ଷ୍ଟକହୋଲମ, ଡବଲିନ, ପ୍ୟାରିସ, ବର୍ଲିନ, ମୁନିଚ, ଗ୍ଲାସଗୋ ଓ […]

es

es

Hemant Lenka
  • Published: Monday, 02 March 2020
  • Updated: 02 March 2020, 01:20 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ସୃଷ୍ଟି ହୋଇଥିବା ଭୟଙ୍କର ହିଂସା ବିରୋଧରେ ଲଣ୍ଡନ, ପ୍ୟାରିସ ଓ ଅନ୍ୟ ୧୬ଟି ୟୁରୋପୀୟ ଦେଶରେ ଭାରତୀୟମାନେ ବିକ୍ଷୋଭ କରିଛନ୍ତି। ସେମାନେ ବିକ୍ଷୋଭ କରିବା ସହ ହିଂସାକୁ ଉସକାଇଥିବା ଏବଂ ଏଥିରେ ସାମିଲ ଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏଥିସହ ସେମାନେ ମୃତାହାତଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି।

ବ୍ରୁସେଲ୍ସ, ଜେନେଭା, ହେଲସିନକି, କାରକାୱ, ଦି ହଗ, ଷ୍ଟକହୋଲମ, ଡବଲିନ, ପ୍ୟାରିସ, ବର୍ଲିନ, ମୁନିଚ, ଗ୍ଲାସଗୋ ଓ ଲଣ୍ଡନ ଭଳି ସ୍ଥାନରେ ହୋଇଥିବା ବିକ୍ଷୋଭରେ ପ୍ରାୟ ୧୫ ଶହରୁ ଅଧିକ ଲୋକ ସାମିଲ ହୋଇଥିଲେ। ଫେବୃଆରୀ ୨୩ରୁ ୨୬ ଯାଏ ଦିଲ୍ଲୀରେ ଭୟଙ୍କର ହିଂସାକାଣ୍ଡ ଘଟିଥିଲା। ଏଥିରେ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଏହା ବିରୋଧରେ ବର୍ଲିନରେ ଲୋକମାନେ ଭାରତୀୟ ଦୂତାବାସ ଯାଏ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ସେମାନେ ପୁଲିସ୍‌ର ଅତ୍ୟାଚାର ଓ ସରକାରଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଭାରତୀୟ ଦୂତାବାସ ଆଗରେ ସେମାନେ ଫୁଲ ଥୋଇ ପୀଡ଼ିତାଙ୍କୁ ସମବେଦନା ଜଣାଇଛନ୍ତି।

ବେଲଜିୟମରେ ମଧ୍ୟ ଲୋକମାନେ ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି। ଗ୍ଲାସଗୋରେ ଲୋକମାନେ ହମ ଦେଖେଙ୍ଗେ ଗୀତ ଗାଇ ହିଂସାକୁ ବିରୋଧ କରିଛନ୍ତି। କାରକାୱରେ ବିକ୍ଷୋଭକାରୀ କଳା ବ୍ୟାଚ୍‌ ପିନ୍ଧିବା ସହ ଲୋକଙ୍କୁ ଚା’ ଦେଇ ଏକତାର ବାର୍ତ୍ତା ଦେଇଛନ୍ତି।

ନେଦରଲ୍ୟାଣ୍ଡସରେ ବିକ୍ଷୋଭକାରୀ ଇଂରାଜୀ ଓ ହିନ୍ଦୀ ଭାଷାରେ କବିତା ପଢ଼ିବା ସହ ଭାଷଣ ଦେଇଥିଲେ। ଏଥିସହ ଶାହୀନବାଗ ଆନ୍ଦୋଳନକାରୀଙ୍କୁ ସମର୍ଥନ କରିଥିଲେ। ଭାରତୀୟ ସମ୍ବିଧାନରେ ଥିବା ପ୍ରାବଧାନଗୁଡ଼ିକୁ ମଧ୍ୟ ସେମାନେ ପଢ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story