ବ୍ୟାକ୍‌ଫୁଟ୍‌ରେ ବସୁନ୍ଧରା: ବିରୋଧ ପରେ ମୁଣ୍ଡ ନୁଆଁଇଲେ

ଜୟପୁର: ଅପରାଧିକ ଆଇନ୍‌ରେ ସଂଶୋଧନ ପାଇଁ ରାଜସ୍ଥାନର ବସୁନ୍ଧରା ରାଜେ ସରକାର ଆଣିଥିବା ବିଲ୍‌ ଏବେ ସେମାନଙ୍କୁ ହରଡଘଣାରେ ପକାଇଛି। ଚାରିଆଡୁ ବିରୋଧ ପରେ ସରକାର ଏକ ପ୍ରକାର ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଛି। ଏପରିକି ବସୁନ୍ଧରା ଏହି ବିଲ୍‌ର ପୁନଃବିଚାର ପାଇଁ ସିଲେକ୍ଟ କମିଟି ପାଖକୁ ପଠାଇ ଦେଇଛନ୍ତି। ସୋମବାର ଏହି ବିଲ୍‌ ବିଧାନସଭାରେ ଆଗତ କରାଯାଇଥିଲା। ଆଗତ ହେବା ମାତ୍ରେ ଏହାର ବିରୋଧ ଆରମ୍ଭ ହୋଇଯାଇଥିଲା। ଲୋକସେବଙ୍କୁ ସୁରକ୍ଷା ଦେବାକୁ ସରକାର ଏହି ବିଲ୍‌ ଆଣିଥିବା ବିରୋଧୀ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 12:41 PM IST

ଜୟପୁର: ଅପରାଧିକ ଆଇନ୍‌ରେ ସଂଶୋଧନ ପାଇଁ ରାଜସ୍ଥାନର ବସୁନ୍ଧରା ରାଜେ ସରକାର ଆଣିଥିବା ବିଲ୍‌ ଏବେ ସେମାନଙ୍କୁ ହରଡଘଣାରେ ପକାଇଛି। ଚାରିଆଡୁ ବିରୋଧ ପରେ ସରକାର ଏକ ପ୍ରକାର ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଛି। ଏପରିକି ବସୁନ୍ଧରା ଏହି ବିଲ୍‌ର ପୁନଃବିଚାର ପାଇଁ ସିଲେକ୍ଟ କମିଟି ପାଖକୁ ପଠାଇ ଦେଇଛନ୍ତି।

ସୋମବାର ଏହି ବିଲ୍‌ ବିଧାନସଭାରେ ଆଗତ କରାଯାଇଥିଲା। ଆଗତ ହେବା ମାତ୍ରେ ଏହାର ବିରୋଧ ଆରମ୍ଭ ହୋଇଯାଇଥିଲା। ଲୋକସେବଙ୍କୁ ସୁରକ୍ଷା ଦେବାକୁ ସରକାର ଏହି ବିଲ୍‌ ଆଣିଥିବା ବିରୋଧୀ ଅଭିଯୋଗ କରିଥିଲେ।

କଂଗ୍ରେସ କହିଲା ‘କାଲା କାନୁନ୍‌’

କଂଗ୍ରେସ ସଦସ୍ୟମାନେ ଏହାର ବିରୋଧରେ କକ୍ଷତ୍ୟାଗ କରିଥିଲେ। ପରେ କଂଗ୍ରେସ୍ ନେତା ସଚିନ ପାଇଲଟଙ୍କ ନେତୃତ୍ୱରେ ବିଧାୟକମାନେ ବିଧାନସଭା ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ। କଂଗ୍ରେସ ସରକାରଙ୍କ ଏହି ବିଲ୍‌କୁ ‘କାଲା କାନୁନ’ ବୋଲି କହିଛି।

ନିଜ ଦଳରେ ବି ବିରୋଧ

କେବଳ ବିରୋଧୀ ନୁହେଁ ଏହି ବିଲ୍‌କୁ ନେଇ ବିଜେପିକୁ ନିଜ ଦଳରୁ ବି ବିରୋଧର ସମ୍ମୁଖୀନ ହେବାକୁ ପଡୁଛି। ବିଧାନସଭାରେ ବିଲ୍‌ ଆଗତ ହେବା ପରେ ଦଳର ଦୁଇଜଣ ବିଧାୟକ ନରପତି ସିଂହ ରାଜୱି ଏବଂ ଘନଶ୍ୟାମ ତିୱାରୀ ଏହାକୁ ବିରୋଧ କରିଥିଲେ। ଏହା ବିଜେପିର ଭ୍ରଷ୍ଟାଚାର ବିରୋଧୀ ଲଢେଇକୁ ବିରୋଧ କରୁଛି, ଏଥିପାଇଁ ଆମେ ଏହାକୁ ସମର୍ଥନ କରୁନାହୁଁ। ରାଜୱି କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭୁଲ, ଏହାଦ୍ୱାରା ଭ୍ରଷ୍ଟାଚାର ବୃଦ୍ଧି ପାଇବ।

କୋର୍ଟରେ ପହଞ୍ଚିଲା ବିବାଦ

ସୋମବାର ଏହି ବିବାଦୀୟ ବିଲ୍‌ ଗୃହରେ ଉପସ୍ଥାପନ କରାଯିବା ପରେ ବିବାଦ ଆରମ୍ଭ ହେବା ସହ କଥା କୋର୍ଟରେ ପହଞ୍ଚିଛି। ଏହି ଅଧ୍ୟାଦେଶକୁ ବିରୋଧ କରି ରାଜସ୍ଥାନ ହାଇକୋର୍ଟରେ ପିଟିସନ ଦାଖଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story