ରାହୁଲଙ୍କ ବଡ଼ ବୟାନ: ମୋହନ ଭାଗବତଙ୍କୁ ବି ଆତଙ୍କବାଦୀ କହିଦେବେ, ଯଦି ସେ..

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଭାରତରେ ଗଣତନ୍ତ୍ର ନାହିଁ ଓ ଯେଉଁମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଛିଡ଼ା ହେଉଛନ୍ତି, ସେମାନଙ୍କୁ ଆତଙ୍କବାଦୀ କୁହାଯାଉଛି। ଯଦି ଆରଏସଏସ ମୁଖ୍ୟ ମୋହନ ଭାଗବତ ବି ମୋଦିଙ୍କୁ ବିରୋଧ କରିବେ, ତା’ହେଲେ ତାଙ୍କୁ ମଧ୍ୟ ଆତଙ୍କବାଦୀ କହିବାକୁ ସେମାନେ ପଛାଇବେ ନାହିଁ ବୋଲି ରାହୁଲ […]

rs

rs

Hemant Lenka
  • Published: Thursday, 24 December 2020
  • Updated: 24 December 2020, 01:41 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଭାରତରେ ଗଣତନ୍ତ୍ର ନାହିଁ ଓ ଯେଉଁମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଛିଡ଼ା ହେଉଛନ୍ତି, ସେମାନଙ୍କୁ ଆତଙ୍କବାଦୀ କୁହାଯାଉଛି। ଯଦି ଆରଏସଏସ ମୁଖ୍ୟ ମୋହନ ଭାଗବତ ବି ମୋଦିଙ୍କୁ ବିରୋଧ କରିବେ, ତା’ହେଲେ ତାଙ୍କୁ ମଧ୍ୟ ଆତଙ୍କବାଦୀ କହିବାକୁ ସେମାନେ ପଛାଇବେ ନାହିଁ ବୋଲି ରାହୁଲ କହିଛନ୍ତି।

ରାଷ୍ଟ୍ରପତିଙ୍କୁ ଚାଷୀ ଆଇନ ବିରୋଧରେ ସ୍ମାରକପତ୍ର ଦେବା ପରେ ରାହୁଲ କହିଛନ୍ତି, “ପ୍ରଧାନମନ୍ତ୍ରୀ ପୁଞ୍ଜିପତିମାନଙ୍କ ଠାରୁ ଟଙ୍କା ଆଣୁଛନ୍ତି। ଯିଏ ବି ତାଙ୍କ ବିରୋଧରେ ମତ ଦେଉଛନ୍ତି କିମ୍ବା ତାଙ୍କ ବିରୋଧରେ ଛଡ଼ା ହେଉଛନ୍ତି, ସେମାନଙ୍କୁ ଆତଙ୍କବାଦୀ ଭାବେ ବିବେଚନା କରାଯାଉଛି। ଚାଷୀ, ଶ୍ରମିକ ଏପରି କି ମୋହନ ଭାଗବତ ବି ଯଦି ମୋଦିଙ୍କୁ ବିରୋଧ କରିବେ, ତା’ହେଲେ ତାଙ୍କୁ ମଧ୍ୟ ଆତଙ୍କବାଦୀ ଘୋଷଣା କରି ଦିଆଯିବ। ଭାରତରେ ଏବେ କୌଣସି ପ୍ରକାରର ଗଣତନ୍ତ୍ର ନାହିଁ। ଯଦି କେହି ଗଣତନ୍ତ୍ର ରହିଛି ବୋଲି ଭାବୁଛନ୍ତି, ତା’ହେଲେ ଏହା କେବଳ ଗୋଟିଏ କଳ୍ପନା ଛଡ଼ା ଆଉ କିଛି ନୁହେଁ।”

କୃଷି ଆଇନ ସମ୍ପର୍କରେ ରାହୁଲ କହିଛନ୍ତି, ନୂଆ କୃଷି ଆଇନ ଦ୍ୱାରା ଲକ୍ଷାଧିକ ଚାଷୀଙ୍କ ଜୀବିକା ଚାଲିଯିବ। ୪ରୁ ୫ ଜଣ ପୁଞ୍ଜିପତିଙ୍କୁ ସବୁ କିଛି ମିଳିଯିବ। ପ୍ରଧାନମନ୍ତ୍ରୀ କିଛି ବି ଜାଣିନାହାନ୍ତି, ଏକଥା ଆମ ଦେଶର ଯୁବକ ଓ ଲୋକମାନେ ଜାଣି ରଖିବା ଦରକାର। ସେ ଏମିତି ଜଣେ ବ୍ୟକ୍ତି ଯିଏ କେବଳ ପୁଞ୍ଜିପତିଙ୍କ କଥା ଶୁଣନ୍ତି।

ସେମାନେ ଯାହା କହିବେ, ତଦ୍‌ନୁସାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରିବେ। ଆଜି ଦେଶର ଚାଷୀ ଓ ଶ୍ରମିକମାନେ ଏକାଠି ହୋଇଛନ୍ତି। କିନ୍ତୁ ପ୍ରତିଥର ଭଳି ଏଥର ମଧ୍ୟ ସରକାରଙ୍କୁ ବିରୋଧ କରୁଥିବା ଲୋକଙ୍କୁ ଆତଙ୍କବାଦୀ ଓ ଦେଶଦ୍ରୋହୀ କୁହାଯାଉଛି। ଏହା ଦୁର୍ଭାଗ୍ୟଜନକ ବୋଲି ରାହୁଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story