ରାହୁଲଙ୍କ ବଡ଼ ବୟାନ: ମୋ କୋଭିଡ ୱାର୍ଣ୍ଣିଂକୁ ଥଟ୍ଟା କରିଥିଲା ମିଡିଆ, କିନ୍ତୁ ଏବେ...

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତ ତା’ର ଯୁବଗୋଷ୍ଠୀଙ୍କୁ ଚାକିରି ଦେବାକୁ ସକ୍ଷମ ହେବନାହିଁ ବୋଲି ଆଜି ରାହୁଲ ଗାନ୍ଧି ମତ ଦେଇଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ପଲିସିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୁଁ ଯେତେବେଳେ କରୋନା ସମ୍ପର୍କରେ ସମସ୍ତଙ୍କୁ ୱାର୍ଣ୍ଣିଂ କରିଥିଲି ସେତେବେଳେ କିଛି ମିଡିଆ ମୋତେ ପରିହାସ କରିଥିଲେ। ହେଲେ ଏବେ କରୋନା ଯୋଗୁ ଦେଶର ସ୍ଥିତି କେମିତି ରହିଛି, ସେକଥା ସମସ୍ତେ ଦେଖୁଛନ୍ତି। ଆଉ ୬ରୁ ୭ […]

nad

nad

Hemant Lenka
  • Published: Thursday, 20 August 2020
  • Updated: 20 August 2020, 08:00 PM IST

Sports

Latest News

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତ ତା’ର ଯୁବଗୋଷ୍ଠୀଙ୍କୁ ଚାକିରି ଦେବାକୁ ସକ୍ଷମ ହେବନାହିଁ ବୋଲି ଆଜି ରାହୁଲ ଗାନ୍ଧି ମତ ଦେଇଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ପଲିସିକୁ ତୀବ୍ର ସମାଲୋଚନା କରିଛନ୍ତି।

ସେ କହିଛନ୍ତି, ମୁଁ ଯେତେବେଳେ କରୋନା ସମ୍ପର୍କରେ ସମସ୍ତଙ୍କୁ ୱାର୍ଣ୍ଣିଂ କରିଥିଲି ସେତେବେଳେ କିଛି ମିଡିଆ ମୋତେ ପରିହାସ କରିଥିଲେ। ହେଲେ ଏବେ କରୋନା ଯୋଗୁ ଦେଶର ସ୍ଥିତି କେମିତି ରହିଛି, ସେକଥା ସମସ୍ତେ ଦେଖୁଛନ୍ତି। ଆଉ ୬ରୁ ୭ ମାସ ପରେ ସମସ୍ତଙ୍କ ଘରେ ପ୍ରଭାବ ପକାଇବା ଆରମ୍ଭ କରିବ।

ଭାରତ ଆଉ ଯୁବଗୋଷ୍ଠୀଙ୍କୁ ଚାକିରି ଦେଇ ପାରିବ ନାହିଁ। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଏହା ସ୍ପଷ୍ଟ ହେଉଛି। ସ୍ୱାଧୀନତାର ୭୦ ବର୍ଷ ଭିତରେ କେବେ ହେଲେ ଏମିତି ସ୍ଥିତି ଦେଖାଯାଇ ନଥିଲା। ଯେଉଁଠି ଦେଶ ଚାକିରି ଦେବାରେ ଅକ୍ଷମ ହୋଇଥିବ। କରୋନା ଯୋଗୁ ଦେଶ ବହୁତ କ୍ଷତି ସହିବ ବୋଲି ମୁଁ ଯେତେବେଳେ ସତର୍କ କରାଇଥିଲି ସେତେବେଳେ ଗଣାମାଧ୍ୟମ ମୋର ଥଟା ଉଡ଼ାଇ ଥିଲା।

ଯଦି ଏବେ ବି ଆପଣମାନେ ମୋତେ ଶୁଣୁନାହାନ୍ତି କିମ୍ବା ବିଶ୍ୱାସ କରୁନାହାନ୍ତି, ତା’ହେଲେ ଆପଣମାନେ ଦେଖିବେ ଭାରତ ଆଉ କାହାକୁ ଚାକିରି ଦେଇପାରିବ ନାହିଁ। ଆପଣମାନେ ଆଉ ୬-୭ ମାସ କେବଳ ଅପେକ୍ଷା କରନ୍ତୁ।

ଯେଉଁମାନେ ଅଣସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରୁଥିଲେ, ସେମାନେ ଦୁର୍ବଳ ଅର୍ଥନୀତି ଯୋଗୁ ଶେଷ ଅବସ୍ଥାରେ ପହଞ୍ଚିଲେଣି। ଦେଶର ୯୦% ଚାକିରି ଅଣସଂଗଠିତ କ୍ଷେତ୍ରରେ ସୃଷ୍ଟି ହୁଏ। କ୍ଷୁଦ୍ର ଶିଳ୍ପ ଓ ଚାଷୀଙ୍କ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରକୁ ପ୍ରଧାନମନ୍ତ୍ରୀ ମୋଦି ବରବାଦ କରିଦେଇଛନ୍ତି।

ଆପଣମାନେ ଦେଖୁଛନ୍ତି ଯେ ଗୋଟିଏ ପରେ ଗୋଟିଏ କମ୍ପାନୀ ବନ୍ଦ ହେବାରେ ଲାଗିଛି। ମୋରାଟରିୟମ ପିରିୟଡ ପରେ ଏମଏସଏମଇ ଶିଳ୍ପ ପୂରା ଭୁଶୁଡ଼ି ପଡ଼ିବ। ସରକାର ଏବେ ଅର୍ଥନୀତି ଓ ନିଯୁକ୍ତି ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ରାହୁଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story