ଶିଶୁକୁ ଦୁଷ୍କର୍ମ ମାମଲା: ସମଗ୍ର କଶ୍ମୀରରେ ବିସ୍ଫୋରକ ସ୍ଥିତି

ସୁମ୍ବାଲ: ଜମ୍ମୁ-କଶ୍ମୀରର ବାନ୍ଦିପୋରା ଠାରେ ଜଣେ ୩ ବର୍ଷୀୟ ଶିଶୁ କନ୍ୟାକୁ ତାଙ୍କ ପଡ଼ୋଶୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ଆଜି ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏକାଧିକ ସ୍ଥାନରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସହ ସୁରକ୍ଷାକର୍ମୀଙ୍କ ଖଣ୍ଡଯୁଦ୍ଧ ହୋଇଥିବା ଜଣାପଡ଼ିଛି। ଏଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ଉତ୍ତର କଶ୍ମୀରର ଡିଆଇଜି ମହମ୍ମଦ ସୁଲେମାନ ଚୌଧୁରୀ କହିଛନ୍ତି, “ଗତ ୮ ତାରିଖରେ ଜଣେ ନାବାଳିକା ଦୁଷ୍କର୍ମର […]

sz

sz

Hemant Lenka
  • Published: Monday, 13 May 2019
  • Updated: 13 May 2019, 04:38 PM IST

Sports

Latest News

ସୁମ୍ବାଲ: ଜମ୍ମୁ-କଶ୍ମୀରର ବାନ୍ଦିପୋରା ଠାରେ ଜଣେ ୩ ବର୍ଷୀୟ ଶିଶୁ କନ୍ୟାକୁ ତାଙ୍କ ପଡ଼ୋଶୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ଆଜି ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏକାଧିକ ସ୍ଥାନରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସହ ସୁରକ୍ଷାକର୍ମୀଙ୍କ ଖଣ୍ଡଯୁଦ୍ଧ ହୋଇଥିବା ଜଣାପଡ଼ିଛି। ଏଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ଉତ୍ତର କଶ୍ମୀରର ଡିଆଇଜି ମହମ୍ମଦ ସୁଲେମାନ ଚୌଧୁରୀ କହିଛନ୍ତି, “ଗତ ୮ ତାରିଖରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ।

ପୁଲିସ୍‌ ଏ ସଂକ୍ରାନ୍ତରେ ଖବର ପାଇବା ପରେ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିଛି। ଆମେ ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛୁ। ମୁଁ ଲୋକମାନଙ୍କୁ ହିଂସାର ଆଶ୍ରୟ ନ ନେବାକୁ ନିବେଦନ କରୁଛି।”

ଏହି ଘଟଣା ପରେ ବିଭିନ୍ନ ରାଜନୀତିକ, ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଯଥାଶୀଘ୍ର ତଦନ୍ତ ଶେଷ କରି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ସେମାନେ ଦାବି କରିଛନ୍ତି।

ଅଭିଯୁକ୍ତ ୩ ବର୍ଷୀୟ ଶିଶୁ କନ୍ୟାକୁ ପ୍ରଥମେ ମିଠା ଦେଇ ନିଜ ପାଖକୁ ଆଣିଥିଲା। ଏହାପରେ ସେ ଶିଶୁଟିକୁ ସୁମ୍ବାଲ ଗାଁର ଏକ ନିଛାଟିଆ ପଡ଼ିଆକୁ ନେଇ ଦୁଷ୍କର୍ମ କରିଥିଲା। ଶିଶୁ ଜଣଙ୍କ ଏକଥା ପରିବାର ଲୋକଙ୍କୁ କହିବା ପରେ ସେମାନେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ତଥାପି ଘଟଣାକୁ ନେଇ ଉପତ୍ୟକାରେ ଉତ୍ତେଜନା ସୃଷ୍ଟି ହୋଇଛି। ସୁମ୍ବାଲର ଏକାଧିକ ସ୍ଥାନରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି। ସେହିପରି ଇଣ୍ଟରନେଟ୍‌ ସ୍ପିଡ୍‌କୁ ହ୍ରାସ କରା ଯାଇଛି। ଇଥିହାଦୁଲ ମୁସଲିମେନ୍‌ ତରଫରୁ ଆଜି ବନ୍ଦ ଡାକରା ଦିଆଯାଇଥିଲା।

ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ବିୟସକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏକ ଘରୋଇ ସ୍କୁଲ ଅଭିଯୁକ୍ତ ଜଣଙ୍କ ନାବାଳକ ବୋଲି ପ୍ରମାଣ ପତ୍ର ଦେଇଛି। ଏହାକୁ କେନ୍ଦ୍ର କରି ଗାଁ ଲୋକମାନେ ଉକ୍ତ ସ୍କୁଲକୁ ବନ୍ଦ କରିବାକୁ ଦାବି କରିଛନ୍ତି। ଏପରି କି କିଛି ଲୋକ ଏହାକୁ ଜାଳି ଦେବାକୁ ଉଦ୍ୟମ ମଧ୍ୟ କରିଥିଲେ। ଏହି ସ୍କୁଲର ପ୍ରନ୍ସିପାଲ ଅଭିଯୁକ୍ତର ସମ୍ପର୍କୀୟ ବୋଲି ପୁଲିସ୍‌ କହିଛି। ଏଥିସହ ପୁଲିସ୍‌ ଉକ୍ତ ପ୍ରିନ୍ସିପାଲଙ୍କୁ ନିଜ ହେପାଜତକୁ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story