କାର୍ଟୁନ୍‌ ମାଧ୍ୟମରେ ପୁଣି ମୋଦିଙ୍କୁ ଟାର୍ଗେଟ୍ କଲେ ରାଜ୍‌ ଠାକ୍‌ରେ; ମିଛୁଆ ବୋଲି କହିଲେ

ନୂଆଦିଲ୍ଲୀ: ଆଜି ଗାନ୍ଧି ଜୟନ୍ତୀ ଅବସରରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ୍‌ ଠାକରେ ପୁଣି ଥରେ କାର୍ଟୁନ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏହି କାର୍ଟୁନ୍‌ଟିକୁ ସେ ତାଙ୍କର ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ୍ କରିଛନ୍ତି। ଏଥର ସେ ମହାତ୍ମା ଗାନ୍ଧିଙ୍କ ଆତ୍ମଜୀବନୀ ‘ଦ ଷ୍ଟୋରୀ ଅଫ୍ ମାଇଁ ଏକ୍ସପେରିମେଣ୍ଟ ୱିଥ୍ ଟ୍ରୁଥ୍‌’କୁ ମୋଦିଙ୍କ ବିରୁଦ୍ଧରେ ଅସ୍ତ୍ର ଭାବେ ପ୍ରୟୋଗ କରିଛନ୍ତି। କାର୍ଟୁନ୍‌ଟିର ଶୀର୍ଷକ ରହିଛି ‘ଟୁ ଅଫ୍‌ ଦ ସେମ୍ ସଏଲ୍’ […]

cartoon

cartoon

Rakesh Mallick
  • Published: Monday, 02 October 2017
  • Updated: 02 October 2017, 07:46 AM IST

Sports

Latest News

ନୂଆଦିଲ୍ଲୀ: ଆଜି ଗାନ୍ଧି ଜୟନ୍ତୀ ଅବସରରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ୍‌ ଠାକରେ ପୁଣି ଥରେ କାର୍ଟୁନ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏହି କାର୍ଟୁନ୍‌ଟିକୁ ସେ ତାଙ୍କର ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ୍ କରିଛନ୍ତି। ଏଥର ସେ ମହାତ୍ମା ଗାନ୍ଧିଙ୍କ ଆତ୍ମଜୀବନୀ ‘ଦ ଷ୍ଟୋରୀ ଅଫ୍ ମାଇଁ ଏକ୍ସପେରିମେଣ୍ଟ ୱିଥ୍ ଟ୍ରୁଥ୍‌’କୁ ମୋଦିଙ୍କ ବିରୁଦ୍ଧରେ ଅସ୍ତ୍ର ଭାବେ ପ୍ରୟୋଗ କରିଛନ୍ତି।

କାର୍ଟୁନ୍‌ଟିର ଶୀର୍ଷକ ରହିଛି ‘ଟୁ ଅଫ୍‌ ଦ ସେମ୍ ସଏଲ୍’ (ଗୋଟିଏ ମାଟିରେ ଜନ୍ମ ନେଇଥିବା ଦୁଇ ବ୍ୟକ୍ତି)। ଏଥିରେ ମହାତ୍ମା ଗାନ୍ଧି ତାଙ୍କ ଆତ୍ମଜୀବନୀ ‘ଦ ଷ୍ଟୋରୀ ଅଫ୍ ମାଇଁ ଏକ୍ସପେରିମେଣ୍ଟ ୱିଥ୍ ଟ୍ରୁଥ୍‌’କୁ ଧରି ଥିବା ବେଳେ ମୋଦି ମଧ୍ୟ ଏକ ପୁସ୍ତକ ଧରିଛନ୍ତି। ତେବେ ସେ ଧରିଥିବା ପୁସ୍ତକଟିର ନାଁ ଦିଆଯାଇଛି ‘ମାଇଁ ଏକ୍ସପେରିମେଣ୍ଟ ୱିଥ୍‌ ଲାଇଜ୍’ ଅର୍ଥାତ୍‌ ‘ଅସତ୍ୟ ସହିତ ମୋର ପ୍ରୟୋଗ’।

catun

ଏହା ପୂର୍ବରୁ ମୁମ୍ବାଇର ଏଲଫିନ୍‌ଷ୍ଟୋନ୍ ରେଳ ଷ୍ଟେସନର ଫୁଟ୍ ଓଭରବ୍ରିଜ୍‌ରେ ହୋଇଥିବା ଦଳାଚକଟା ଘଟଣାରେ ରାଜ୍‌ ଠାକ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ମିଛୁଆ ବୋଲି କହିଥିଲେ। ସେ କେବେ ବି ଏମିତି ମିଛୁଆ ପ୍ରଧାନମନ୍ତ୍ରୀ ଦେଖି ନଥିଲେ ବୋଲି କହିଥିଲେ। ସୂଚନାଯୋଗ୍ୟ, ଏହି ଘଟଣାରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

ସେପ୍ଟେମ୍ବର ମାସରେ ରାଜ୍‌ ଠାକ୍‌ରେ ଏକ କାର୍ଟୁନ ଜରିଆରେ ମୋଦିଙ୍କୁ ସମାଲୋଚନା କରିଥିଲେ। ଏଥିରେ ସେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ।

ଆହୁରି ପଢ଼ନ୍ତୁ- କାର୍ଟୁନ ସେୟାର କରି ପୁଣି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ରାଜ ଠାକ୍‌ରେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story