ରାଜସ୍ଥାନ ସଙ୍କଟ: ବୈଠକ ପୂର୍ବରୁ ହ୍ୱିପ ଜାରି କଲା କଂଗ୍ରେସ

ଜୟପୁର: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ ପାଇଲଟଙ୍କ ସରକାର ବିରୋଧରେ ବିଦ୍ରୋହ ଘୋଷଣା ପୂରା ଦେଶରେ ରାଜନୀତିକ ହଟଚମଟ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଗାଦି ଟଳମଳ ହେବାରୁ ଆଜି କଂଗ୍ରେସ ପକ୍ଷରୁ ବିଧାୟକ ଦଳ ବୈଠକ ଡକାଯାଇଛି। ଏଥିରେ ସମସ୍ତ ବିଧାୟକଙ୍କୁ ଯୋଗଦେବାକୁ ଦଳ ପକ୍ଷରୁ ହ୍ୱିପ ଜାରି କରାଯାଇଛି। ଯଦି କୌଣସି ଦଳୀୟ ବିଧାୟକ ବିନା କୌଣସି କାରଣ ଦର୍ଶାଇ ବୈଠକରେ ଯୋଗଦେବେ ନାହିଁ, ତା’ହେଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ […]

e

e

Hemant Lenka
  • Published: Monday, 13 July 2020
  • Updated: 13 July 2020, 07:26 AM IST

Sports

Latest News

ଜୟପୁର: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ ପାଇଲଟଙ୍କ ସରକାର ବିରୋଧରେ ବିଦ୍ରୋହ ଘୋଷଣା ପୂରା ଦେଶରେ ରାଜନୀତିକ ହଟଚମଟ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଗାଦି ଟଳମଳ ହେବାରୁ ଆଜି କଂଗ୍ରେସ ପକ୍ଷରୁ ବିଧାୟକ ଦଳ ବୈଠକ ଡକାଯାଇଛି। ଏଥିରେ ସମସ୍ତ ବିଧାୟକଙ୍କୁ ଯୋଗଦେବାକୁ ଦଳ ପକ୍ଷରୁ ହ୍ୱିପ ଜାରି କରାଯାଇଛି।

ଯଦି କୌଣସି ଦଳୀୟ ବିଧାୟକ ବିନା କୌଣସି କାରଣ ଦର୍ଶାଇ ବୈଠକରେ ଯୋଗଦେବେ ନାହିଁ, ତା’ହେଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ରାଜସ୍ଥାନ କଂଗ୍ରେସ ଇନଚାର୍ଜ ଅବିନାଶ ପାଣ୍ଡେ କହିଛନ୍ତି। ଗତାକାଲି ବିଳମ୍ବିତ ରାତିରେ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ ପ୍ରାୟ ୭୫ ଜଣ ବିଧାୟକ ଯୋଗଦେଇଥିଲେ। ହେଲେ ସଚିନ ପାଇଲଟ ଓ ତାଙ୍କର ସମର୍ଥିତ ବିଧାୟକମାନେ ଏଥିରେ ଯୋଗଦେଇ ନଥିଲେ। ତେଣୁ ଆଜି ସମସ୍ତ ବିଧାୟକଙ୍କୁ ବୈଠକରେ ଯୋଗଦେବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ସଚିନ ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକ ଦିଲ୍ଲୀ ଗସ୍ତ କରିଥିଲେ। ସଚିନ ମୁଖ୍ୟମନ୍ତ୍ରୀ ପଦ ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି। ଏଥିପାଇଁ ସେ ଗେହଲଟ ସରକାରଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ ମଧ୍ୟ ଘୋଷଣା କରିଛନ୍ତି। ଏହା ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ଜ୍ୟୋତିର ଆଦିତ୍ୟ ସିନ୍ଧିଆଙ୍କ ସହ ମଧ୍ୟ ସଚିନ ପାଇଲଟ ୪୦ ମିନିଟ୍‌ ଧରି ବୈଠକ କରିଥିଲେ।

ଏହାପରେ ସେ ଗେହଲଟ ଡାକିଥିବା ବୈଠକକୁ ଯିବେନାହିଁ ଓ ରାଜସ୍ଥାନ ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି ବୋଲି ସଚିନ କହିଛନ୍ତି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଆଜି ୧୦.୩୦ରେ କଂଗ୍ରେସ ପକ୍ଷରୁ ବିଧାୟକ ଦଳ ବୈଠକ ଡକାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story