ରାଇସିନା ହିଲ୍‌ରୁ ରାଜଘାଟ, ଟ୍ରମ୍ପ ଓ ମେଲାନିଆ

ନୂଆଦିଲ୍ଲୀ: ଭାରତ ଗସ୍ତର ଦ୍ୱିତୀୟ ତଥା ଅନ୍ତିମ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେନାଲିଆଙ୍କୁ ଆଜି ସକାଳେ ପ୍ରଥମେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ। ରାଇସିନା ହିଲରେ ସ୍ୱାଗତ ସମ୍ବର୍ଦ୍ଧନା ପରେ ସେମାନେ ରାଜଘାଟ ଯାଇ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ରାଇସିନା ହିଲରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ୨୧ ତୋପ ସଲାମୀ ସହ ସ୍ୱାଗତ କରାଯାଇଥିଲା। ରାଷ୍ଟ୍ରପତି ଭବନ ପରିସରକୁ ଆମେରିକାର ପ୍ରଥମ ଦମ୍ପତିଙ୍କୁ ବାଟ […]

u

u

Hemant Lenka
  • Published: Tuesday, 25 February 2020
  • Updated: 25 February 2020, 10:08 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଗସ୍ତର ଦ୍ୱିତୀୟ ତଥା ଅନ୍ତିମ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେନାଲିଆଙ୍କୁ ଆଜି ସକାଳେ ପ୍ରଥମେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ। ରାଇସିନା ହିଲରେ ସ୍ୱାଗତ ସମ୍ବର୍ଦ୍ଧନା ପରେ ସେମାନେ ରାଜଘାଟ ଯାଇ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ରାଇସିନା ହିଲରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ୨୧ ତୋପ ସଲାମୀ ସହ ସ୍ୱାଗତ କରାଯାଇଥିଲା। ରାଷ୍ଟ୍ରପତି ଭବନ ପରିସରକୁ ଆମେରିକାର ପ୍ରଥମ ଦମ୍ପତିଙ୍କୁ ବାଟ କଢ଼େଇ ନେଇଥିଲେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ଅଶ୍ୱାରୋହୀ ଦଳ। ସେଠାରେ ଟ୍ରମ୍ପ ଓ ମେଲାନିଆଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପତ୍ନୀ ସବିତା କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଥିଲେ।

ଟ୍ରମ୍ପ ପରେଡ୍ ଅଭିବାଦନ ଗ୍ରହଣ କରିବା ପରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ ତିନି ସେନା ମୁଖ୍ୟଙ୍କୁ ଭେଟିଥିଲେ। ଦ୍ୱିତୀୟ କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଟ୍ରମ୍ପ ଓ ମେଲାନିଆ। ସେଠାରେ ବୃକ୍ଷରୋପଣ ସହ ଭିଜିଟର୍ସ ବୁକରେ ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନର ସାର୍ବଭୌମ ଓ ବିସ୍ମୟ ଭାରତ ସହ ଆମେରିକାବାସୀ ଦୃଢ଼ଭାବେ ଛିଡ଼ା ହୋଇଛନ୍ତି ବୋଲି ଟ୍ରମ୍ପ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story