ଫ୍ରାନ୍ସରୁ ଉଡ଼ାଣ ଭରିଲା ରାଫେଲ ଜେଟ୍‌, ବୁଧବାର ଭାରତରେ ପହଞ୍ଚିବ

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତଘଟିବାକୁ ଯାଉଛି। ବୁଧବାର ଭାରତରେ ପହଞ୍ଚିବ ଅତ୍ୟାଧୁନିକ ରାଫେଲ ଜେଟ୍‌ ବା ଯୁଦ୍ଧ ବିମାନ। ପ୍ରଥମ ଦଫାରେ ୫ଟି ରାଫେଲ ଯୁଦ୍ଧ ବିମାନ ହରିଆଣାର ଅମ୍ବାଲାରେ ଅବତରଣ କରିବ। ଏନେଇ ଆଜି ଫ୍ରାନ୍ସରୁ ୫ଟି ଯାକ ବିମାନ ଉଡ଼ାଣ ଭରିଛନ୍ତି। ଏହା ମଧ୍ୟରୁ ୩ଟି ଡବଲ ସିଟର ଓ ୨ଟି ସିଙ୍ଗଲ ସିଟର ବିମାନ ରହିଛି। ସରକାରଙ୍କ ପକ୍ଷରୁ ଉଡ଼ାଣ ଆରମ୍ଭ ହେବା ବେଳର ଭିଡିଓକୁ ଟ୍ୱିଟ କରାଯାଇଛି। Rafale aircrafts maneuvered […]

du

du

Hemant Lenka
  • Published: Monday, 27 July 2020
  • Updated: 27 July 2020, 04:19 PM IST

Sports

Latest News

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତଘଟିବାକୁ ଯାଉଛି। ବୁଧବାର ଭାରତରେ ପହଞ୍ଚିବ ଅତ୍ୟାଧୁନିକ ରାଫେଲ ଜେଟ୍‌ ବା ଯୁଦ୍ଧ ବିମାନ। ପ୍ରଥମ ଦଫାରେ ୫ଟି ରାଫେଲ ଯୁଦ୍ଧ ବିମାନ ହରିଆଣାର ଅମ୍ବାଲାରେ ଅବତରଣ କରିବ। ଏନେଇ ଆଜି ଫ୍ରାନ୍ସରୁ ୫ଟି ଯାକ ବିମାନ ଉଡ଼ାଣ ଭରିଛନ୍ତି। ଏହା ମଧ୍ୟରୁ ୩ଟି ଡବଲ ସିଟର ଓ ୨ଟି ସିଙ୍ଗଲ ସିଟର ବିମାନ ରହିଛି। ସରକାରଙ୍କ ପକ୍ଷରୁ ଉଡ଼ାଣ ଆରମ୍ଭ ହେବା ବେଳର ଭିଡିଓକୁ ଟ୍ୱିଟ କରାଯାଇଛି।
https://twitter.com/i/status/1287636963911245824

ସୂଚନା ଅନୁଯାୟୀ, ବିମାନ ଗୁଡ଼ିକ ଫ୍ରାନ୍ସରୁ ବାହାରି ସିଧା ୟୁଏଇରେ ପହଞ୍ଚିବ। ସେଠାରେ ଆଜି ରାତିରେ ରହିବା ପରେ ପୁଣିଥରେ ଭାରତ ଅଭିମୁଖେ ଉଡ଼ାଣ ଭରିବେ। ୨୯ ତାରିଖ ସକାଳେ ଏଗୁଡ଼ିକ ଅମ୍ବାଲାରେ ଲ୍ୟାଣ୍ଡ କରିବେ।

ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ ୫ଟି ରାଫେଲ ଜେଟ୍‌ ଜୁଲାଇ ଶେଷ ସୁଦ୍ଧା ଭାରତରେ ପହଞ୍ଚିବ। ପାଣିପାଗକୁ ଦୃଷ୍ଟିରେ ରଖି ୨୯ ତାରିଖରେ ଅମ୍ବାଲାରେ ଥିବା ବାୟୁସେନା ଷ୍ଟେସନରେ ଏହାକୁ ସାମିଲ କରାଯିବ। ବାୟୁସେନାର ଏୟାର କ୍ରୁ ଓ ଗ୍ରାଉଣ୍ଡ କ୍ରୁ ଯୁଦ୍ଧ ବିମାନର ପରିଚାଳନା ସମ୍ପର୍କରେ ଖୁବ ଭଲ ଭାବେ ଟ୍ରେନିଂ ନେଇଛନ୍ତି। ଏଥିରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ରହିଛି। ଭାରତରେ ଏଗୁଡ଼ିକ ପହଞ୍ଚିବା ପରେ ଯଥାଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବାକୁ ଆମେ ପ୍ରକ୍ରିୟା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ।
https://twitter.com/i/status/1287640900412350465
ସୂତ୍ର ଅନୁସାରେ, ଭାରତ ଆସୁଥିବା ରାଫେଲ ଯୁଦ୍ଧ ବିମାନକୁ ଲଦାଖ ସୀମାରେ ହିଁ ମୁତୟନ କରାଯିବ। ଚାଇନା ପଟୁ ଦିନକୁ ଦିନ ବିପଦ ବଢ଼ୁଥିବାରୁ ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଫେଲ ଯୁଦ୍ଧ ବିମାନ ଦ୍ୱାରା ବାୟୁସେନାର ଯୁଦ୍ଧ କ୍ଷମତା ଅଧିକ ବିକଶିତ ହୋଇପାରିବ ବୋଲି ଆଶା କରାଯାଉଛି।

ଭାରତ ସରକାର ୨୦୧୬ରେ ୩୬ଟି ରାଫେଲ ଯୁଦ୍ଧ ବିମାନ ପାଇଁ ଫ୍ରାନ୍ସ ସହ ୫୮ ହଜାର କୋଟି ଟଙ୍କାର ଚୁକ୍ତି କରିଥିଲେ। ଏହି ୩୬ଟି ବିମାନ ମଧ୍ୟରେ ଥିବା ୩୦ଟି ଫାଇଟର ଜେଟ ଓ ୬ଟି ଟ୍ରେନର୍‌ ବିମାନ ଭାବେ କାର୍ଯ୍ୟ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story