ଶେଷରେ ଆତ୍ମସମର୍ପଣ କଲେ ଦୁଷ୍କର୍ମ ଅଭିଯୁକ୍ତ ବିଏସ୍‌ପି ସାଂସଦ

ବାରାଣସୀ: ନୂଆ କରି ନିର୍ବାଚିତ ହୋଇଥିବା ବିଏସ୍‌ପି ସାଂସଦ ଅତୁଲ ରୟ ଶେଷରେ ବାରାଣସୀ କୋର୍ଟରେ ଆଜି ଆତ୍ମସମର୍ପଣ କରିଛନ୍ତି। ତାଙ୍କୁ ପୁଲିସ୍‌ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଭାବେ ଦର୍ଶାଇଛି। କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କ ଜାମିନ୍‌ ଆବେଦନ ଖାରଜ ହୋଇଯାଇଥିଲା। ଏହାପରେ କୋର୍ଟ ଅତୁଲଙ୍କୁ ୧୪ ଦିନ ପାଇଁ ରିମାଣ୍ଡରେ ପଠାଇ ଦେଇଛନ୍ତି। ଆଜି ଆତ୍ମସମର୍ପଣ ବେଳେ ଅତୁଲ ରୟ ନିଜ ସମର୍ଥକଙ୍କ ସହ କୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ସେମାନେ ଅତୁଲ ରୟଙ୍କ […]

tua

tua

Hemant Lenka
  • Published: Saturday, 22 June 2019
  • Updated: 22 June 2019, 03:31 PM IST

Sports

Latest News

ବାରାଣସୀ: ନୂଆ କରି ନିର୍ବାଚିତ ହୋଇଥିବା ବିଏସ୍‌ପି ସାଂସଦ ଅତୁଲ ରୟ ଶେଷରେ ବାରାଣସୀ କୋର୍ଟରେ ଆଜି ଆତ୍ମସମର୍ପଣ କରିଛନ୍ତି। ତାଙ୍କୁ ପୁଲିସ୍‌ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଭାବେ ଦର୍ଶାଇଛି। କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କ ଜାମିନ୍‌ ଆବେଦନ ଖାରଜ ହୋଇଯାଇଥିଲା। ଏହାପରେ କୋର୍ଟ ଅତୁଲଙ୍କୁ ୧୪ ଦିନ ପାଇଁ ରିମାଣ୍ଡରେ ପଠାଇ ଦେଇଛନ୍ତି।

ଆଜି ଆତ୍ମସମର୍ପଣ ବେଳେ ଅତୁଲ ରୟ ନିଜ ସମର୍ଥକଙ୍କ ସହ କୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ସେମାନେ ଅତୁଲ ରୟଙ୍କ ସମର୍ଥନରେ ନାରାବାଜି କରିଥିଲେ। ଅତୁଲ ରୟ ଘୋସି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ପ୍ରଚାରବେଳେ ହିଁ ତାଙ୍କ ବିରୋଧରେ ଜଣେ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

ଏହା ପରେ ପ୍ରଚାର ଅଧାରୁ ହିଁ ଅତୁଲ ଫେରାର ହୋଇଯାଇଥିଲେ। ତଥାପି ତାଙ୍କ ପାଇଁ ବିଏସ୍‌ପି ସୁପ୍ରିମୋ ମାୟାବତୀ ଓ ସପା ମୁଖ୍ୟ ଅଖିଲେଶ ଯାଦବ ପ୍ରଚାର କରିଥିଲେ। ଶେଷରେ ସେ ନିଜେ ଅନୁପସ୍ଥିତ ଥାଇ ସୁଦ୍ଧା ନିର୍ବାଚନ ଜିତିଥିଲେ। କିନ୍ତୁ ଆତ୍ମଗୋପନ କରିଥିବାରୁ ଶପଥ ପାଠ କରିପାରିନଥିଲେ। ପୁଲିସ୍‌ ତାଙ୍କ ସମ୍ପତ୍ତି ଜବତ କରିବାକୁ ମଧ୍ୟ କୋର୍ଟଙ୍କ ଅନୁମତି ମାଗିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story