ଅମିତ ଶାହଙ୍କୁ ବିରୋଧୀ ଘେରିଲା ବେଳେ ବନ୍ଦ ହେଇଗଲା ରାଜ୍ୟସଭା ଟିଭି

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଏକ ବିରଳ ଘଟଣା ଘଟିଛି। ରାଜ୍ୟସଭାରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବିରୋଧୀ କଂଗ୍ରେସ ଘେରିଲା ବେଳେ ହଠାତ୍‌ କିଛି ସମୟ ପାଇଁ ରାଜ୍ୟସଭା ଟିଭି ବନ୍ଦ ହୋଇଯାଇଥିଲା। ବିରୋଧୀ ଶାହଙ୍କୁ ଘେରିବା ବେଳେ ଏହାର ସିଧାପ୍ରସାରଣ ଚାଲିଥିଲା ହେଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ନିର୍ଦ୍ଦେକ୍ରମେ ଏହା କିଛି ସମୟ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। ଆଜି ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନାଗରିକତା ସଂଶୋଧନ ବିଲ(ସିଏବି) ଆଗତ କରିବା […]

yu

yu

Hemant Lenka
  • Published: Wednesday, 11 December 2019
  • Updated: 11 December 2019, 04:45 PM IST

Sports

Latest News

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଏକ ବିରଳ ଘଟଣା ଘଟିଛି। ରାଜ୍ୟସଭାରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବିରୋଧୀ କଂଗ୍ରେସ ଘେରିଲା ବେଳେ ହଠାତ୍‌ କିଛି ସମୟ ପାଇଁ ରାଜ୍ୟସଭା ଟିଭି ବନ୍ଦ ହୋଇଯାଇଥିଲା। ବିରୋଧୀ ଶାହଙ୍କୁ ଘେରିବା ବେଳେ ଏହାର ସିଧାପ୍ରସାରଣ ଚାଲିଥିଲା ହେଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ନିର୍ଦ୍ଦେକ୍ରମେ ଏହା କିଛି ସମୟ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି।

ଆଜି ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନାଗରିକତା ସଂଶୋଧନ ବିଲ(ସିଏବି) ଆଗତ କରିବା ବେଳେ ହୋହାଲ୍ଲା ହୋଇଥିଲା। ଏହି ସମୟରେ ଭାରତ ସରକାର ଆସାମୀଜ୍‌ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରୁଥିବା କହିଥିଲେ। ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ସାଂସଦ ରିପୁନ ବୋରା ଆପତ୍ତି ଉଠାଇବା ସହ ବିରୋଧ କରିଥିଲେ।

ହୋହାଲ୍ଲା କରୁଥିବା ସାଂସଦମାନଙ୍କୁ ଶ୍ରୀ ନାଇଡୁ ଚେତାବନୀ ଦେଇଥିଲେ ଏପରି କି ସେ ବିଶୃଙ୍ଖଳା କରୁଥିବା ସାଂସଦଙ୍କ ନାଁ ନେବାକୁ ପଛାଇବେ ନାହିଁ ବୋଲି କହିଥିଲେ। ଏହାର ଅର୍ଥ ସେ ଯାହା ନାଁ ଧରିବେ, ସଂପୃକ୍ତ ସାଂସଦ ଗୋଟିଏ ଦିନ ଗୃହ କାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ।

ଠିକ୍‌ ଏହି ସମୟରେ ରାଜ୍ୟସଭାରେ ଚାଲିଥିବା ସିଧାପ୍ରସାରଣ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ସୂତ୍ର ଅନୁସାରେ, ରାଜ୍ୟସଭା ଟିଭିର ସିଧାପ୍ରସାରଣ ସେତେବେଳେ ବନ୍ଦ ହୁଏ, ଯେତେବେଳେ ଅଧ୍ୟକ୍ଷ ଏକ ରେଡ୍‌ ଲାଇଟ୍‌ ସୁଇଚ୍‌କୁ ଚିପିବେ।

ରାଜ୍ୟସଭା ଟିଭି ପୁଣି କାର୍ଯ୍ୟକ୍ଷମ ହେଲା ବେଳକୁ ଗୃହ କାର୍ଯ୍ୟ ଠିକ ଭାବେ ଚାଲିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ କେବଳ ଅମିତ ଶାହ ନିଜ ଆସନରେ ଛିଡ଼ା ହୋଇ ସିଏବି ଉପରେ ମତ ରଖୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story