ସୁରକ୍ଷା କବଚରେ ଭାବୀ ରାଷ୍ଟ୍ରପତି: ରାମନାଥ କୋବିନ୍ଦଙ୍କୁ କାହିଁକି ମିଳିଲା ଜେଡ୍‌ ପ୍ଲସ୍‌ ସିକ୍ୟୁରିଟି

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପାର୍ଥୀ ରାମନାଥ କୋବିନ୍ଦଙ୍କୁ କେନ୍ଦ୍ର ସରକାର ଜେଡ୍‌ ପ୍ଲସ ସିକ୍ୟୁରିଟି ଯୋଗାଇ ଦେଇଛନ୍ତି। ରାମନାଥ କୋବିନ୍ଦଙ୍କୁ ଏବେ ସୁରକ୍ଷା ଦେବେ ଏନଏସ୍‌ଜି କମାଣ୍ଡ। ୧୦ ରୁ ୧୨ ଜଣ ଏନଏସ୍‌ଜି କମାଣ୍ଡ ଏବେ ତାଙ୍କୁ ସର୍ବଦା ସୁରକ୍ଷା ଯୋଗାଇ ଦେବେ। ଏହାସହ ତାଙ୍କ ସହ ଏସକର୍ଟ ଓ ପାଇଲଟ୍‌ ଗାଡି ରହିବ। ଏନଡିଏର ରାଷ୍ଟ୍ରପତି ପାର୍ଥୀ ଘୋଷଣା ହେବା ପରେ ରାମନାଥ କୋବିନ୍ଧଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏହି ସୁରକ୍ଷା କେନ୍ଦ୍ରସରକାରଙ୍କ […]

ramnath1-21-1498000466.jpg.pagespeed.ic.cD5DWwkcjj

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 09:40 PM IST

Sports

Latest News

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପାର୍ଥୀ ରାମନାଥ କୋବିନ୍ଦଙ୍କୁ କେନ୍ଦ୍ର ସରକାର ଜେଡ୍‌ ପ୍ଲସ ସିକ୍ୟୁରିଟି ଯୋଗାଇ ଦେଇଛନ୍ତି। ରାମନାଥ କୋବିନ୍ଦଙ୍କୁ ଏବେ ସୁରକ୍ଷା ଦେବେ ଏନଏସ୍‌ଜି କମାଣ୍ଡ। ୧୦ ରୁ ୧୨ ଜଣ ଏନଏସ୍‌ଜି କମାଣ୍ଡ ଏବେ ତାଙ୍କୁ ସର୍ବଦା ସୁରକ୍ଷା ଯୋଗାଇ ଦେବେ। ଏହାସହ ତାଙ୍କ ସହ ଏସକର୍ଟ ଓ ପାଇଲଟ୍‌ ଗାଡି ରହିବ। ଏନଡିଏର ରାଷ୍ଟ୍ରପତି ପାର୍ଥୀ ଘୋଷଣା ହେବା ପରେ ରାମନାଥ କୋବିନ୍ଧଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏହି ସୁରକ୍ଷା କେନ୍ଦ୍ରସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି। ବର୍ତ୍ତମାନ ଦେଶରେ ଗୃହ ମନ୍ତ୍ରୀ ରାଜନାଥ ସିଂହ, ବରିଷ୍ଠ ନେତା ଏଲ୍‌କେ ଆଡଭାନୀ, ୟୁପି ସିଏମ୍‌ ୟୋଗୀ ଆଦିତ୍ୟନାଥ, ଛତିଶଗଡ଼ ସିଏମ୍ ରମଣ ସିଂହ ଓ ଆସାମ ସିଏମ୍‌ ସର୍ବାନନ୍ଦ ସୋନୋହାଲ୍‌ଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛ। ମଙ୍ଗଳବାର କୋବିନ୍ଦ ବିହାର ରାଜ୍ୟପାଳ ପଦବୀରୁ ଇସ୍ତଫା ଦେବା ପରେ ସରକାର ତାଙ୍କ ସୁରକ୍ଷାକୁ ଅଧିକ ବଢାଇ ଦେଇଛନ୍ତି। ଏଥି ସହିତ ତାଙ୍କୁ ସ୍ୱତନ୍ତ୍ର ବିମାନ ମଧ୍ୟ ଯୋଗାଇ ଦିଆଯାଇଛି। ଆସନ୍ତା ଜୁଲାଇ 17 ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story