ରାହୁଲ ଗାନ୍ଧିଙ୍କୁ ପୁଣି ଟାର୍ଗେଟ୍‌: ନିଜ ଦଳରୁ ଉଠିଲା ବଂଶବାଦ ବିରୋଧରେ ସ୍ୱର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ପ୍ରତିକ୍ଷୀତ କଂଗ୍ରେସ ସଭାପତି ପଦ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ। ଏଥିପାଇଁ ରାହୁଲ ଗାନ୍ଧି କାଲି ନାମାଙ୍କନ ଦାଖଲ କରିବେ। ୧୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ତେଣୁ ରାହୁଲଙ୍କ ବ୍ୟତୀତ ଯଦି କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି ତେବେ ସେ ଚାହିଁଲେ ଏହା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇ ପାରିବେ। ତେବେ ଆସନ୍ତା ୧୬ ତାରିଖରେ ନିର୍ବାଚନ ହେବ। ତେବେ ଯାହା ଜଣାପଡୁଛି ରାହୁଲଙ୍କ ବ୍ୟତୀତ […]

643457-rahul-shehzad

643457-rahul-shehzad

Rakesh Mallick
  • Published: Sunday, 03 December 2017
  • Updated: 03 December 2017, 06:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ପ୍ରତିକ୍ଷୀତ କଂଗ୍ରେସ ସଭାପତି ପଦ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ। ଏଥିପାଇଁ ରାହୁଲ ଗାନ୍ଧି କାଲି ନାମାଙ୍କନ ଦାଖଲ କରିବେ। ୧୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ତେଣୁ ରାହୁଲଙ୍କ ବ୍ୟତୀତ ଯଦି କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି ତେବେ ସେ ଚାହିଁଲେ ଏହା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇ ପାରିବେ। ତେବେ ଆସନ୍ତା ୧୬ ତାରିଖରେ ନିର୍ବାଚନ ହେବ। ତେବେ ଯାହା ଜଣାପଡୁଛି ରାହୁଲଙ୍କ ବ୍ୟତୀତ ଆଉ କେହି ପ୍ରାର୍ଥୀପତ୍ର ଦାଖଲ କରିବେ ନାହିଁ। ତେଣୁ ରାହୁଲ ସଭାପତି ହେବା ଏକପ୍ରକାର ନିଶ୍ଚିତ। ଆଜି ରାହୁଲଙ୍କ ମନୋନୟନ ପତ୍ରରେ ଓଡ଼ିଶାରୁ ୧୦ଜଣ ପ୍ରସ୍ତାବକ ଭାବେ ସ୍ୱାକ୍ଷର କରିଛନ୍ତି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ୧୦ଜଣ ପ୍ରସ୍ତାବକ ରହିଛନ୍ତି। ଆସନ୍ତାକାଲି ଏହାକୁ AICC ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରାଯିବ। ସେପଟେ ସଭାପତି ପଦ ପାଇଁ ଆଜି ମଧ୍ୟ ରାହୁଲଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି କଂଗ୍ରେସ ନେତା ଶେହଜାଦ ପୁନାଓ୍ୱାଲା। ସେ କହିଛନ୍ତି, କଂଗ୍ରେସରେ ବଂଶବାଦ ରାଜନୀତି ଚାଲିଛି। ସେ ରାହୁଲଙ୍କ ସହ ଫୋନରେ କଥା ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଏଥିପାଇଁ ସୁଯୋଗ ଦିଆଯାଇ ନଥିଲା। ସେପଟେ କଂଗ୍ରେସ କହିଛି, ସଭାପତି ପଦ ପାଇଁ ଦଳର ପ୍ରତ୍ୟେକ କର୍ମକର୍ତ୍ତା ରାହୁଲଙ୍କୁ ଚାହୁଁଛନ୍ତି ତେଣୁ ଏଥିରେ ପ୍ରଧାନମନ୍ତ୍ରୀ ମୋଦି କିମ୍ବା ଅନ୍ୟ କୌଣସି ନେତାଙ୍କ ଅଧିକ ମୁଣ୍ଡ ଖେଳାଇବା ଉଚିତ୍ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story