ବାହାଘର ବେଳେ ଫାଟିଲା ଟ୍ରାନ୍ସଫର୍ମର: ୧୧ ଜୀବନ୍ତ ଦଗ୍ଧ

ଜୟପୁର: ବାହାଘର ଚାଲିଥିଲା। ସମସ୍ତେ ଭୋଜିରେ ବ୍ୟସ୍ତ ଥିଲେ। ହଠାତ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିସ୍ଫୋରଣ ହେଲା। ଜୀବନ୍ତ ଜଳିଗଲେ ୧୧ ଜଣ। ୨୨ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଏପରି ଅଭାବନୀୟ ଘଟଣା ରାଜସ୍ଥାନ ରାଜ୍ୟର ଜୟପୁରଠାରୁ ଅଳ୍ପ ଦୂରରେ ଘଟିଛି। ମଙ୍ଗଳବାର ରାତିରେ ଶାହପୁର ଖେଟ୍‌ଲେଡ୍‌ ଗାଁରେ ଏକ ବିହାଘର ଚାଲିଥିଲା। ଏହି ସମୟରେ ନିକଟରେ ଥିବା ଏକ ଟ୍ରାନ୍ସଫର୍ମର ବିସ୍ଫୋରଣ […]

blast_story

blast_story

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 02:14 AM IST

Sports

Latest News

ଜୟପୁର: ବାହାଘର ଚାଲିଥିଲା। ସମସ୍ତେ ଭୋଜିରେ ବ୍ୟସ୍ତ ଥିଲେ। ହଠାତ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିସ୍ଫୋରଣ ହେଲା। ଜୀବନ୍ତ ଜଳିଗଲେ ୧୧ ଜଣ। ୨୨ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଏପରି ଅଭାବନୀୟ ଘଟଣା ରାଜସ୍ଥାନ ରାଜ୍ୟର ଜୟପୁରଠାରୁ ଅଳ୍ପ ଦୂରରେ ଘଟିଛି।

ମଙ୍ଗଳବାର ରାତିରେ ଶାହପୁର ଖେଟ୍‌ଲେଡ୍‌ ଗାଁରେ ଏକ ବିହାଘର ଚାଲିଥିଲା। ଏହି ସମୟରେ ନିକଟରେ ଥିବା ଏକ ଟ୍ରାନ୍ସଫର୍ମର ବିସ୍ଫୋରଣ ହୋଇଥିଲା। ପରେ ବିଦ୍ୟୁତ କେବୁଲ ଛିଡି ପଡ଼ିବାରୁ ଘଟଣାସ୍ଥଳରେ ୪ ଜଣଙ୍କ ଲୋକ ଜଳି ଯାଇଥିଲେ। ଜଣେ ଗର୍ଭବତୀ ମହିଳାଙ୍କ ସମେତ ୨୯ ଜଣଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ। ମେଡ଼ିକାଲରେ ଡାକ୍ତର ୭ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏପରିକି ଗର୍ଭବତୀଙ୍କ ଗର୍ଭସ୍ଥ ଶିଶୁର ମଧ୍ୟ ମୃତ୍ୟୁ ହୋଇଯାଇଛି। ମାତ୍ର ମହିଳାଙ୍କ ଜୀବନ ବଞ୍ଚି ଯାଇଛି। ଏବେ ପୋଡ଼ିଯାଇଥିବା ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଦିଲ୍ଲୀ ଗସ୍ତକୁ ବାତିଲ କରି ଦେଇଛନ୍ତି। ଗୁରୁତର ଆହତଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story