ଅଣସଂଗଠିତ କ୍ଷେତ୍ରକୁ ଶେଷ କରିବାକୁ ଲକଡାଉନ ଲାଗୁ କରାଯାଇଥିଲା ବୋଲି କହିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଶର ଅର୍ଥନୀତି ବ୍ୟବସ୍ଥାକୁ ନେଇ ଆଜି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିମୁଦ୍ରାକରଣ, ଭୁଲ ଜିଏସଟି ଓ ଲକଡାଉନ ଲାଗୁ କରି ସରକାର ଅଣ ସଂଗଠିତ କ୍ଷେତ୍ରକୁ ଶେଷ କରିବାକୁ ଯୋଜନା କରିଛନ୍ତି। ଯଦି ଅଣ ସଂଗଠିତ କ୍ଷେତ୍ର ନଷ୍ଟ ହୋଇଯିବ, ତା’ହେଲେ ଦେଶରେ ଆଉ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ନାହିଁ ବୋଲି ରାହୁଲ କହିଛନ୍ତି। ଗୋଟିଏ ଭିଡିଓ ଜାରି କରି ୱାୟନାଡ ସାଂସଦ ରାହୁଲ ଗାନ୍ଧି […]

o

o

Hemant Lenka
  • Published: Monday, 31 August 2020
  • Updated: 31 August 2020, 04:22 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଶର ଅର୍ଥନୀତି ବ୍ୟବସ୍ଥାକୁ ନେଇ ଆଜି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିମୁଦ୍ରାକରଣ, ଭୁଲ ଜିଏସଟି ଓ ଲକଡାଉନ ଲାଗୁ କରି ସରକାର ଅଣ ସଂଗଠିତ କ୍ଷେତ୍ରକୁ ଶେଷ କରିବାକୁ ଯୋଜନା କରିଛନ୍ତି। ଯଦି ଅଣ ସଂଗଠିତ କ୍ଷେତ୍ର ନଷ୍ଟ ହୋଇଯିବ, ତା’ହେଲେ ଦେଶରେ ଆଉ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ନାହିଁ ବୋଲି ରାହୁଲ କହିଛନ୍ତି।

ଗୋଟିଏ ଭିଡିଓ ଜାରି କରି ୱାୟନାଡ ସାଂସଦ ରାହୁଲ ଗାନ୍ଧି କହିଛନ୍ତି, ୨୦୦୮ରେ ଜବରଦସ୍ତ ଆର୍ଥିକ ତୋଫାନ ଆସିଥିଲା। ମୁଁ ସେହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପଚାରିଥିଲି ଯେ ପୂରା ବିଶ୍ୱ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛି କିନ୍ତୁ ଏହାର ପ୍ରଭାବ ହିନ୍ଦୁସ୍ତାନ ଉପରେ କାହିଁକି ପଡ଼ୁନାହିଁ?

ସେତେବେଳେ ସେ ଏହାର ଜବାବ ଦେଇ କହିଥିଲେ, ଯେଉଁ ପର୍ଯ୍ୟନ୍ତ ଅଣସଂଗଠିତ କ୍ଷେତ୍ର ମଜଭୁତ ଅଛି ସେତେବେଳ ଯାଏ ହିନ୍ଦୁସ୍ତାନକୁ କୌଣସି ଆର୍ଥିକ ସଙ୍କଟ ଛୁଇଁ ପାରିବ ନାହିଁ। ରାହୁଲ ଗାନ୍ଧି ଆହୁରି କହିଛନ୍ତି, ଗତ ୬ ବର୍ଷ ମଧ୍ୟରେ ବିଜେପି ସରକାର ଅଣସଂଗଠିତ କ୍ଷେତ୍ର ଉପରେ ବାରମ୍ବାର ଆକ୍ରମଣ କରିଛନ୍ତି।
https://twitter.com/i/status/1300289785278296064

ଏହାର ୩ଟି ବଡ଼ ଉଦାହରଣ ହେଲା-ନୋଟବନ୍ଦୀ, ଭୁଲ ଜିଏସଟି ଓ ଲକଡାଉନ। ପ୍ରଧାନମନ୍ତ୍ରୀଙ୍କୁ ସରକାର ଚଳାଇବା ପାଇଁ ମିଡିଆର ଆବଶ୍ୟକ ପଡ଼ୁଛି। ମାର୍କେଟିଂ କରିବାକୁ ପଡ଼ୁଛି। ମିଡିଆ ଓ ମାର୍କେଟିଂ ୧୫ରୁ ୨୦ ଜଣ ଲୋକ କରୁଛନ୍ତି। ଏହି ଲୋକମାନେ ଅଣସଂଗଠିତ କ୍ଷେତ୍ରର ଟଙ୍କା ନେବାକୁ ଚାହୁଁଛନ୍ତି।

ଅଣ ସଂଗଠିତ କ୍ଷେତ୍ର ୯୦%ରୁ ଅଧିକ ନିଯୁକ୍ତି ଦେଇଥାଏ। ଯେଉଁଦିନ ଅଣ ସଂଗଠିତ କ୍ଷେତ୍ର ନଷ୍ଟ ହୋଇଯିବ, ସେ ଦିନ ଠାରୁ ଭାରତରେ ଆଉ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story