କୃଷକ ରାଲି ଛାଡି କୋର୍ଟରେ ହାଜର ହେବାକୁ ଗୌହାଟୀ ଗଲେ ରାହୁଲ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ବିରୋଧରେ ବୟାନ ଦେବା ମାମଲାରେ ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଗୌହାଟୀ କୋର୍ଟରେ ହାଜର ହେବେ। ତେଣୁ ସେ କୃଷକ ଯାତ୍ରା ଅଧାରୁ ଛାଡି ଗୌହାଟୀରେ ପହଞ୍ଚିଛନ୍ତି। ସ୍ୱୟଂ ସେବକ ଅଞ୍ଜନ ବୋରା ଗତବର୍ଷ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ। ଏହାର ବିଚାର ଆରମ୍ଭ କରି କାମରୂପ ସିଜେଏମ୍ କୋର୍ଟ ରାହୁଲଙ୍କୁ କୋର୍ଟରେ ହାଜର ହେବାକୁ ସମନ ଜାରି କରିଥିଲେ। ରାହୁଲ ଆରଏସ୍‌ଏସ୍‌କୁ ବଦ୍‌ନାମ […]

rahulgandhi

rahulgandhi

Rakesh Mallick
  • Published: Thursday, 29 September 2016
  • Updated: 29 September 2016, 01:57 PM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ବିରୋଧରେ ବୟାନ ଦେବା ମାମଲାରେ ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଗୌହାଟୀ କୋର୍ଟରେ ହାଜର ହେବେ। ତେଣୁ ସେ କୃଷକ ଯାତ୍ରା ଅଧାରୁ ଛାଡି ଗୌହାଟୀରେ ପହଞ୍ଚିଛନ୍ତି। ସ୍ୱୟଂ ସେବକ ଅଞ୍ଜନ ବୋରା ଗତବର୍ଷ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ। ଏହାର ବିଚାର ଆରମ୍ଭ କରି କାମରୂପ ସିଜେଏମ୍ କୋର୍ଟ ରାହୁଲଙ୍କୁ କୋର୍ଟରେ ହାଜର ହେବାକୁ ସମନ ଜାରି କରିଥିଲେ।

ରାହୁଲ ଆରଏସ୍‌ଏସ୍‌କୁ ବଦ୍‌ନାମ କରୁଥିବା ଅଞ୍ଜନ ଅଭିଯୋଗ କରି ମାନହାନୀ ମାମଲା ରୁଜୁ କରିଥିଲେ। ସେ ଅଭିଯୋଗ କରିଥିଲେ,“ରାହୁଲ ଗଣମାଧ୍ୟମକୁ କହିଥିଲେ ଆରଏସ୍‌ଏସ୍‌ ସଦସ୍ୟ ତାଙ୍କୁ ‘ବାରପେଟା କ୍ଷେତ୍ର’କୁ ପୂରାଇ ଦେଇ ନ ଥିଲେ। ଗତ ଡିସେମ୍ବର ୧୨ ତାରିଖରେ ‘ବାରପେଟା କ୍ଷେତ୍ର’ ବୁଲିବାକୁ ରାହୁଲଙ୍କର ଯିବାର ଥିଲା। ହେଲେ ସେ ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରି ବାରପେଟା ସହରରେ ଆୟୋଜିତ ଏକ ରାଲିରେ ସାମିଲ ହୋଇଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story