ଗେହଲଟଙ୍କୁ ସମର୍ଥନ କରିବାକୁ କଂଗ୍ରେସ ବିଧାୟକଙ୍କୁ କହିଲେ ବିଜେପି ନେତ୍ରୀ!

ଜୟପୁର: ରାଜସ୍ଥାନରେ କଂଗ୍ରେସ ବନାମ କଂଗ୍ରେସ କଳି ଭିତରେ ନୂଆ ଟ୍ୱିଷ୍ଟ ଆସିଛି। ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସଙ୍କଟରେ ପଡ଼ିଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଛନ୍ତି। ଖାଲି ସେତିକି ନୁହେଁ ସେ ଗେହଲଟଙ୍କୁ ସମର୍ଥନ କରିବା ପାଇଁ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ କହିଛନ୍ତି। ଆଜି ଏଭଳି ଟ୍ୱିଟ କରିଛନ୍ତି ବିଜେପିର ରାଜସ୍ଥାନ ସହଯୋଗୀ ତଥା ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ସାଂସଦ ହନୁମାନ ବେନିୱାଲ। ନାଗପୁର ସଂସଦୀୟ କ୍ଷେତ୍ରରୁ ବିଜେପି […]

uya

uya

Hemant Lenka
  • Published: Thursday, 16 July 2020
  • Updated: 16 July 2020, 09:09 PM IST

Sports

Latest News

ଜୟପୁର: ରାଜସ୍ଥାନରେ କଂଗ୍ରେସ ବନାମ କଂଗ୍ରେସ କଳି ଭିତରେ ନୂଆ ଟ୍ୱିଷ୍ଟ ଆସିଛି। ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସଙ୍କଟରେ ପଡ଼ିଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଛନ୍ତି। ଖାଲି ସେତିକି ନୁହେଁ ସେ ଗେହଲଟଙ୍କୁ ସମର୍ଥନ କରିବା ପାଇଁ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ କହିଛନ୍ତି।

ଆଜି ଏଭଳି ଟ୍ୱିଟ କରିଛନ୍ତି ବିଜେପିର ରାଜସ୍ଥାନ ସହଯୋଗୀ ତଥା ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ସାଂସଦ ହନୁମାନ ବେନିୱାଲ। ନାଗପୁର ସଂସଦୀୟ କ୍ଷେତ୍ରରୁ ବିଜେପି ସମର୍ଥନରେ ଜିତିଥିବା ବେନିୱାଲ କହିଛନ୍ତି, “ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରେ ରାଜେ କଂଗ୍ରେସ ବିଧାୟକଙ୍କୁ ନିଜର ନିକଟରତର କରିଛନ୍ତି ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରିବାକୁ ସେମାନଙ୍କୁ କହିଛନ୍ତି। ସିକାରା ଓ ନାଗଉରରେ ଥିବା ସମସ୍ତ ଜାଠ୍‌ ବିଧାୟକଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଛନ୍ତି। ସଚିନ ପାଇଲଟଙ୍କ ଠାରୁ ଦୂରତା ବଜାୟୀ ରଖିବାକୁ କହିଛନ୍ତି। ଏନେଇ ମୋ ପାଖରେ ପ୍ରମାଣ ମଧ୍ୟ ରହିଛି।”

ବେନିୱାଲ ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ବସୁନ୍ଧରା ରାଜେଙ୍କୁ ବିରୋଧ କରି ଦଳ ଛାଡ଼ିଥିଲେ। ତେବେ ୨୦୧୯ରେ ସେ ବିଜେପି ସହ ହାତ ମିଳାଇ ଲୋକସଭା ନିର୍ବାଚନ ଲଢ଼ିଥିଲା। ନିଜେ ବେନିୱାଲ ବିଜୟୀ ମଧ୍ୟ ହୋଇଥିଲେ। ବର୍ତ୍ତମାନ ପାଇଲଟ ଓ ଗେହଲଟ କଳି ମଧ୍ୟରେ ବିଜେପି ମାପିଚୁପି ବୟାନ ଦେଉଥିବା ବେଳେ ବେନିୱାଲଙ୍କ ଏହି ବୟାନ ନୂଆ ଟ୍ୱିଷ୍ଟ ଆଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story