ଭାରତୀୟ ବାୟୁସୀମାରେ ପ୍ରବେଶ କଲା ରାଫେଲ, ଆଉ କିଛି ସମୟ ପରେ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ ଅତ୍ୟାଧୁନୀକ ରାଫେଲ ଜେଟ୍‌ ଆଉ କିଛି ସମୟ ପରେ ଭାରତ ମାଟିରେ ଲ୍ୟାଣ୍ଡିଂ କରିବ। ଫ୍ରାନ୍ସରୁ ଆସୁଥିବା ୫ଟି ଯାକ ରାଫେଲ ଯୁଦ୍ଧ ବିମାନ ଏବେ ଭାରତୀୟ ବାୟୁସୀମାରେ ପ୍ରବେଶ କରିଛି। ଭାରତୀୟ ବାୟୁସେନାରେ ପ୍ରବେଶ କରିବା ପରେ ଦୁଇଟି ସୁଖୋଇ-୩୦ ଏହାକୁ ଗାଇଡ କରି ଆଣିଥିଲେ। ଫାଇଟର ଜେଟ ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ପରେ ଏହାକୁ ବାୟୁସେନାର ରେଡିଓ ସିଗ୍ନାଲ […]

aaa

aaa

Hemant Lenka
  • Published: Wednesday, 29 July 2020
  • Updated: 29 July 2020, 03:14 PM IST

Sports

Latest News

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ ଅତ୍ୟାଧୁନୀକ ରାଫେଲ ଜେଟ୍‌ ଆଉ କିଛି ସମୟ ପରେ ଭାରତ ମାଟିରେ ଲ୍ୟାଣ୍ଡିଂ କରିବ। ଫ୍ରାନ୍ସରୁ ଆସୁଥିବା ୫ଟି ଯାକ ରାଫେଲ ଯୁଦ୍ଧ ବିମାନ ଏବେ ଭାରତୀୟ ବାୟୁସୀମାରେ ପ୍ରବେଶ କରିଛି। ଭାରତୀୟ ବାୟୁସେନାରେ ପ୍ରବେଶ କରିବା ପରେ ଦୁଇଟି ସୁଖୋଇ-୩୦ ଏହାକୁ ଗାଇଡ କରି ଆଣିଥିଲେ।

ଫାଇଟର ଜେଟ ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ପରେ ଏହାକୁ ବାୟୁସେନାର ରେଡିଓ ସିଗ୍ନାଲ ତରଫରୁ ସ୍ୱାଗତ କରାଯାଇଛି। ଆଉ କିଛି ସମୟ ପରେ ଏହା ହରିଆଣାର ଅମ୍ବାଲା ଏୟାରବେସ୍‌ରେ ଲ୍ୟାଣ୍ଡିଂ କରିବ।

ରାଫେଲ ଯୁଦ୍ଧ ବିମାନ ଭାରତୀୟ ସୀମାରେ ପ୍ରବେଶ କରିବା ପରେ ୱେଷ୍ଟର୍ଣ୍ଣ ଆରବିୟାନ ସମୁଦ୍ରରେ ମୁତୟନ ହୋଇଥିବା ଭାରତୀୟ ନୌସେନାର ଯୁଦ୍ଧ ତୋପ ଆଇଏନଏସ କୋଲକାତା ସହ ମଧ୍ୟ ଯୋଗାଯୋଗ କରିଥିଲା। କୁହାଯାଉଛି ଦିନ ୨ଟାରୁ ୩ଟା ମଧ୍ୟରେ ଏହା ଭାରତୀୟ ମାଟିକୁ ସ୍ପର୍ଶ କରିବ। ଯୁଦ୍ଧ ତୋପ ତରଫରୁ ହ୍ୟାପି ଲ୍ୟାଣ୍ଡିଂ ବାର୍ତ୍ତା ରେଡିଓ ମେସେଜ ଜରିଆରେ ପ୍ରଦାନ କରାଯାଇଛି।

ଅମ୍ବାଲାରେ ଏହା ଲ୍ୟାଣ୍ଡିଂ କରିବାର ଥିବାରୁ ଏହାର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନିକଟସ୍ଥ ଗାଁରେ ୧୪୪ ଧାରା ଜାରି କରାଯିବା ସହ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ଏଥିସହ ଲୋକମାନଙ୍କୁ ଛାତ ଉପରେ ଛିଡ଼ା ହୋଇ ଲ୍ୟାଣ୍ଡିଂ ବେଳର ଦୃଶ୍ୟକୁ ଶୁଟିଂ ନ କରିବାକୁ କୁହାଯାଉଛି।

ରାଫେଲ ଜେଟ୍‌ ଲ୍ୟାଣ୍ଡିଂ ବେଳେ ଏୟାରବେସ୍‌ରେ ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୌରିଆ ଏହାକୁ ସ୍ୱାଗତ କରିବେ। ସେହିପରି ବିମାନ ଗୁଡ଼ିକୁ ୱାଟର ସାଲ୍ୟୁଟ ମଧ୍ୟ ପ୍ରଦାନ କରାଯିବ।

ଏହି ୫ ରାଫେଲ ଯୁଦ୍ଧ ବିମାନ ସୋମବାର ଫ୍ରାନ୍ସରୁ ଉଡ଼ାଣ ଭରିଥିଲା। ଏହାପରେ ଏହା ଅବୁଧାବିରେ କିଛି ସମୟ ରହିବା ପରେ କାଲିଠାରୁ ଭାରତ ଅଭିମୁଖେ ଉଡ଼ାର ଆରମ୍ଭ କରିଥିଲା। ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଲାଗି ୨୦୧୬ରେ ଭାରତ ସରକାର ଫ୍ରାନ୍ସ ସହ ୩୬ଟି ରାଫେଲ ଜେଟ୍‌ କଣିବାକୁ ଚୁକ୍ତି କରିଥିଲେ। ସୋମବାର ବାୟୁସେନାର ୧୨ ଜଣ ଯୋଦ୍ଧା ପାଇଲଟ୍ ଏହାକୁ ଫ୍ରାନ୍ସରୁ ଭାରତ ଆଣିବା ପାଇଁ ଉଡ଼ାଣ ଭରିଥିଲେ।

ଦୀର୍ଘ ୭୩୬୪ କିଲୋମିଟରର ଲମ୍ବା ଯାତ୍ରା ପରେ ଏହା ହରିଆଣାର ଅମ୍ବାଲା ଏୟାରବେସରେ ପହଞ୍ଚିବ। ଉଡ଼ାଣ ବେଳେ ମଝି ଆକାଶରେ ହିଁ ଜେଟଗୁଡ଼ିକରେ ଇନ୍ଧନ ଭର୍ତ୍ତି କରାଯାଇଥିଲା।

ଭାରତ ଓ ପ୍ରାନ୍ସ ମଧ୍ୟରେ ଚୁକ୍ତି ଅନୁସାରେ ୩୬ଟି ରାଫେଲ୍ ଆସିବ। ଆଜି ୫ଟି ଆସୁଥିବା ବେଳେ ବାକି ବିମାନ ୨୦୨୨ ସୁଦ୍ଧା ଭାରତକୁ ହସ୍ତାନ୍ତର କରାଯିବ। ତେବେ ଅଗଷ୍ଟ ୧୫ ପରେ ରାଫେଲକୁ ବାୟୁସେନାରେ ସାମିଲ କରାଯିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story