ଲକ୍ଷେ ପଦକୁ ଦୁଇ କୋଟି ଆବେଦନ

ନୂଆଦିଲ୍ଲୀ: ଚାକିରି କ୍ଷେତ୍ରରେ ପ୍ରତିଯୋଗିତା ବଢ଼ିଛି। ଏହାର ଜ୍ୱଳନ୍ତ ଉଦାହରଣ ରେଲୱେରେ ଦେଖିବାକୁ ମିଳିଛି। ଲକ୍ଷେ ପଦବୀ ପାଇଁ ଦୁଇ କୋଟିରୁ ଅଧିକ ଆବଦନକାରୀ ଆବେଦନ କରିଛନ୍ତି। କହିବାକୁ ଗଲେ ଗୋଟିଏ ପଦ ପାଇଁ ୨୦୦ ପ୍ରାର୍ଥୀ ଆବେଦନ କରିଛନ୍ତି। ଆବେଦନ ଶେଷ ତାରିଖ ଆଉ ୫ ଦିନ ବାକି ରହିଥିବାରୁ ଆବେଦନକାରୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ରେଲୱେ ଅଧିକାରୀଙ୍କ ସୂଚନା ମୁତାବକ, ରେଲୱେ ଗ୍ରୁପ ‘ସି’ ଓ ଗ୍ରୁପ୍‌ ’ଡି’ […]

railway-recruitment-RRB (1)

railway-recruitment-RRB (1)

Rakesh Mallick
  • Published: Tuesday, 27 March 2018
  • Updated: 27 March 2018, 12:39 PM IST

Sports

Latest News

ନୂଆଦିଲ୍ଲୀ: ଚାକିରି କ୍ଷେତ୍ରରେ ପ୍ରତିଯୋଗିତା ବଢ଼ିଛି। ଏହାର ଜ୍ୱଳନ୍ତ ଉଦାହରଣ ରେଲୱେରେ ଦେଖିବାକୁ ମିଳିଛି। ଲକ୍ଷେ ପଦବୀ ପାଇଁ ଦୁଇ କୋଟିରୁ ଅଧିକ ଆବଦନକାରୀ ଆବେଦନ କରିଛନ୍ତି। କହିବାକୁ ଗଲେ ଗୋଟିଏ ପଦ ପାଇଁ ୨୦୦ ପ୍ରାର୍ଥୀ ଆବେଦନ କରିଛନ୍ତି। ଆବେଦନ ଶେଷ ତାରିଖ ଆଉ ୫ ଦିନ ବାକି ରହିଥିବାରୁ ଆବେଦନକାରୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ରେଲୱେ ଅଧିକାରୀଙ୍କ ସୂଚନା ମୁତାବକ, ରେଲୱେ ଗ୍ରୁପ ‘ସି’ ଓ ଗ୍ରୁପ୍‌ ’ଡି’ ପାଇଁ ୯୦,୦୦୦ ଏବଂ ରେଲୱେ ସିକ୍ୟୁରିଟି ଫୋର୍ସ (ଆର୍‌ପିଏଫ୍‌) ପାଇଁ ୯୫୦୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ଦୁଇ କୋଟିରୁ ଅଧିକ ଆବେଦନକାରୀ ଆବେଦନ କରିଛନ୍ତି। ଏହାଛଡ଼ା ୨୬୫୦୨ ଲୋକ ପାଇଲଟ୍‌ ଓ ଟେକ୍ନିସିଆନ୍‌ ପଦବୀ ପାଇଁ ୫୦ ଲକ୍ଷରୁ ଅଧିକ ଆବେଦନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story