ପଦ ଛାଡ଼ିବା ନେଇ ସ୍ପଷ୍ଟ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ କହିଥିବା ରାହୁଲ ଗାନ୍ଧି ନିଜ ଜିଦ୍‌ରେ ଏବେ ବି ଅଟଳ ରହିଛନ୍ତି। ସେ କଂଗ୍ରେସର ଅଧ୍ୟକ୍ଷ ପଦ ଛାଡ଼ିବା ସୁନିଶ୍ଚିତ ବୋଲି ଆଜି  ପୁଣିଥରେ  ସ୍ପଷ୍ଟ କରିଛନ୍ତି। ସେହିପରି ତାଙ୍କ ସ୍ଥାନ କିଏ ନେବ, ସେକଥା କେବଳ ଦଳ ହିଁ ନିଷ୍ପତ୍ତି ନେବ ଏବଂ ଏଥିରେ ସେ କୌଣସି ପ୍ରକାରର ଭୂମିକା ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ  କହିଛନ୍ତି। […]

r

r

Hemant Lenka
  • Published: Thursday, 20 June 2019
  • Updated: 20 June 2019, 03:05 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ କହିଥିବା ରାହୁଲ ଗାନ୍ଧି ନିଜ ଜିଦ୍‌ରେ ଏବେ ବି ଅଟଳ ରହିଛନ୍ତି। ସେ କଂଗ୍ରେସର ଅଧ୍ୟକ୍ଷ ପଦ ଛାଡ଼ିବା ସୁନିଶ୍ଚିତ ବୋଲି ଆଜି  ପୁଣିଥରେ  ସ୍ପଷ୍ଟ କରିଛନ୍ତି। ସେହିପରି ତାଙ୍କ ସ୍ଥାନ କିଏ ନେବ, ସେକଥା କେବଳ ଦଳ ହିଁ ନିଷ୍ପତ୍ତି ନେବ ଏବଂ ଏଥିରେ ସେ କୌଣସି ପ୍ରକାରର ଭୂମିକା ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ  କହିଛନ୍ତି।

ଆଜି ସଂସଦରୁ ବାହାରିବା ସମୟରେ ସାମ୍ବାଦିକମାନେ ତାଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ରାହୁଲ ଗାନ୍ଧି କହିଛନ୍ତି, “ମୋ ସ୍ଥାନ କିଏ ନେବ ମୁଁ ଜାଣିନାହିଁ। କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଉତ୍ତରଦାୟିତ୍ୱ ମୁଁ ନେଇଛି। ତେଣୁ ମୁଁ ମୋର ପୂର୍ବ ନିଷ୍ପତ୍ତିରେ କାଏମ ରହିଛି। କଂଗ୍ରେସର ନୂଆ ଅଧ୍ୟକ୍ଷ ପଦ ଚୟନ ପ୍ରକ୍ରିୟାରେ ମୁଁ କୌଣସି ପ୍ରକାରର ସାମିଲ ହେବି ନାହିଁ। ଦଳ ହିଁ ଏ ସମ୍ପର୍କରେ ନିଷ୍ପତ୍ତି ନେବ।”

ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ମାତ୍ର ୫୨ଟି ଆସନ ଜିତିଛି। ଏପରି କି କଂଗ୍ରେସର ଗଡ଼ କୁହାଯାଉଥିବା ଆମେଠିରେ ରାହୁଲ ଗାନ୍ଧି ନିଜେ ପରାସ୍ତ ହୋଇଥିଲେ। ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ମାତ୍ରେ ରାହୁଲ ଗାନ୍ଧି ପରାଜୟ ପାଇଁ ନିଜକୁ ଦାୟୀ କରିଥିଲେ। ଏଥିସହ ସେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ମଧ୍ୟ ଚାହିଁଥିଲେ। ଦଳର ସିଡବ୍ଲ୍ୟୁସି ବୈଠକରେ ବରିଷ୍ଠ ନେତାମାନେ ଏହାକୁ ଅଗ୍ରାହ୍ୟ କରିବା ସହ ରାହୁଲ ଗାନ୍ଧିଙ୍କୁ ପୂର୍ବପରି ଅଧ୍ୟକ୍ଷ ପଦରେ ରହିବାକୁ କହିଥିଲେ। ହେଲେ ରାହୁଲ କେବଳ ନୂଆ ଅଧ୍ୟକ୍ଷ ଚୟନ ହେବା ଯାଏ ଏହି ପଦରେ ରହିବେ ବୋଲି ସର୍ତ୍ତ ରଖିଥିଲେ। ଏବେ କଂଗ୍ରେସର ବରିଷ୍ଠ ନେତାମାନେ କଂଗ୍ରେସର ଅଧ୍ୟକ୍ଷ କିଏ ହେବ, ତା’କୁ ନେଇ ମାନସମନ୍ଥନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story