ପାଇଲଟ ଆଣ୍ଡ କୋଙ୍କୁ ୨୪ ଯାଏ ଆଶ୍ୱସ୍ତି, ହେବନି କିଛି ବି କାର୍ଯ୍ୟାନୁଷ୍ଠାନ

ଜୟପୁର: ବିଦ୍ରୋହୀ ସାଜିଥିବା ସଚିନ ପାଇଲଟ ଓ ତାଙ୍କ ସହ ଥିବା କିଛି ହାତ ଗଣତି ବିଧାୟକଙ୍କୁ ରାଜସ୍ଥାନ ହାଇକୋର୍ଟ ସାମୟିକ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ରାଜସ୍ଥାନ ବାଚସ୍ପତି ସିପି ଯୋଶୀ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ସଚିନ ପାଇଲଟ ଓ ତାଙ୍କ ସମର୍ଥକମାନଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାଯିବ ନାହିଁ ବୋଲି ନୋଟିସ୍‌ କରିଥିଲେ। ଏହାର ଶୁଣାଣି କରି କୋର୍ଟ ଆସନ୍ତା ୨୪ ତାରିଖ ଯାଏ ବାଚସ୍ପତି ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି  କହିଛନ୍ତି।

ବାଚସ୍ପତି ଗତ ସପ୍ତାହରେ ସଚିନ ପାଇଲଟ ଓ ଅନ୍ୟ ୧୮ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ସମ୍ପର୍କରେ ଜବାବ ରଖିବାକୁ ନୋଟିସ୍‌ କରିଥିଲେ। ହେଲେ ଏହା ବିରୋଧରେ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାର ଶୁଣାଣି ମାମଲାକୁ ଶୁକ୍ରବାର ଯାଏ ଘୁଞ୍ଚାଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଆଇପିଏଲରେ ହାଇଦ୍ରାବାଦର ପ୍ରଥମ ବିଜୟ, ହାରିଲା ଦିଲ୍ଲୀ

ଚମକିଲେ ୱିଲିୟମସନ ଓ ଧିମା ବ୍ୟାଟିଂ କଲେ ବେୟାରଷ୍ଟୋ, ହାଇଦ୍ରାବାଦ ୧୬୨

ଟସ୍‌ ଜିତିଲା ଦିଲ୍ଲୀ, ବ୍ୟାଟିଂ କରିବ ହାଇଦ୍ରାବାଦ: ଫେରିଲେ ଈଶାନ୍ତ ଶର୍ମା ଓ ୱିଲିୟମସନ

କରୋନାରୁ ସୁସ୍ଥ ହେଲେ ସିସୋଦିଆ, ହସ୍ପିଟାଲରୁ ଫେରିଲେ

ଆଇପିଏଲରେ ଚାଲିଛି ଛକା ବର୍ଷା, ୧୦ ମ୍ୟାଚ୍‌ରେ କେତେ ବଲ୍‌ ବାଉଣ୍ଡରୀ ବାହାରକୁ ଗଲାଣି

ଆଜି ଶ୍ରେୟସଙ୍କୁ ଭେଟିବେ ୱାର୍ଣ୍ଣର, ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଦିଲ୍ଲୀ

ଦେଶର ୫୪ ଟି ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା

ଆସିଲା ସୁଶାନ୍ତଙ୍କ ଭିସେରା ରିପୋର୍ଟ, ଆଶଙ୍କାରେ ପଡ଼ିଲା ପୂର୍ଣ୍ଣଛେଦ

୨୯ ସେପ୍ଟେମ୍ବର, ମଙ୍ଗଳବାର: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ

ସୁପର ଓଭର୍‌ରେ ରୋହିତଙ୍କୁ ହରାଇଲେ ବିରାଟ, ମୁମ୍ବାଇର ଦ୍ୱିତୀୟ ପରାଜୟ

ଡିଭିଲିୟର୍ସଙ୍କ ବିସ୍ଫୋରଣ: ମୁମ୍ବାଇ ଆଗରେ ୨୦୨ ରନ୍‌ର ଟାର୍ଗେଟ

ଟସ୍‌ ଜିତିଲା ମୁମ୍ବାଇ: ପ୍ରଥମେ ବୋଲିଂ କରିବ, ଆଇପିଏଲରେ ଡେବ୍ୟୁ କଲେ ଇଶ୍ରୁ ଉଦାନା