କରୋନା ଟିକା ନେଲେ ରାଣୀ ଏଲିଜାବେଥ ଓ ପ୍ରିନ୍ସ ଫିଲିପ

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ-୨ ଓ ତାଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ ଆଜି କରୋନାକୁ ମାତ୍‌ ଦେଇପାରୁଥିବା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ବକିଙ୍ଗହମ୍ ପ୍ୟାଲେସର ମୁଖପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଣୀ ଓ ଡ୍ୟୁକ୍ ଅଫ୍ ଏଡିନବର୍ଗଙ୍କୁ ଆଜି କୋଭିଡ -୧୯ ଟିକା ଦିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମ ଥର ପାଇଁ ରାଣୀ ଓ ପ୍ରିନ୍ସଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏପରି ତଥ୍ୟ ସର୍ବସାଧାରଣରେ ପ୍ରକାଶ କରାଯାଇଛି। ମିଳିଥିବା ସୂଚନା […]

fu

fu

Hemant Lenka
  • Published: Saturday, 09 January 2021
  • Updated: 09 January 2021, 10:58 PM IST

Sports

Latest News

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ-୨ ଓ ତାଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ ଆଜି କରୋନାକୁ ମାତ୍‌ ଦେଇପାରୁଥିବା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ବକିଙ୍ଗହମ୍ ପ୍ୟାଲେସର ମୁଖପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଣୀ ଓ ଡ୍ୟୁକ୍ ଅଫ୍ ଏଡିନବର୍ଗଙ୍କୁ ଆଜି କୋଭିଡ -୧୯ ଟିକା ଦିଆଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମ ଥର ପାଇଁ ରାଣୀ ଓ ପ୍ରିନ୍ସଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏପରି ତଥ୍ୟ ସର୍ବସାଧାରଣରେ ପ୍ରକାଶ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୱିଣ୍ଡର କ୍ୟାଷ୍ଟେଲରେ ୯୪ ବର୍ଷୀୟ ରାଣୀ ଏଲିଜାବେଥ-୨ ଓ ୯୯ ବର୍ଷୀୟ ପ୍ରିନ୍ସ ଫିଲିପଙ୍କୁ କରୋନା ଟିକା ରାଜପ୍ରାସାଦ ଡାକ୍ତର ପ୍ରଦାନ କରିଛନ୍ତି। ତେବେ ଏ ବିଷୟରେ ଆଉ କୌଣସି ଅଧିକ ସୂଚନା ମିଳିନାହିଁ।

ବ୍ରିଟେନରେ ଏଯାଏ ୧୫ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇ ସାରିଲାଣି। ପ୍ରଥମ ପର୍ଯ୍ୟାୟରେ ବୟସ୍କ, ସ୍ୱାସ୍ଥ୍ୟକର୍ମୀ ଓ କରୋନା ସହ ସମ୍ମୁଖରେ ରହି ଲଢ଼େଇ କରୁଥିବା ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ଦେଶରେ ଫାଇଜର ଓ ଅକ୍ସଫୋର୍ଡ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story