ଛିଡ଼ୁନି କଂଗ୍ରେସର ଛତିଶଗଡ଼ ଗଣିତ, ପୁଣି କାଲିକୁ ଅପେକ୍ଷା

ନୂଆଦିଲ୍ଲୀ: ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ହାଇଡ୍ରାମା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୁଖ୍ୟମନ୍ତ୍ରୀମାନଙ୍କ ନାଁ ଘୋଷଣା କରିଥିଲେ। ଏବେ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବେ, ତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଜି କଂଗ୍ରେସ ଅଧ୍ୟକ୍ଷ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପାଇଁ ୪ ଜଣ ଦାବିଦାରଙ୍କ ସହ ୱାନ୍‌-ଟୁ-ୱାନ୍‌ ଆଲୋଚନା କରିବା ସହ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟର ସମୀକ୍ଷା କରିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଗଣିତ ଛିଡ଼ିନାହିଁ। ତେଣୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ ବୋଲି କଂଗ୍ରେସ […]

re

re

Hemant Lenka
  • Published: Saturday, 15 December 2018
  • Updated: 15 December 2018, 07:30 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ହାଇଡ୍ରାମା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୁଖ୍ୟମନ୍ତ୍ରୀମାନଙ୍କ ନାଁ ଘୋଷଣା କରିଥିଲେ। ଏବେ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବେ, ତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଜି କଂଗ୍ରେସ ଅଧ୍ୟକ୍ଷ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପାଇଁ ୪ ଜଣ ଦାବିଦାରଙ୍କ ସହ ୱାନ୍‌-ଟୁ-ୱାନ୍‌ ଆଲୋଚନା କରିବା ସହ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟର ସମୀକ୍ଷା କରିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଗଣିତ ଛିଡ଼ିନାହିଁ। ତେଣୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଆଜି ରାହୁଲ ଗାନ୍ଧି ନିଜ ବାସଭବନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ୪ ଜଣ ନେତା- ଭୂପେଶ ବାଘେଲ, ଟିଏସ୍‌ ସିଂହଦେଓ, ତାମ୍ରଧ୍ୱଜ ସାହୁ ଏବଂ ଚରଣ ଦାସ ମହନ୍ତଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେହି ୪ ଜଣଙ୍କ ସହ ଏକ ଫଟୋ ଉଠାଇ ଟ୍ୱିଟରରେ ପୋଷ୍ଟ କରିଥିଲେ। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ରାହୁଲ ଗାନ୍ଧି ଏଭଳି ଆଶାୟୀଙ୍କ ସହ ଫଟୋ ଉଠାଇଥିଲେ। ମନେ ହେଉଛି, ମୁଖ୍ୟମନ୍ତ୍ରୀ କିଏ ହେବ, ଆଜି ସେକଥା ଚୂଡ଼ାନ୍ତ ହୋଇ ସାରିଛି। କିନ୍ତୁ ଆସନ୍ତାକାଲି ନାଁ ଘୋଷଣା ହେବ ବୋଲି ଛତିଶଗଡ଼ର ଦଳୀୟ ପର୍ଯ୍ୟବେକ୍ଷକ ପିଏଲ୍‌ ପୁନିଆ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story