ମୋଦିଙ୍କୁ ଶାହୀନ ବାଗରୁ ଆସିଲା ଭାଲେଣ୍ଟାଇନ୍ସ ଡେ’ ନିମନ୍ତ୍ରଣ

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦୀର୍ଘ ୨ ମାସରୁ ଅଧିକ ଦିନ ହେଲା ଶାହୀନ ବାଗରେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ଆଜି ଭାଲେଣ୍ଟାଇନ୍ସ ଡେ’ ହୋଇଥିବାରୁ ମୋଦି ଶାହୀନ ବାଗ ଆନ୍ଦୋଳନକାରୀଙ୍କ ପାଖକୁ ଆସି ଏହାକୁ ପାଳନ କରନ୍ତୁ ବୋଲି ସେମାନେ ନିମନ୍ତ୍ରଣ ଜଣାଇଛନ୍ତି। ହାର୍ଟ ଚିତ୍ରରେ ଫୁଲ ସଜାଇ ବିକ୍ଷୋଭକାରୀମାନେ ମୋଦିଙ୍କ ନାଁ ଲେଖିଛନ୍ତି। ଏଥିରେ ଲେଖାଯାଇଛି ଯେ “ପ୍ରଧାନମନ୍ତ୍ରୀ ମୋଦି ଦୟା କରି ଶାହୀନ […]

ew

ew

Hemant Lenka
  • Published: Friday, 14 February 2020
  • Updated: 14 February 2020, 04:08 PM IST

Sports

Latest News

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦୀର୍ଘ ୨ ମାସରୁ ଅଧିକ ଦିନ ହେଲା ଶାହୀନ ବାଗରେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ଆଜି ଭାଲେଣ୍ଟାଇନ୍ସ ଡେ’ ହୋଇଥିବାରୁ ମୋଦି ଶାହୀନ ବାଗ ଆନ୍ଦୋଳନକାରୀଙ୍କ ପାଖକୁ ଆସି ଏହାକୁ ପାଳନ କରନ୍ତୁ ବୋଲି ସେମାନେ ନିମନ୍ତ୍ରଣ ଜଣାଇଛନ୍ତି।

ହାର୍ଟ ଚିତ୍ରରେ ଫୁଲ ସଜାଇ ବିକ୍ଷୋଭକାରୀମାନେ ମୋଦିଙ୍କ ନାଁ ଲେଖିଛନ୍ତି। ଏଥିରେ ଲେଖାଯାଇଛି ଯେ “ପ୍ରଧାନମନ୍ତ୍ରୀ ମୋଦି ଦୟା କରି ଶାହୀନ ବାଗ ଆସନ୍ତୁ।”

ଶାହୀନ ବାଗ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଏକ ହାର୍ଟ ଚିତ୍ରରେ ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିରେ କୁହାଯାଇଛି ଯେ #ModiTumKabAaoge ଆପଣ ଏଠାକୁ ଆସି ଆମ ମାନଙ୍କ ସହ ଭଲ ପାଇବାର ଦିନଟି ପାଳନ କରନ୍ତୁ। ଏଠାକୁ ଆସନ୍ତୁ ଓ ଆଣଙ୍କ ଉପହାର ଗ୍ରହଣ କରନ୍ତୁ। ଖାଲି ସେତିକି ନୁହେଁ ଆମ ମାନଙ୍କ ସହ କଥା ହୁଅନ୍ତୁ।”

ଡିସେମ୍ବର ୧୫ରୁ ଶାହୀନ ବାଗରେ ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନରେ ସାମିଲ ଥିବା ସୟଦ ତନସୀର ଅହମ୍ମଦ କହିଛନ୍ତି, “ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ କିମ୍ବା ଯେକେହି ଏଠାକୁ ଆସି ଆମ ସହ ଆଲୋଚନା କରନ୍ତୁ। ଯଦି ସେମାନେ ଆମକୁ ସିଏଏ ସମ୍ବିଧାନ ବିରୋଧୀ ନୁହେଁ ବୁଝାଇପାରିବେ, ତା’ହେଲେ ସେମାନେ ଯାହା କହିବେ ଆମେ କରିବାକୁ ପ୍ରସ୍ତୁତ ରହିଛୁ।

ସିଏଏ ନାଗରିକତା ଦେବା ପାଇଁ ଓ କାହାର ନାଗରିକତା ନେବା ପାଇଁ ନୁହେଁ ବୋଲି ସରକାର କହୁଛନ୍ତି। ହେଲେ ଏହାଦ୍ୱାରା କେମିତି ଦେଶ ଲାଭ ବାନ ହେବ, ସେକଥା ସରକାର ଆମକୁ ବୁଝାଇ ଦିଅନ୍ତୁ। ବେକାରୀ, ଗରିବୀ ଓ ଅର୍ଥନୀତିକୁ କେମିତି ସିଏଏ ହାଲକା କରିବ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story