ଅଭିଯୋଗକାରୀ ଜେଲରେ, ହସ୍ପିଟାଲରେ ଛୁଟି କାଟୁଛନ୍ତି ଚିନ୍ମୟାନନ୍ଦ

ଲକ୍ଷ୍ନୌ: ଆଇନ୍‌ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦ ଅସୁସ୍ଥତା ପାଇଁ ହସ୍ପିଟାଲରେ ଛୁଟି କାଟୁଥିବା ବେଳେ ପୀଡ଼ିତା ଜଣଙ୍କ ଜେଲରେ ରହିଛନ୍ତି। ଶୁକ୍ରବାର ଗିରଫ ହୋଇଥିବା ଚିନ୍ମୟନାନ୍ଦ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଲକ୍ଷୌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ଡାକ୍ତରଖାନାରେ ରହିବା ଅବଧି ବୃଦ୍ଧି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନ୍‌ରେ ଚିନ୍ମୟାନନ୍ଦ ସୁସ୍ଥ ନଥିବା କୁହାଯାଇଛି। ୭୨ ବର୍ଷୀୟ […]

ds

ds

Hemant Lenka
  • Published: Thursday, 26 September 2019
  • Updated: 26 September 2019, 07:20 PM IST

Sports

Latest News

ଲକ୍ଷ୍ନୌ: ଆଇନ୍‌ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦ ଅସୁସ୍ଥତା ପାଇଁ ହସ୍ପିଟାଲରେ ଛୁଟି କାଟୁଥିବା ବେଳେ ପୀଡ଼ିତା ଜଣଙ୍କ ଜେଲରେ ରହିଛନ୍ତି। ଶୁକ୍ରବାର ଗିରଫ ହୋଇଥିବା ଚିନ୍ମୟନାନ୍ଦ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଲକ୍ଷୌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏବେ ତାଙ୍କର ଡାକ୍ତରଖାନାରେ ରହିବା ଅବଧି ବୃଦ୍ଧି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନ୍‌ରେ ଚିନ୍ମୟାନନ୍ଦ ସୁସ୍ଥ ନଥିବା କୁହାଯାଇଛି। ୭୨ ବର୍ଷୀୟ ଚିନ୍ମୟାନନ୍ଦ ଶହାଜାହାନପୁର ସହରର ଜଣେ ୨୩ ବର୍ଷୀୟ ଛାତ୍ରୀଙ୍କୁ ବ୍ଲାକମେଲ୍‌ କରି ଗୋଟିଏ ବର୍ଷ କାଳ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପରେ ସେ ଗିରଫ ହୋଇଥିଲେ। ହେଲେ ଏହାର ୩ ଦିନ ପରେ ତାଙ୍କୁ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜ୍ୟୁଏଟ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ସେଠାରେ ହିଁ ରହିଛନ୍ତି।

ଆଜି ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ ଏବେ ବି ଚିନ୍ମୟାନନ୍ଦ ଦୁର୍ବଳତା ଓ ପରିଶ୍ରାରେ ଅସୁବିଧା ଅନୁଭବ କରୁଛନ୍ତି। ତାଙ୍କ ଶରୀରରେ କୌଣସି ବ୍ଲକେଜ ନାହିଁ। ତଥାପି ତାଙ୍କୁ ନୀରିକ୍ଷଣରେ ରଖାଯାଇଛି। ତେବେ ବୁଧବାର ଚିନ୍ମୟାନନ୍ଦଙ୍କ ବ୍ଲଡ ପ୍ରେସର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ନର୍ମାଲ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା।

ଅନ୍ୟପକ୍ଷରେ ଅଭିଯୋଗକାରୀ ପୀଡ଼ିତା ଜଣଙ୍କୁ ପୁଲିସ୍‌ ଗତକାଲି ଧମକ ଚମକ ଦେଇ ଟଙ୍କା ମାଗିବା ଅଭିଯୋଗରେ ଗିରଫ କରିଛି। ଚିନ୍ମୟାନନ୍ଦଙ୍କ ଜଣେ ସହଯୋଗୀ ପୀଡ଼ିତାଙ୍କ ନାଁରେ ଏହି ଅଭିଯୋଗ ଦାଖଲ କରିଥିଲେ।

ଏବେ ସେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ପୁଲିସ୍‌ ତାଙ୍କୁ ଘରୁ ଘୋଷାରି ନେଇ ଜେଲ ହାଜତରେ ଭର୍ତ୍ତି କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରି କି ପୁଲିସ୍‌ ପୀଡ଼ିତାଙ୍କୁ ଚପଲ ପିନ୍ଧିବାକୁ ମଧ୍ୟ ସୁଯୋଗ ଦେଇ ନଥିଲା।

ଇତି ମଧ୍ୟରେ ସେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଜେଲରେ ବନ୍ଦୀ ଥିବା ବେଳେ ଚିନ୍ମୟାନନ୍ଦଙ୍କ ହସ୍ପିଟାଲ ମିଆଦି ବୃଦ୍ଧିକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story