ସରକାର ଗୋ ସୁରକ୍ଷା ସହ ଲୋକମାନଙ୍କୁ ସୁରକ୍ଷା ଦେବା ଜରୁରୀ: ରାମଦାସ ଅଠାୱଲେ

ନୂଆଦିଲ୍ଲୀ: ଗୋ ସୁରକ୍ଷା ନାମରେ ଦଳିତ ଓ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ଆଜି ରାମଦାସ ଅଠାୱେଲେ ଆଜି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ସରକାର ଗୋ ମାତାକୁ ସୁରକ୍ଷା ଦେବାସହ ଲୋକମାନଙ୍କୁ ସୁରକ୍ଷା ଦେବା ଜରୁରୀ।” ଅଠାୱେଲେ କହିଛନ୍ତି,“ଗୋ ସୁରକ୍ଷା ନାମରେ ଲୋକମାନଙ୍କୁ ହତ୍ୟା କରିବା ମୋତେ ଠିକ୍‌ ଲାଗୁନାହିଁ।” ସେ ଆହୁରି ମଧ୍ୟ କହିଛନ୍ତି, “ହିନ୍ଦୁଧର୍ମର ଲୋକମାନେ ଗାଈଙ୍କୁ ଗୋ ମାତା ବୋଲି ମାନନ୍ତି। ଯଦି କେହି ଗୋ ମାତାକୁ ହତ୍ୟା କରେ […]

ramdas-athawale

ramdas-athawale

Rakesh Mallick
  • Published: Saturday, 30 July 2016
  • Updated: 30 July 2016, 03:46 PM IST

Sports

Latest News

ନୂଆଦିଲ୍ଲୀ: ଗୋ ସୁରକ୍ଷା ନାମରେ ଦଳିତ ଓ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ଆଜି ରାମଦାସ ଅଠାୱେଲେ ଆଜି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ସରକାର ଗୋ ମାତାକୁ ସୁରକ୍ଷା ଦେବାସହ ଲୋକମାନଙ୍କୁ ସୁରକ୍ଷା ଦେବା ଜରୁରୀ।”

ଅଠାୱେଲେ କହିଛନ୍ତି,“ଗୋ ସୁରକ୍ଷା ନାମରେ ଲୋକମାନଙ୍କୁ ହତ୍ୟା କରିବା ମୋତେ ଠିକ୍‌ ଲାଗୁନାହିଁ।”

ସେ ଆହୁରି ମଧ୍ୟ କହିଛନ୍ତି, “ହିନ୍ଦୁଧର୍ମର ଲୋକମାନେ ଗାଈଙ୍କୁ ଗୋ ମାତା ବୋଲି ମାନନ୍ତି। ଯଦି କେହି ଗୋ ମାତାକୁ ହତ୍ୟା କରେ ତାକୁ ବିରୋଧ କରନ୍ତି। ଯେପରି ଗୋ ମାତାକୁ ସୁରକ୍ଷା ଦିଆଯାଉଛି ସେହିପରି ସାଧାରଣ ଲୋକମାନଙ୍କୁ ସୁରକ୍ଷା ଦେବା ନିହାତି ଆବଶ୍ୟକ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos