ଜୁନ୍‌ ୨୦ରୁ ରାଜ୍ୟସଭା ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ଜୁନ୍‌ ୨୦ରୁ ରାଜ୍ୟସଭା ଅଧିବେଶନ ଆରମ୍ଭ ହେବ। ଆଜି ଏନେଇ ରାଜ୍ୟସଭା ସେକ୍ରେଟାରିଏଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମତି କ୍ରମେ ଆସନ୍ତା ଜୁନ୍‌ ୨୦ରୁ ରାଜ୍ୟସଭା ଅଧିବେଶନ ବସିବ ଏବଂ ଏହା ଜୁଲାଇ ୨୬ ଶୁକ୍ରବାର ଶେଷ ହେବ ବୋଲି ରାଜ୍ୟସଭା ସେକ୍ରେଟେରୀ ଜେନେରାଲ ଦେଶ ଦୀପକ ବର୍ମା କହିଛନ୍ତି। ଅନ୍ୟପକ୍ଷରେ ଜୁନ୍‌ ୧୭ରୁ ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦୁଇ ଦିନ ନବ […]

saq

saq

Hemant Lenka
  • Published: Monday, 03 June 2019
  • Updated: 03 June 2019, 09:46 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଜୁନ୍‌ ୨୦ରୁ ରାଜ୍ୟସଭା ଅଧିବେଶନ ଆରମ୍ଭ ହେବ। ଆଜି ଏନେଇ ରାଜ୍ୟସଭା ସେକ୍ରେଟାରିଏଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମତି କ୍ରମେ ଆସନ୍ତା ଜୁନ୍‌ ୨୦ରୁ ରାଜ୍ୟସଭା ଅଧିବେଶନ ବସିବ ଏବଂ ଏହା ଜୁଲାଇ ୨୬ ଶୁକ୍ରବାର ଶେଷ ହେବ ବୋଲି ରାଜ୍ୟସଭା ସେକ୍ରେଟେରୀ ଜେନେରାଲ ଦେଶ ଦୀପକ ବର୍ମା କହିଛନ୍ତି।

ଅନ୍ୟପକ୍ଷରେ ଜୁନ୍‌ ୧୭ରୁ ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦୁଇ ଦିନ ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ। ଏହାପରେ ୧୯ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁନ୍‌ ୨୦ରେ ଉଭୟ ସଦନକୁ ଉଦ୍‌ବୋଧନ ଦେବେ।

ଜୁଲାଇ ୪ରେ ଇକୋନୋମିକ ସର୍ଭେ ରିପୋର୍ଟ ପ୍ରକାଶ ପାଇବାକୁ ଥିବା ବେଳେ ଜୁଲାଇ ୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଏହି ଅଧିବେଶନ ଜୁଲାଇ ୨୬ ଯାଏ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story