ହାଥରସ ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ଫେରିଲେ ରାହୁଲ ଓ ପ୍ରିୟଙ୍କା

ଲକ୍ଷ୍ନୌ: ଦୀର୍ଘ ଘଣ୍ଟାର ସଂଘର୍ଷ ପରେ ଉତ୍ତର ପ୍ରଦେଶ ହାଥରସ ଘଟଣାର ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି। ଉଭୟଙ୍କ ସହ କଂଗ୍ରେସ ଆଉ ୩ ଜଣ ସଦସ୍ୟ ମଧ୍ୟ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟି ସେମାନଙ୍କ ଭଲ ମନ୍ଦ ବୁଝିଛନ୍ତି। ଦୀର୍ଘ ୧୬୫ କିମି ରାସ୍ତାକୁ ରାହୁଲ ଓ ପ୍ରିୟଙ୍କା ସଡ଼କ ପଥରେ ଅତିକ୍ରମ କରିଥିଲେ। ଏହାପରେ ସେମାନେ ସନ୍ଧ୍ୟା ୭.୧୨ରେ ହାଥରସ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲେ। ରାତି ପ୍ରାୟ […]

ft

ft

Hemant Lenka
  • Published: Saturday, 03 October 2020
  • Updated: 03 October 2020, 09:06 PM IST

Sports

Latest News

ଲକ୍ଷ୍ନୌ: ଦୀର୍ଘ ଘଣ୍ଟାର ସଂଘର୍ଷ ପରେ ଉତ୍ତର ପ୍ରଦେଶ ହାଥରସ ଘଟଣାର ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି। ଉଭୟଙ୍କ ସହ କଂଗ୍ରେସ ଆଉ ୩ ଜଣ ସଦସ୍ୟ ମଧ୍ୟ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟି ସେମାନଙ୍କ ଭଲ ମନ୍ଦ ବୁଝିଛନ୍ତି।

ଦୀର୍ଘ ୧୬୫ କିମି ରାସ୍ତାକୁ ରାହୁଲ ଓ ପ୍ରିୟଙ୍କା ସଡ଼କ ପଥରେ ଅତିକ୍ରମ କରିଥିଲେ। ଏହାପରେ ସେମାନେ ସନ୍ଧ୍ୟା ୭.୧୨ରେ ହାଥରସ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲେ। ରାତି ପ୍ରାୟ ୮.୩୦ ଯାଏ ରାହୁଲ ଓ ପ୍ରିୟଙ୍କା ପରିବାରର ବିଭିନ୍ନ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ।

ଆଲୋଚନା ପରେ ପ୍ରିୟଙ୍କା କହିଛନ୍ତି, “ପରିବାର ଲୋକ ଶେଷଥର ପାଇଁ ନିଜ ଝିଅଙ୍କୁ ଦେଖି ପାରିଲେନାହିଁ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଦାୟତ୍ୱ ଠିକ୍‌ ଭାବେ ସମ୍ପାଦନ କରୁନାହାନ୍ତି। ପୀଡ଼ିତାଙ୍କୁ ନ୍ୟାୟ ମିଳିବା ଯାଏ ଆମେ ଲଢ଼େଇ ଜାରି ରଖିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story