ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିଥିବା ଦୋଷୀକୁ ଦଣ୍ଡ: କୋର୍ଟ କ’ଣ ଦେଲେ ରାୟ ଜାଣନ୍ତୁ

ନୂଆଦିଲ୍ଲୀ: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ବିଅନ୍ତ ସିଂହଙ୍କ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ଚଣ୍ଡିଗଡ଼ କୋର୍ଟ । ବିଅନ୍ତଙ୍କ ହତ୍ୟାରେ ସଂପୃକ୍ତି ଅଭିଯୋଗରେ ଜଗତାର ସିଂହ ତାରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ।  ବାବର ଖାଲସା ଆତଙ୍କବାଦୀ ସଂଗଠନର ସଦସ୍ୟ ହେଉଛନ୍ତି ଜଗତାର।  ହତ୍ୟାକାଣ୍ଡରେ ଜଗତାରଙ୍କ ସଂପୃକ୍ତ ଥିବେ ଖୋଦ୍ ସେ କୋର୍ଟରେ ସ୍ୱୀକାର କରିଛନ୍ତି। ତେବେ ଜଗତାର୍ ଦଣ୍ଡାଦେଶକୁ ନେଇ କ୍ଷଣିକ ବି ବିଚଳିତ ନୁହଁନ୍ତି  ବୋଲି […]

p-9766

p-9766

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 06:59 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ବିଅନ୍ତ ସିଂହଙ୍କ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ଚଣ୍ଡିଗଡ଼ କୋର୍ଟ । ବିଅନ୍ତଙ୍କ ହତ୍ୟାରେ ସଂପୃକ୍ତି ଅଭିଯୋଗରେ ଜଗତାର ସିଂହ ତାରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ।  ବାବର ଖାଲସା ଆତଙ୍କବାଦୀ ସଂଗଠନର ସଦସ୍ୟ ହେଉଛନ୍ତି ଜଗତାର।  ହତ୍ୟାକାଣ୍ଡରେ ଜଗତାରଙ୍କ ସଂପୃକ୍ତ ଥିବେ ଖୋଦ୍ ସେ କୋର୍ଟରେ ସ୍ୱୀକାର କରିଛନ୍ତି। ତେବେ ଜଗତାର୍ ଦଣ୍ଡାଦେଶକୁ ନେଇ କ୍ଷଣିକ ବି ବିଚଳିତ ନୁହଁନ୍ତି  ବୋଲି ତାଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଖଲିସ୍ତାନ ନିର୍ମାଣ କରିବା ପାଇଁ ସେ ଏପରି କରିଥିବା ସେ କହିଛନ୍ତି।  ୧୯୯୫ ମସିହା ଅଗଷ୍ଟ ୩୧ ତାରିଖରେ ବିଅନ୍ତଙ୍କୁ ପଞ୍ଜାବ ସଚିବାଳୟରେ ହତ୍ୟା କରାଯାଇଥିଲା।  ବିଅନ୍ତଙ୍କ ଗାଡ଼ିରେ ବିସ୍ଫୋରକ ରଖିବା ସହ ମାନବ ବୋମା ସହାୟତାରେ ସଚିବାଳୟ ଭିତରେ ବିସ୍ଫୋରଣ କରାଯାଇଥିଲା । ଯେଉଁଥିରେ ବିଅନ୍ତଙ୍କ ସମେତ ଅନ୍ୟ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା। ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିଥିବା ଦୋଷୀଙ୍କୁ ଦଣ୍ଡ: କୋର୍ଟ କ’ଣ ଦେଲେ ରାୟ ଜାଣନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story