ହରିଆଣା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଶାନ୍ତଙ୍କ ବାପା ଓ ଭଉଣୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ଓ ଭଉଣୀ ରାଣୀ ସିଂହ ଆଜି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଫରିଦାବାଦ ଠାରେ ସାକ୍ଷାତ କରିଛନ୍ତି। ଭେଟଘାଟ ସମୟରେ ମୁଖ୍ୟମନ୍ତ୍ରୀ ଖଟ୍ଟର ନିଶ୍ଚିତ ଭାବେ ନ୍ୟାୟ ମିଳିବ ବୋଲି ସୁଶାନ୍ତଙ୍କ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। Chief Minister Shri @mlkhattar consoling the family members of Late Sushant Singh Rajput at Faridabad today. pic.twitter.com/72CILIgLU9 — CMO […]

r

r

Hemant Lenka
  • Published: Saturday, 08 August 2020
  • Updated: 08 August 2020, 08:56 PM IST

Sports

Latest News

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ଓ ଭଉଣୀ ରାଣୀ ସିଂହ ଆଜି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଫରିଦାବାଦ ଠାରେ ସାକ୍ଷାତ କରିଛନ୍ତି। ଭେଟଘାଟ ସମୟରେ ମୁଖ୍ୟମନ୍ତ୍ରୀ ଖଟ୍ଟର ନିଶ୍ଚିତ ଭାବେ ନ୍ୟାୟ ମିଳିବ ବୋଲି ସୁଶାନ୍ତଙ୍କ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

https://twitter.com/cmohry/status/1292118245529419776?s=20

ସୁଶାନ୍ତଙ୍କ ଉଭଣୀ ରାଣୀ ସିଂହ ପରିଦାବାଦ ପୁଲିସ୍‌ କମିଶନର ଓପି ସିଂହଙ୍କ ପତ୍ନୀ। ଏହି ସାକ୍ଷାତ ସମୟରେ ସେ ମଧ୍ୟ ଉପସ୍ଥିତ ରହିଥିଲେ।

ଏହାପୂର୍ବରୁ ସୁଶାନ୍ତଙ୍କ ବାପା କେକେ ସିଂହ ଓକିଲ ସୁପ୍ରିମକୋର୍ଟରେ ରିୟାଙ୍କ ବିରୋଧରେ ଫେରାଦ ହୋଇଥିଲେ। ଦୀର୍ଘ ୧୨ ମାସ ହେଲା ରିୟା ଯେଉଁ ସବୁ କାମ କରିଛନ୍ତି, ତାହା ସୁଶାନ୍ତଙ୍କ ମୃତ୍ୟୁର କାରଣ ବୋଲି ସେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story