ବଦଳିଲା ରାହୁଲଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଆଇଡି

ନୂଆଦିଲ୍ଲୀ: ବଦଳି ଯାଇଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଆଇଡି। ପୂର୍ବରୁ ଅଫିସିଆଲ ଟ୍ୱିଟର ଆକାଉଣ୍ଟର ଆଇଡି ଥିଲା ଅଫିସ୍ ଅଫ୍‌ ଆରଜି(@OfficeOfRG)। ‌ଏହି ଆଇଡିକୁ ପରିବର୍ତ୍ତନ କରି ସେ ଏବେ ରାହୁଲ ଗାନ୍ଧି କରିଦେଇଛନ୍ତି। ଯଦି କେହି ରାହୁଲଙ୍କ ଅଫିସିଆଲ ଟ୍ୱିଟର ଖୋଲିବାକୁ ଚାହିଁବ, ତା’ହେଲେ @rahulGandhi ମାରି ସର୍ଚ୍ଚ କରିବାକୁ ପଡ଼ିବ। ଅଫିସିଆଲ ଟ୍ୱିଟରରେ ରାହୁଲଙ୍କୁ ୬.୧୯ ମିଲିୟନ ଲୋକ ଫଲୋ କରୁଛନ୍ତି। ଟ୍ୱିଟର ଆକାଉଣ୍ଟରେ ରାହୁଲଙ୍କ ଫଟୋ ରହିଛି। […]

rahul-gandhi copy

rahul-gandhi copy

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 02:31 PM IST

Sports

Latest News

ନୂଆଦିଲ୍ଲୀ: ବଦଳି ଯାଇଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଆଇଡି। ପୂର୍ବରୁ ଅଫିସିଆଲ ଟ୍ୱିଟର ଆକାଉଣ୍ଟର ଆଇଡି ଥିଲା ଅଫିସ୍ ଅଫ୍‌ ଆରଜି(@OfficeOfRG)। ‌ଏହି ଆଇଡିକୁ ପରିବର୍ତ୍ତନ କରି ସେ ଏବେ ରାହୁଲ ଗାନ୍ଧି କରିଦେଇଛନ୍ତି। ଯଦି କେହି ରାହୁଲଙ୍କ ଅଫିସିଆଲ ଟ୍ୱିଟର ଖୋଲିବାକୁ ଚାହିଁବ, ତା’ହେଲେ @rahulGandhi ମାରି ସର୍ଚ୍ଚ କରିବାକୁ ପଡ଼ିବ। ଅଫିସିଆଲ ଟ୍ୱିଟରରେ ରାହୁଲଙ୍କୁ ୬.୧୯ ମିଲିୟନ ଲୋକ ଫଲୋ କରୁଛନ୍ତି। ଟ୍ୱିଟର ଆକାଉଣ୍ଟରେ ରାହୁଲଙ୍କ ଫଟୋ ରହିଛି।

୨୦୧୫ରେ ରାହୁଲ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଖୋଲିଥିଲେ। ସେ ଏହି ଟ୍ୱିଟର ଆକାଉଣ୍ଟରୁ ତେଜସ୍ୱୀ ଯାଦବ,ଅଖିଳେଶ ଯାଦବ, ମମତା ବାନାର୍ଜି ଓ ଅମିତାଭ ବଚ୍ଚନଙ୍କୁ ଫଲୋ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story